ଅକ୍ସିଜେନ୍ ଅଭାବ ହେତୁ ଜଣେ ଡାକ୍ତରଙ୍କ ସମେତ ଦିଲ୍ଲୀର ବତ୍ରା ହସ୍ପିଟାଲରେ ୧୨ ଜଣଙ୍କ ମୃତ୍ୟୁ
ନୂଆଦିଲ୍ଲୀ : ରାଜଧାନୀର ବତ୍ରା ହସ୍ପିଟାଲରେ ଗ୍ୟାଷ୍ଟ୍ରୋ ଏଣ୍ଟ୍ରୋଲୋଜି ବିଭାଗର ମୁଖ୍ୟଙ୍କ ସମେତ ୧୨ ଜଣ କରୋନା ସଂକ୍ରମିତ ରୋଗୀଙ୍କର ଅକ୍ସିଜେନ୍ ଅଭାବ ହେତୁ ଶନିବାର ମୃତ୍ୟୁ ଘଟିଛି । ବତ୍ରା ହସ୍ପିଟାଲର ଚେୟାରମ୍ୟାନ୍ ଡକ୍ଟର ଏସ୍.ଏଲ୍. ଗୁପ୍ତା ଏହି ସୂଚନା ଦେଇଛନ୍ତି ।
ଅନ୍ୟ!-->!-->!-->…
Read More...
Read More...