Monthly Archives

May 2021

ଗତ ୨୪ ଘଂଟାରେ ରାଜ୍ୟରେ ୭୨୧୬ ନୂଆ ଆକ୍ରାନ୍ତ ଚିହ୍ନଟ, କଟକରୁ ୧୦୯୧

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୭୨୧୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୧,୦୨,୦୭୨ରେ ରହିଛି । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୪୦୪୧ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୩୧୭୫ ଜଣ ଆଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ
Read More...

ବେକରେ ରସି ଲଗାଇ ଆତ୍ମହତ୍ୟା

ବୌଦ୍ଧ, (ବଂଶୀଧର ମାଝୀ) : ମନମୁଣ୍ଡା ଥାନା ଅନ୍ତର୍ଗତ ଝିଙ୍କରପାଲି ଗ୍ରାମରେ ଜନୈକ ଯୁବକ ବେକରେ ଦଉଡି ଦେଇ ଆତ୍ମହତ୍ୟା କରିଥିବା ଆଜି ମନମୁଣ୍ଡା ଥାନାରେ ଅଭିଯୋଗ ହୋଇଛି । ପୁଲିସ ସୂଚନା ଅନୁସାରେ ଗତକାଲି ରାତିରେ ଝିଙ୍କରପାଲି ଗ୍ରାମର ରଙ୍କ ପୁଟେଲ(୫୦) ଆର୍ଥିକ ସମସ୍ୟା ଯୋଗୁଁ
Read More...

ସାମୁଦ୍ରିକ ଝଡ ୟାସ୍ ଯୋଗୁଁ ଇସ୍ପାତ କିମ୍ବା ଅମ୍ଳଜାନ ଉତ୍ପାଦନ ବାଧାପ୍ରାପ୍ତ ହୋଇନାହିଁ

ନୂଆଦିଲ୍ଲୀ, (ପିଆଇବି) : ସାମୁଦ୍ରିକ ଝଡ ୟାସର ସମ୍ଭାବ୍ୟ ପ୍ରଭାବକୁ ଦୃଷ୍ଟିରେ ରଖି ଗତ ୨୩ ତାରିଖ ଦିନ ଶିଳ୍ପ ଏବଂ ଆଭ୍ୟନ୍ତରୀଣ ବାଣିଜ୍ୟ ଉନ୍ନୟନ ବିଭାଗ ଓ ଇସ୍ପାତ ମନ୍ତ୍ରଣାଳୟ ଅଧୀନରେ ଥିବା ଇସ୍ପାତ ଉତ୍ପାଦନକାରୀ ପ୍ରତିଷ୍ଠାନଗୁଡିକ ସହିତ ମନ୍ତ୍ରଣାଳୟର ଏକ ସମ୍ମିଳନୀ ଅନୁଷ୍ଠିତ
Read More...

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହେରଫେର ଅଭିଯୋଗ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକ ଅନ୍ତର୍ଗତ ଚିଖିଲି ଗ୍ରାମ ପଂଚାୟତରେ ଦେଖିବାକୁ ମିଳିଛି ଲାଳସାଗ୍ରସ୍ତ କର୍ମଚାରୀମାନଙ୍କର ଦୁର୍ନୀତିପୂର୍ଣ୍ଣ କାର୍ଯ୍ୟ । ଚିଖିଲି ଗ୍ରାମ ପଂଚାୟତର ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଆର୍ଥିକ ବର୍ଷ ୨୦୧୯ -
Read More...

ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳଗୁଡିକରେ ୨୨ କୋଟିରୁ ଅଧିକ ଟିକା ଡୋଜ ପ୍ରଦାନ

ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳଗୁଡିକରେ ୧.୮୪ କୋଟି ଡୋଜ ଉପଲବ୍ଧ ଅଛି ନୂଆଦିଲ୍ଲୀ, (ପିଆଇବି) : ଦେଶବ୍ୟାପି ଟିକାକରଣ ଅଭିଯାନ ଅନ୍ତର୍ଗତ ଭାରତ ସରକାର ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ବିନା ମୂଲ୍ୟରେ କୋଭିଡ ଟିକା ଯୋଗାଇ ଦେଉଛନ୍ତି । ଏହାସହିତ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ
Read More...

କୋଭିଡ-୧୯ ଯୋଗୁଁ ପ୍ରାଣ ହରାଇଥିବା ୬୭ଜଣ ସାମ୍ବାଦିକଙ୍କ ପରିବାରକୁ କେନ୍ଦ୍ରର ଆର୍ଥିକ ସହାୟତା ଅନୁମୋଦନ

ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ସାମ୍ବାଦିକ କଲ୍ୟାଣ ଯୋଜନାରେ ପ୍ରତ୍ୟେକ ପରିବାର ପାଇବେ ୫ ଲକ୍ଷ ଟଙ୍କାପ୍ରତି ସପ୍ତାହରେ ବସିବ ସାମ୍ବାଦିକ କଲ୍ୟାଣ ଯୋଜନା ବୈଠକ ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକରଙ୍କ ତତ୍ତ୍ଵାବଧାନରେ ମନ୍ତ୍ରଣାଳୟ ନିଜ
Read More...

ଆର୍‌ଏସ୍‌ଏସ୍‌ର ସେବା ଭାରତୀ ତରଫରୁ ନିଃଶୁଳ୍କ ଅମ୍ଳଜାନ ବ୍ୟାଙ୍କ ଉଦଘାଟିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଆର୍‌ଏସ୍‌ଏସ୍‌ (ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ)ର ସେବା ଭାରତୀ ତରଫରୁ ନିଃଶୁଳ୍କ ଅମ୍ଳଜାନ ବ୍ୟାଙ୍କ ଉଦଘାଟିତ ହୋଇଯାଇଛି । ବଲାଙ୍ଗିର ଉପ ଜିଲ୍ଲାପାଳ ଲମ୍ବୋଦର ଧରୁଆଙ୍କ କରକମଳରେ ମାଁ ଭାରତୀଙ୍କ ଠାରେ ଦୀପ ପ୍ରଜ୍ୱଳନ କରାଯାଇ ଏହି ସମାରୋହ ଉଦଘାଟିତ
Read More...

କେନ୍ଦୁଘାଟି ନିକଟରେ ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ଥାନା ଅନ୍ତର୍ଗଦତ କେନ୍ଦୁଘାଟି ନିକଟରେ ଏକ ବାଇକ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ହେଇଥିବା ଜଣାଯାଇଛି । ଗତକାଲି ରାତିରେ ଚନ୍ଦନପିଣ୍ଡା ଗ୍ରାମର ସୁରେଶ ମହାପାତ୍ର କେନ୍ଦୁଘାଟିଠାରୁ ନିଜ ଘରକୁ ଫେରୁଥିବା ବେଳେ କେନ୍ଦୁଘାଟି
Read More...

ପ୍ରେସ ଲେଖାଥିବା ଗାଡ଼ିରେ ଗଞ୍ଜେଇ ଚୋରାଚାଲାଣ : ଗାଡି ଡ୍ରାଇଭର ଥାନାରୁ ଛୁ

ବୌଦ୍ଧ, (ମମତା ମହାକୁର) : ବୌଦ୍ଧ ଜିଲ୍ଲା କଣ୍ଟାମାଲ ଥାନା ବସଷ୍ଟାଣ୍ଡ ଛକଠାରେ ଏକ ଟୟୋଟା ଗାଡି ଓଆର୍‌୦୨ ଏ୨୬୪୩ ପ୍ରେସଲେଖା ଥିବା ଗାଡ଼ିରେ ଜରି ପକେଟ କେ ୨୦ ପକେଟ ଆନୁମାନିକ ୪୦ କେଜି ଗଞ୍ଜେଇ ଭର୍ତିଗାଡିକୁ କଣ୍ଟାମାଲ ପୋଲିସ ସଂନେ୍‌ନ୍ଦହକରି ଗାଡ଼ିକୁ ଧରିଥିଲା । ଗାଡ଼ିରେ ଜଣେ ମାତ୍ର
Read More...

ଆସନ୍ତା କାଲି ସକାଳ ୭ଟାରୁ ପୂର୍ବାହ୍ନ ୧୧ ଟା ଯାଏଁ ବିଦ୍ୟୁତ ସରବରାହ ବନ୍ଦ ରହିବ : ବିଭାଗୀୟ ସୂଚନା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆସନ୍ତା କାଲି ସକାଳ ୭ ଘଣ୍ଟା ଠାରୁ ପୂର୍ବାହ୍ନ ୧୧ ପର୍ୟ୍ୟନ୍ତ ବିଦ୍ୟୁତ ସରବରାହ ବନ୍ଦ ରହିବ ବୋଲି ସଂପୃକ୍ତ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏଥି ଯୋଗୁଁ ଗାନ୍ଧିନଗରପଡା, ଜୁହ୍ନାଡ଼ିହି, ସମ୍ବଲପୁର ରୋଡ଼, ରାଧାରାଣୀପଡ଼ା, ଖଦାଲପଡ଼ା, କ୍ଲବପଡ଼ା,
Read More...