Monthly Archives

May 2021

ଜନମଞ୍ଚ ସିଭିଲ୍‌ ସୋସାଇଟି ତରଫରୁ ଶିଶୁମାନଙ୍କୁ କ୍ଷୀର ବଣ୍ଟନ

ପାଟଣାଗଡ, (ଗୋରେଖନାଥ ବରିହା) : କରୋନା ମହାମାରୀ କାଳରେ ପୁଣି ଏକ ବିଶେଷ ପଦକ୍ଷେପ ଗ୍ରହଣ କରିଛି ଜନମଞ୍ଚ ସିଭିଲ୍‌ ସୋସାଇଟି । ସ୍ଥାନୀୟ ୱାର୍ଡ ନଂ. ୯ର କାଦୋପଡା ଏବଂ ଲାଇନ୍‌ପଡାର ଘରକୁ ଘର ଯାଇ ସଂଗଠନର ପ୍ରତୀକ ନାୟକଙ୍କ ନେତୃତ୍ୱରେ ଶିଶୁମାନଙ୍କୁ କ୍ଷୀର ବଣ୍ଟନ କରିଛି ପାଟଣାଗଡ ଜନମଞ୍ଚ
Read More...

କର୍ଲାମୁଣ୍ଡା ବ୍ଳକରେ ଡୋର୍‌ ଟୁ ଡୋର୍‌ ସର୍ଭେ ଆରମ୍ଭ

କର୍ଲାମୁଣ୍ଡା, (ନରୋତ୍ତମ ସେଲମା) : କର୍ଲାମୁଣ୍ଡା ବ୍ଳକରେ ଗତକାଲି ଠାରୁ ଡୋର୍‌ ଟୁ ଡୋର୍‌ ସର୍ଭେ ଆରମ୍ଭ ହୋଇଯାଇଛି । ଏଥିପାଇଁ ପ୍ରସ୍ତୁତ ଏକସନ ପ୍ଳାନ ଅନୁଯାଇ ୭ ତାରିଖ ଦିନ ଯୋରାଡବରା, ୮ ତାରିଖ ଦିନ ସାପଲହରା, ୧୦ ତାରିଖ ଦିନ ରେଗେଡା, ୧୧ ତାରିଖ ଦିନ ବୋରପଦର, ୧୩ ତାରିଖ ଦିନ ରିଂଜା
Read More...

ଗଞ୍ଜାମ ଜିଲ୍ଲାରେ କୋଭିଡ଼ ପରିଚାଳନା ସ୍ଥିତି ସନ୍ତୋଷଜନକ : ଡିଜି ଶ୍ରୀ ଅଭୟ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ସମଗ୍ର ଗଞ୍ଜାମ ଜିଲ୍ଲାରେ କିପରି ପୋଲିସ ପ୍ରଶାସନର ପରିଚାଳନା ହେଉଛି ତଥା କୋଭିଡ଼ ସ୍ଥିତି ସମୀକ୍ଷା କରିବା ନେଇ ଓଡ଼ିଶା ପୋଲିସ ମହାନିର୍ଦ୍ଦେଶକ ଅଭୟ ଆଜି ପୂର୍ବାହ୍ନରେ ଦିନିକିଆ ଗଞ୍ଜାମ ଗସ୍ତ କରି ସ୍ଥିତି ଅନୁଧ୍ୟାନ କରି ଫେରିଛନ୍ତି । ତାଙ୍କ
Read More...

ଘରେ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : କରୋନା ଦ୍ୱିତୀୟ ଲହରକୁ ରୋକିବା ପାଇଁ ରାଜ୍ୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଲକଡାଉନ୍ ଏବଂ ସପ୍ତାହାନ୍ତ ସଟ୍‌ଡାଉନ୍ ଘୋଷଣା କରାଯାଇଛି । ନିହାତି ଆବଶ୍ୟକ ନଥିଲେ ବାହାରକୁ ବାହାରନ୍ତୁ ନାହିଁ । ଘରେ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁ । ରାଜ୍ୟ ସୂଚନା ଓ ଲୋକ
Read More...

ସୁବଲୟା ଠାରେ ବିଶ୍ୱ ରେଡକ୍ରସ ଦିବସ ପାଳିତ

ସୁବଲୟା, (କେପିଏନ୍‌ଏସ୍‌) : ସ୍ଥାନୀୟ ସୁବଲୟା ଉଚ୍ଚ ବିଦ୍ୟାଳୟ ଜୁନିଅର ରେଡକ୍ରସ ତରଫରୁ ବିଶ୍ୱ ରେଡକ୍ରସ ଦିବସ ପାଳିତ ହୋଇଯାଇଛି । ରେଡକ୍ରସ ପ୍ରତିଷ୍ଠାତା ସାର ଜାଁ ହେନେରୀ ଡୁନାଂଟଙ୍କ ତୈଳଚିତ୍ର ପ୍ରତି ମାଲ୍ୟାର୍ପଣ ସହ ଦୀପ ପ୍ରଜ୍ଜଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା ।
Read More...

ଅବସର ପ୍ରାପ୍ତ ଶିକ୍ଷକ ନନ୍ଦଲାଲ ମିର୍ଦ୍ଧାଙ୍କ ପରଲୋକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ମିଠାପାଲ ସ୍ଥିତ ବିକ୍ରମ ନଗର ଅବସର ପ୍ରାପ୍ତ ପ୍ରାଥମିକ ଶିକ୍ଷକ ନନ୍ଦଲାଲ ମିର୍ଦ୍ଧା ୭୫ ବର୍ଷ ବୟସରେ ବରଗଡ ଠାରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି । ସେ ଜଣେ ଛାତ୍ର ବତ୍ସଲ ଓ ସରଳ ଶିକ୍ଷକ ଭାବେ ବେଶ ଜଣାଶୁଣା । ତାଙ୍କର
Read More...

ଗାଁ ମୁହାଁ କରୋନା ଚିନ୍ତାରେ ଲୋକେ : ସ୍ଥିତି ଅନୁଧ୍ୟାନ କରୁଛି ପ୍ରଶାସନ

ସଇଁନ୍ତଲା, (ଅଜିତ କୁମାର ସାହୁ) : କରୋନାକୁ ନେଇ ଏବେ ଚିନ୍ତାରେ ଲୋକେ ଓ ପ୍ରଶାସନ । ଦିନକୁ ଦିନ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗୁଛି । ହେଲେ କମିବାରେ ନାଁ ନେଉ ନାହିଁ । ତେବେ ବଲାଙ୍ଗିର ଜିଲ୍ଲାରେ ଲଗାତାର ଭାବରେ ବୃଦ୍ଧି ପାଉଛି । ତେବେ ସଇଁନ୍ତଲା ବ୍ଳକର ବିଭିନ୍ନ ଗ୍ରାମରେ
Read More...

ବିସିମୁଣ୍ଡା ରାଧାକୃଷ୍ଣ ମଠର ବାବା କୃଷ୍ଣ ଚନ୍ଦ୍ର ଦାଶ ହତ୍ୟାକାଣ୍ଡର ପର୍ଦ୍ଦାଫାଶ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ଜିଲ୍ଲା ସଦର ଥାନା ବିସିମୁଣ୍ଡା ଗାଁର ରାଧା କୃଷ୍ଣ ମଠର ମଠାଧିସ ବାବା କୃଷ୍ଣ ଚନ୍ଦ୍ର ଦାଶ ହତ୍ୟାକାଣ୍ଡର ପର୍ଦ୍ଦାଫାଶ ହୋଇଛି । ବାବାଙ୍କ ସମ୍ପର୍କୀୟ ଦୁଇ ପୁତୁରା ଅମିତ ଓରଫ ଶମ୍ଭୁ ଭୂଷଣ ମିଶ୍ର ଓ ମିଥୁନ ଓରଫ ଡୋଳାମଣି ମିଶ୍ର ହେଉଛନ୍ତି
Read More...

ବଲାଙ୍ଗିର ଜିଲ୍ଲାରେ ୪୩୭ ନୂଆ ଆକ୍ରାନ୍ତ ଚିହ୍ନଟ : ବଲାଙ୍ଗିର ମ୍ୟୁନିସିପାଲିଟି ଅଂଚଳରୁ ୧୪୧

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ୪୩୭ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବଲାଙ୍ଗିର ମ୍ୟୁନିସିପାଲିଟି ଅଂଚଳରୁ ୧୪୧ ଜଣ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ବଲାଙ୍ଗିର ପୌରାଂଚଳର ୱାର୍ଡ ନଂ.୧୨ରୁ ୧, ୮ରୁ ୧, ୧୪ରୁ ୨, ୧୬ରୁ ୨, ୧ରୁ ୩, ୧୦ରୁ ୩,
Read More...

ପରିବାରରେ ଜଣେ କରୋନା ପଜିଟିଭ୍‌ରେ ମୃତ୍ୟୁ ପରେ ସହଯୋଗ କଲେନି ଗାଁ ଲୋକେ, ସମସ୍ତଙ୍କ ଟେଷ୍ଟିଂ ରିପୋର୍ଟ ଆଣିବାକୁ…

ମ.ରାମପୁର, (ହେମନ୍ତ ସାହୁ) : କରୋନା କାଳରେ ଭିନ୍ନ ଭିନ୍ନ ଦୃଶ୍ୟ ସବୁ ଦେଖିବାକୁ ମିଳୁଛି । ମଣିଷ ନିଜ ଭିତରୁ ସମବେଦନାକୁ ହଜେଇ ଦେଇ କଠୋର ହେଇଯାଉଛି । କରୋନାରେ ଜଣଙ୍କର ମୃତ୍ୟୁ ପରେ ସେହି ପରିବାରର ଅନ୍ୟସମସ୍ତଙ୍କ ରିପୋର୍ଟ ଆଣିଲେ ହିଁ ଗାଁରେ ଅନ୍ୟ କିଛି କାମରେ ସହଯୋଗ କରାଯିବ ବୋଲି
Read More...