ପଞ୍ଜାବକୁ ୭ ୱିକେଟରେ ହରାଇଲା ଦିଲ୍ଲୀ
ଅହମଦାବାଦ : ସ୍ଥାନୀୟ ନରେନ୍ଦ୍ର ମୋଦୀ ଷ୍ଟାଡିୟମଠାରେ ଚାଲିଥିବା ଆଇପିଏଲ ୨୦୨୧ର ୨୯ତମ ମ୍ୟାଚରେ ଦିଲ୍ଲୀ ପଂଜାବକୁ ୭ ଓ୍ବିକେଟରେ ହରାଇଦେଇଛି । ଦିଲ୍ଲୀ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ପଂଜାବ ୧୬୭ ରନର ବିଜୟ ଲକ୍ଷ୍ୟ ରଖିଥିଲା । ଦଳ!-->…
Read More...
Read More...