Monthly Archives

May 2021

ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୨,୫୭,୨୯୯ ନୂଆ ମାମଲା, ୪,୧୯୪ ମୃତ୍ୟୁ

ନୂଆଦିଲ୍ଲୀ : କୋଭିଡ ମାମଲାରେ ହ୍ରାସ ଘଟିଛି, କିନ୍ତୁ ସଂକ୍ରମଣ ହେତୁ ଦୈନିକ ମୃତ୍ୟୁ ସଂଖ୍ୟା ଚାରି ହଜାରରୁ ଅଧିକ ରହିଆସିଛି, ଯାହା ଚିନ୍ତା ବଢ଼ାଉଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ଶନିବାର ସକାଳେ ପ୍ରକାଶିତ ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ (ଶୁକ୍ରବାର ସକାଳ ୮ଟାରୁ
Read More...

ଗତ ୨୪ ଘଂଟାରେ ରାଜ୍ୟରେ ୧୧,୧୦୮ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ପୁଣି ୧୧,୧୦୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୧,୦୯,୬୩୯ ରହିଛି । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୬୨୧୯ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୪୮୮୯ ଜଣ ଆଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା
Read More...

ସାମ୍ବାଦିକ ବସନ୍ତ ମେହେରଙ୍କ ମାତୃ ବିୟୋଗ

ଖପ୍ରାଖୋଲ, (କ୍ରିଷ୍ଣା ସେଠୀ) : ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ଅଂଚଳର ସାମ୍ବାଦିକ ବସନ୍ତ ମେହେରଙ୍କ ମା' କୌଶଲ୍ୟା ମେହେର ଦୀର୍ଘ ତିନି ବର୍ଷ ପୂର୍ବେ କିଡନୀ ରୋଗରେ ଆକ୍ରାନ୍ତ ଥିଲେ ଓ ଗତ ଚାରି ଦିନ ତଳେ ସାମାନ୍ୟ ଅସୁସ୍ଥ ଅନୁଭବ କରିଥିଲେ । ତାଙ୍‌ଙ୍କୁ ପ୍ରଥମେ ଗୋଷ୍‌ଷ୍ଠୀ ସ୍ୱାସ୍ଥ୍ୟ
Read More...

ଦୁର୍ବୃତ୍ତ ଗୁଳିରେ ଫରେଷ୍ଟ ଗାର୍ଡଙ୍କ ମୃତ୍ୟୁ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଥିବା ଏବେ ଜଣାପଡିଛି । ସୂଚନା ମତେ ସଇଁନ୍ତଲା ବ୍ଳକ ରେଙ୍ଗାଲବାହାଲ ନିକଟରେ ପେଟ୍ରୋଲିଙ୍ଗ କରୁଥିବା ଫରେଷ୍ଟ ଗାର୍ଡ ଯୁଗେଶ୍ୱର ବୁଡେ଼କ(୧୯)ଙ୍କୁ ବରାହ ଶିକାର କରି ଆସିଥିବା ଜଣେ
Read More...

ବେଆଇନ୍‌ ଭାବେ ଚୋରା ଚାଲାଣ କରୁଥିବା ଆଲୁମିନିୟମ ତାର ଚୋରକୁ କୋର୍ଟ ଚାଲାଣ କଲା ପୁଲିସ

ସଇଁନ୍ତଲା, (ଅଜିତ କୁମାର ସାହୁ) : କରୋନା ମହାମାରୀ ସମୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ରାଜ୍ୟରେ ଲାଗୁ ହୋଇଛି ଲକ୍‌ଡାଉନ୍‌, ସଟ୍‌ଡ଼ାଉନ୍‌, ନାଇଟ୍‌ କର୍ଫ୍ୟୁ କଟକଣା । ଏହାର ଫାଇଦା ଉଠାଉ ଥିବା ଚୋର ପୁଲିସ ହାବୁଡ଼ରେ ପଡ଼ିଛି ।ତେବେ ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ଥାନା ଅଞ୍ଚଳରେ ବେଆଇନ
Read More...

ଦେଓଗାଁ ବ୍ଲକରେ ପୁଣି ୩୬ଜଣ କରୋନା ରୋଗୀ ଚିହ୍ନଟ

ଦେଓଗାଁ, (ମନୀଷ କୁମାର ସାହୁ) : ଶୁକ୍ରବାର ଦିନ ଦେଓଗାଁ ବ୍ଲକର ବିଭିନ୍ନ ପଞ୍ଚାୟତରୁ ୩୬ଜଣଙ୍କ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଆଜି ଆସିଥିବା ରିପୋର୍ଟରେ ଦେଓଗାଁ ବ୍ଲକର ୩୬ଜଣଙ୍କ ମଧ୍ୟରୁ ସର୍ବାଧିକ କୁତୁର୍ଲା ପଞ୍ଚାୟତରେ ୭ଜଣ, ଗୁଡ଼ଖାପଲା ୬, ଗୌଡ଼ଗୋଠ ୫, ଧଣ୍ଡାମାଲ ୪, ଜରାସିଂହା ୩,
Read More...

ସୋନପୁର ତହସିଲ ତରଫରୁ ରାଜସ୍ୱ ରଥର ପରିକ୍ରମା : ପ୍ରଥମ ଦିନରେ ସୋନପୁର ପୌରାଞ୍ଚଳରେ ବଣ୍ଟନ ହେଲା ଘରଡ଼ିହ ପଟ୍ଟା

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ଆଜି ସୋନପୁର ତହସିଲ ପକ୍ଷରୁ ଆୟୋଜିତ ରାଜସ୍ୱ ରଥକୁ ସୁବର୍ଣ୍ଣପୁର ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟନାରାୟଣ ଦାଶ ସବୁଜ ପତାକା ପ୍ରଦର୍ଶନ ପୂର୍ବକ ଶୁଭ ଉଦଘାଟନ କରିଥିବା ବେଳେ ଏହି ରାଜସ୍ୱ ରଥ ବର୍ତ୍ତମାନ ସମୟରେ ଜିଲ୍ଲାର ଗ୍ରାମ ଗୁଡିକୁ ଯାଇ ଲୋକଙ୍କୁ ଘର
Read More...

ଖୁବସୁରତ୍‌ ସମ୍ବଲପୁରୀ ଗୀତ ଭାଇରାଲ

ସଇଁନ୍ତଲା, (ଅଜିତ କୁମାର ସାହୁ) : ଘରେ ଘରେ ଲୋକଙ୍କ ହୃଦୟରେ ବସି ରହିଥିବା କଣ୍ଠ ଶିଳ୍ପୀ ଉମାକାନ୍ତ ବାରିକ ଓ ବିଶ୍ୱ ବନ୍ଦିତା ପୁରୋହିତଙ୍କ ଖୁବସୁରତ ସମ୍ବଲପୁରୀ ଗୀତ ଏବେ ସୁଶାନ୍ତ ୟୁଟୁବ ଚେନାଲରେ ଭାଇରାଲ ହେବାରେ ଲାଗିଥିବା ବେଳେ ଏହି ସମ୍ବଲପୁରି ଗୀତ ମନ ଛୁଆ ମଧ୍ୟ ହୋଇଛି । ଗୀତକୁ
Read More...

ଗ୍ରାମାଞ୍ଚଳରେ କୋରନା ମହାମାରୀକୁ କମାଇବା ପାଇଁ ମାଷ୍ଟର ପ୍ଲାନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଳ ବ୍ଲକର ଗ୍ରାମାଞ୍ଚଳରେ କୋରନା ମହାମାରୀ ଦୃତଗତିରେ ବଢୁଥିବାରୁ ଏହାକୁ କମାଇବା ପାଇଁ ବ୍ଲକ୍ ସଭାଗୃହରେ ମାଷ୍ଟର ପ୍ଲାନ ପ୍ରସ୍ତୁତ କରାଯାଇଛି । ବରଗଡ ଜିଲ୍ଲାପରିଷଦ ଅଧ୍ୟକ୍ଷା ମୁକ୍ତା ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକ ପାଇକମାଳ ବିଡିଓ
Read More...

ବିଜେପି କୃଷକ ମୋର୍ଚ୍ଚା ପକ୍ଷରୁ ପାଇକମାଲରେ “ସେବା ହିଁ ସଂଗଠନ’ ଓ ମୋ ବୁଥ କରୋନା ମୁକ୍ତ କାର୍ଯ୍ୟକ୍ରମ…

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ଦିଲ୍ଲୀରୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଅପରାହ୍ନ ୪ ଘଣ୍ଟା ସମୟରେ ବିଜେପି କୃଷକ ମୋର୍ଚ୍ଚା ଦ୍ୱାରା ଦେଶରେ ଆରମ୍ଭ କରାଯାଉଥିବା ସେବା ହିଁ ସଂଗଠନ ଓ ମୋ ବୁଥ କରୋନା ମୁକ୍ତ ଅଭିଯାନକୁ ଏକ ଭରଚୁଏଲ ସଭା ଜରିଆରେ ଉଦଘାଟନ କରିଥିଲେ ।
Read More...