Monthly Archives

May 2021

ବିହାରରେ ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ଲକଡାଉନ ଅବଧି ବୃଦ୍ଧି

ବିହାର : ବିହାରରେ ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ଲକଡାଉନ ଅବଧି ବୃଦ୍ଧି । ଏନେଇ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ସୂଚନା ଦେଇଛନ୍ତି । ବିହାରର ମନ୍ତ୍ରୀଗଣ ଏବଂ ଉଚ୍ଚ ଅଧିକାରୀ ମାନଙ୍କ ସହ ଆଲୋଚନା ପରେ ଏହି ନିଷ୍ପତ୍ତି ନିଆଯାଇଛି । ରାଜ୍ୟରେ ଲକଡାଉନର ସକାରାତ୍ମକ ପ୍ରଭାବ ପଡିଥିବାରୁ ଦଶ ଦିନ
Read More...

ସିଭିଲ୍‌ ସର୍ଭିସ୍‌ ପ୍ରିଲିମିନାରୀ ପରୀକ୍ଷା ଘୁଞ୍ଚିଲା

ନୂଆଦିଲ୍ଲୀ : କରୋନା ସ୍ଥିତିକୁ ଦୃଷ୍ଟିରେ ସିଭିଲ୍‌ ସର୍ଭିସ୍‌ ପ୍ରିଲିମିନାରୀ ପରୀକ୍ଷା ଘୁଞ୍ଚାଯାଇଛି । ତେବେ ୟୁପିଏସ୍‌ସି ଏହି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି । ପୂର୍ବରୁ ସିଭିଲ୍‌ ସର୍ଭିସ୍‌ ପ୍ରିଲିମିନାରୀ ପରୀକ୍ଷା ଆସନ୍ତା ମାସ ଜୁନ୍ ୨୭ ହେବାର ଥିଲା । ଏବେ ଏହାକୁ ଅକ୍ଟୋବର ୧୦କୁ
Read More...

ଯୁବକଙ୍କୁ ଶୀଘ୍ର ଟୀକାକରଣ ପାଇଁ ଚିଠି ଲେଖିଲେ ରାଜ୍ୟ ଯୁବମୋର୍ଚ୍ଚା ସମ୍ପାଦକ ପ୍ରୀତେଶ କୁମାର ବହିଦାର

ପଦ୍ମପୁର, (ନିରୋଜ କୁମାର ପାଣୀ) : ବର୍ତ୍ତମାନର ଘଡି ସନ୍ଧି ମୁହର୍ତ୍ତରେ ଦିନକୁ ଦିନ କୋଭିଡ ସ୍ଥିତି ବିଗିଡ଼ିବାରେ ଲାଗିଥିବା ବେଳେ ସାରା ରାଜ୍ୟରେ ତଥା ମୁଖ୍ୟତଃ ପଶ୍ଚିମ ଓଡିଶାରେ ଦିନକୁ ଦିନ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଜନ ସାଧାରଣଙ୍କ ମଧ୍ୟରେ ବର୍ତ୍ତମାନ ଭୟର
Read More...

ରଘୁମଣି ପାଣ୍ଡିଆଙ୍କ ଦେହାନ୍ତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଟିକ୍ରାପଡା ମୂଳନିବାସୀ ରଘୁମଣି ପାଣ୍ଡିଆଙ୍କ ବୁର୍ଲା ମେଡିକାଲରେ ପରଲୋକ ହୋଇଯାଇଛି । ଦୁଇ ଦିନ ପୂର୍ବରୁ ଅସୁସ୍ଥତା ଅନୁଭବ କଲାପରେ ସେ ବୁର୍ଲା ମେଡିକାଲରେ ଭର୍ତ୍ତି ହୋଇଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୬୯ ବର୍ଷ ହେଉଥିଲା । ସେ ଗତ ୨୫ ବର୍ଷ ଧରି
Read More...

ଗପ : କାଳ ବୈଶାଖୀ

ବିଜୟ ପ୍ରଧାନ ସକାଳୁ ସବୁ ଠିକ ଥିଲା। ହଠାତ କେଜାଣି କୋଉଠୁ ମାଡ଼ିଆସିଲା କଳାହାଣ୍ଡିଆ ମେଘ। ଚଉଦିଗ ଅନ୍ଧାର। ସାଥିରେ ଝଡ଼ ପ୍ରମାଣେ ପବନ। ଗାଁଦାଣ୍ଡରେ ଚକା ଭଉଁରୀ ଖେଳି ଉଡ଼ି ବୁଲିଲେ ପରିତ୍ୟକ୍ତ କାଠି କୁଟା, ପ୍ଲାଷ୍ଟିକ ଜରି, ଗୁଡଖା ଖୋଳ ଇତ୍ୟାଦି ଇତଃସ୍ତତ। ବାଡ଼ିର ସଜନା ଗଛସହ କଦଳୀ
Read More...

ବଲାଙ୍ଗିର ଜିଲ୍ଲାରେ ୧୯୮ ନୂଆ ଆକ୍ରାନ୍ତ ଚିହ୍ନଟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ୧୯୮ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବଲାଙ୍ଗିର ମ୍ୟୁନିସିପାଲିଟି ଅଂଚଳରୁ ୧୬ ଜଣ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ସେହିପରି ଆଗଲପୁର ବ୍ଲକରୁ ୨ ଜଣ, ବଲାଙ୍ଗିର ବ୍ଲକରୁ ୨ ଜଣ, ବଙ୍ଗୋମୁଣ୍ଡା ବ୍ଲକରୁ ଜଣେ,
Read More...

ଅଦିନିଆ ବର୍ଷାରେ ରାସ୍ତା ବେହାଲ : ବର୍ଷା ଦିନରେ କଣ ହେବ ?

ମ.ରାମପୁର, (ହେମନ୍ତ ସାହୁ) : କାଳ ବୈଶାଖୀର ପ୍ରଭାବରେ ହେଇଥିବା ଅଳ୍ପଟିକିଏ ବର୍ଷାରେ ରାସ୍ତାର ହାଲ ବେହାଲ ହେଇପଡ଼ିଛି । ତେବେ ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ବର୍ଷା ଦିନେ ଏହି ଗାଁର ଲୋକେ ଭୋଗିବେ ରାସ୍ତାର ଦୁର୍ଦ୍ଦଶା । କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ମୋହନଗିରୀ ପଂଚାୟତର
Read More...

କରୋନାରେ ସମାଜସେବୀଙ୍କ ପରଲୋକ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ସିଂହପୁର ପଂଚାୟତ କୁଟୃପଲା ଗ୍ରାମର ସମାଜସେବୀ ଭୋଜରାଜ ପାତ୍ର(୬୦)ଙ୍କ କରୋନାରେ ଗତକାଲି ବଲାଙ୍ଗିର କୋଭିଡ଼ ହସପିଟାଲରେ ପରଲୋକ ହେଇଯାଇଛି । ସେଠାରେ ହିଁ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା । ତେବେ ସ୍ୱର୍ଗତ ପାତ୍ର
Read More...

ପଲ୍ଲୀ ଆଲୋକ ପାଠାଗାର ତରଫରୁ ମାସ୍କ ବଣ୍ଟନ ଓ ହାତ ଧୋଇବା ଉପରେ ସଚେତନତା କାର୍ଯ୍ୟକ୍ରମ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ମହାମାରୀ କରୋନାର ପ୍ରକୋପ ଦିନକୁ ଦିନ ଭୟଙ୍କର ଭାବରେ ବଢ଼ିବାରେ ଲାଗିବା ସହିତ ସାରା ଦେଶକୁ ଆତଙ୍କିତ କରି ରଖିଛି । ଏହି ଭୁତାଣୁ କବଳରୁ ରକ୍ଷା ପାଇବା ପାଇଁ ସରକାର ବିଭିନ୍ନ ନୀତିନିୟମ ନିର୍ଦ୍ଧାରଣ କରିବା ସହିତ ଅନେକ ସମୟରେ ଲକ୍‌ଡାଉନ, ସଟ୍‌ଡାଉନ ପରି
Read More...

ବିଷ୍ଣୁପଦ ସେଠୀଙ୍କୁ ସୂଚନା ଓ ଲୋକସମ୍ପର୍କ ବିଭାଗର ପ୍ରମୁଖ ଶାସନ ସଚିବ ଅତିରିକ୍ତ ଦାୟିତ୍ୱ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ପରିଚାଳନା ବିଭାଗର ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ ସୂଚନା ଓ ଲୋକସମ୍ପର୍କ ବିଭାଗର ପ୍ରମୁଖ ଶାସନ ସଚିବ ଭାବରେ ଆଜି ଅତିରିକ୍ତ ଦାୟିତ୍ୱ ଗ୍ରହଣ କରିଛନ୍ତି । ଶ୍ରୀ ସେଠୀ ବିଭାଗର ଅଧିକାରୀମାନଙ୍କ ସହ କୋଭିଡ୍ ସଚେତନତା
Read More...