ପାକିସ୍ତାନରେ ୧୬ ବର୍ଷର ନାବାଳିକା ଗଣଦୁଷ୍କର୍ମର ଶିକାର : ଭିଡିଓ ଭାଇରାଲ
ଇସଲାମାବାଦ : ପାକିସ୍ତାନର ଡେରା ଇସମାଇଲ ଖାନ ସହରରୁ ଆଉ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ଦୁର୍ବୃତ୍ତ ମାନେ ଜଣେ ୧୬ ବର୍ଷ ବୟସ୍କା ନାବାଳିକାଙ୍କୁ କେବଳ ବଳାତ୍କାର ଓ ନିର୍ୟାତନା ଦେଇନଥିଲେ, ବରଂ ଏହି ଘଟଣାର ସୁଟିଂ କରି ସୋସିଆଲ ମିଡିଆରେ ଅପଲୋଡ୍ କରିଥିଲେ । ଡେରା ଇସମାଇଲ ଖାନ!-->…
Read More...
Read More...