Monthly Archives

May 2021

ରବି ଧାନ କିଣା ବିକାରେ ବ୍ୟାପକ ଅବ୍ୟବସ୍ଥା, ଧାନ ବିକ୍ରି ପାଇଁ ତୁରନ୍ତ ମୁଖ୍ୟମନ୍ତ୍ରୀ ସମୀକ୍ଷ ବୈଠକ ଡାକନ୍ତୁ :…

ପଦ୍ମପୁର, (ନିରୋଜ କୁମାର ପାଣୀ) : ମେ ୫ ତାରିଖରୁ ରବି ଧାନ କ୍ରୟ ପାଇଁ ରାଜ୍ୟରେ ମଣ୍ତି ବ୍ୟବସ୍ଥା ଚାଲୁ ହୋଇଥିବା ବେଳେ ଧାନ କିଣା ବିକା ଆରମ୍ଭରୁ ବ୍ୟାପକ ଅବ୍ୟବସ୍ଥା ଦେଖା ଦେଇଛି । ଅନ୍ୟ ଉପାୟ ନ ପାଇ ଖୋଲା ବଜାରରେ ଏବେ ୧ ହଜାର ଟଙ୍କାରେ ଚାଷୀ ଧାନ ବିକ୍ରି କରିବା ପାଇଁ ବାଧ୍ୟ ହେଉଛି
Read More...

ସୀତାରାମ ଫାଉଣ୍ଡେସନର ପ୍ରଶଂସନୀୟ ପଦକ୍ଷେପ

ବଲାଙ୍ଗିର, (କେପିଏନ୍‌ଏସ୍‌) : କରୋନାର ଦ୍ୱିତୀୟ ଲହରି ସମଗ୍ର ଦେଶକୁ ଏକ ପ୍ରକାର କବଳିତ କରି ରଖିଛି । ଦିନକୁ ଦିନ ସମଗ୍ର ଦେଶ ଓ ରାଜ୍ୟରେ ସ୍ଥିତି ସଂଗୀନ ହେଉଥିବା ବେଳେ ବଲାଙ୍ଗିର ଜିଲ୍ଲାରେ ମଧ୍ୟ ଏହାର ପ୍ରଭାବ ପଡିଛି । ତେବେ ଏଥିପାଇଁ ସରକାରଙ୍କ ପକ୍ଷରୁ ସଟଡ଼ାଉନ୍‌ ଏବଂ ଲକ୍‌
Read More...

ଫେସବୁକରେ ନକଲି ଆକାଉଣ୍ଟ ଖୋଲି ଟଙ୍କା ମାଗୁଥିବା ଅଭିଯୋଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : କେଶରୀୟା ହିନ୍ଦୁ ବାହିନୀର ରାଜ୍ୟ ସଭାପତି ସନ୍ତୋଷ ଭୋଳଙ୍କ ନାମରେ କେହି ଜଣେ ଫେସବୁକରେ ନକଲି ଆକାଉଣ୍ଟ ଖୋଲି ଟଙ୍କା ମାଗୁଥିବା ନେଇ ବଲାଙ୍ଗିର ଟାଉନ ଥାନରେ ଅଭିଯୋଗ କରିଛନ୍ତି ଶ୍ରୀ ଭୋଳ । ଶ୍ରୀ ଭୋଳ କହିଛନ୍ତି ଯେ ଆପଣ ମାନଙ୍କୁ ଅନୁରୋଧ ଆପଣ ମାନେ କେହି
Read More...

ବଲାଙ୍ଗିର ପୋଲିସର ବଡ ସଫଳତା : ଆଇଚର୍ ଗାଡି ସମେତ ୧୪୪୦୦ ବୋତଲ କଫ୍ ସିରପ୍‌ ଜବତ, ୨ ଗିରଫ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜିଲ୍ଲାରେ କଫ୍ ସିରପ୍‌ କାରବାର ବଢି ଚାଲୁଥିବା ବେଳେ ଆଜି ବଲାଙ୍ଗିର ପୋଲିସ ହାତରେ ଏକ ବଡ ସଫଳତା ଲାଗିିଛି । କଫ୍ ସିରପ୍‌ ଚୋରା ଚାଲାଣ ଖବର ପାଇ ତୁରେକେଲା ପୋଲିସ ଗାଡି ସମେତ ୧୪୪୦୦ ବୋତଲ ଏସ୍‌କଫ୍ ସିରପ୍‌ ଜବତ କରିବା ସହ ଦୁଇ ଜଣଙ୍କୁ ଗିରଫ କରିଥିବା
Read More...

କବିତା : ପୁରୁଷାର୍ଥ

ପୁରୁଷୋତ୍ତମ ମିଶ୍ର ଏ ଆକାଶ ମୋରଦୂର ଦିଗନ୍ତରୁ କ୍ଷେପି ଆସୁଥିବାତମର ମହକପବନରେ ଦୋହଲି ଦୋହଲିଉଡ଼ି ଆସୁଥିବାଏକଇ ପରର ପୁରୁଷାର୍ଥ ମୋର । ମୋ ପୁରୁଷାକାରର କେନ୍ଦ୍ରରେମାଦଲ ମଉଚ୍ଛବରେ ମାତାଲ୍ଦଳେ ଆଦିବାସୀ ତରୁଣୀରଗୁଳ୍ମନୃତ୍ୟ ,ପାକଳ ଜହ୍ନରାତିର ବୃତ୍ତରେ ମୁଁ । ଚଉପାଖରେ
Read More...

କୋଭିଡକୁ ଏଡାଇବା ପାଇଁ ଜଣେ ବ୍ୟକ୍ତି ବିଷାକ୍ତ ସାପକୁ ଖାଇବା ପରେ ଗିରଫ ହୋଇ ୭ ହଜାର ଟଙ୍କା ଜରିମାନା ଦେଲେ

ଚେନ୍ନାଇ : ତାମିଲନାଡୁରେ ସାପ ଖାଇବା ଅଭିଯୋଗରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି ଏବଂ ତାଙ୍କୁ ୭ ହଜାର ଟଙ୍କା ଜରିମାନା ମଧ୍ୟ କରାଯାଇଛି । ସପ୍ତାହେ ପୂର୍ବରୁ, ସୋସିଆଲ ମିଡିଆରେ ୫୦ ବର୍ଷ ବୟସ୍କ ଭାଡିଭେଲ ବିଷାକ୍ତ ସାପ ଖାଇବାର ଦୃଶ୍ୟ ଦେଖିବାକୁ ମିଳିଥିଲା । ଗଣମାଧ୍ୟମ ଅନୁଯାୟୀ,
Read More...

ବଡ଼ ଭାଇ ଛୁରା ଭୁସି ହତ୍ୟାକଲା ସାନ ଭାଇକୁ : ଅଂଚଳରେ ଚାଂଚଲ୍ୟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଡ଼ ଭାଇ ଛୁରା ଭୁସି ସାନ ଭାଇକୁ ହତ୍ୟା କରିବା ଭଳି ଏକ ଚାଂଚଲ୍ୟକର ଖବର ଆସିଛି । ସୂଚନା ଅନୁସାରେ ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ଆଟଗାଁରେ ଘଟିଛି ଏଭଳି ଘଟଣା । ଗାଁର ନିବାସୀ ସନ୍ତୋଷ କୁଅଁରଙ୍କ ବଡ଼ ପୁଅ ସୁବ୍ରତ କୁଅଁର ସାନ ପୁଅ ତେଜରାଜ କୁଅଁରଙ୍କୁ ଛୁରି
Read More...

ବରିଷ୍ଠ ସାମ୍ବାଦିକ ତଥା ସ୍ତମ୍ଭ ଲେଖକ ବସନ୍ତ ଦାସଙ୍କ ପରଲୋକ : ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ବରିଷ୍ଠ ସାମ୍ବାଦିକ ତଥା ସ୍ତମ୍ଭ ଲେଖକ ବସନ୍ତ ଦାସ(୮୧)ଙ୍କ ଦେହାନ୍ତ ହୋଇଯାଇଛି । କୋଭିଡ଼ ଦ୍ୱାରା ଆକ୍ରାନ୍ତ ହେବା ପରେ ସେ ଭୁବନେଶ୍ୱର କିମ୍‌ସ୍‌ ହସ୍‌ପିଟାଲ୍‌ରେ ଚିକିତ୍ସାଧୀନ ଥିଲେ । ଜଣେ ବରିଷ୍ଠ ସାମ୍ବାଦିକ ତଥା ସୁଲେଖକ ଭାବରେ ସେ ବିଶେଷ ସୁନାମ
Read More...

ବରିଷ୍ଠ ଆଇନଜୀବୀ ଶ୍ରୀକାନ୍ତ ପଟ୍ଟନାୟକଙ୍କ ଦେହାନ୍ତ : ବଲାଙ୍ଗିର ବାର୍‌ ଏସୋସିଏସନ୍‌ ପକ୍ଷରୁ ଶୋକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ରେଲୱେ ଷ୍ଟେସନ ରୋଡ଼୍‌ ନିବାସୀ ବରିଷ୍ଠ ଆଇନଜୀବୀ ଶ୍ରୀକାନ୍ତ ପଟ୍ଟନାୟକଙ୍କ ଦେହାନ୍ତ ହୋଇଯାଇଥିବା ସୂଚନା ମିଳିଛି । କିଛି ଦିନ ହେଲା ସେ ପ୍ରୋଷ୍ଟେଡ୍‌ କ୍ୟାନ୍‌ସର୍‌ ରୋଗରେ ପୀଡ଼ିତ ଥିଲେ । ଆଜି ସକାଳ ୮ଟା ସମୟରେ ତାଙ୍କ ପରଲୋକ ହୋଇଥିବା
Read More...

କର୍ମଜୀବୀ ସାମ୍ବାଦିକଙ୍କୁ ଆର୍ଥିକ ସହାୟତା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ୭ ଜଣ କର୍ମଜୀବୀ ସାମ୍ବାଦିକଙ୍କୁ ଅନୁକମ୍ପା ରାଶି ଓ ଆର୍ଥିକ ସହାୟତା ବାବଦକୁ ୫୫ ଲକ୍ଷ ୫୦ ହଜାର ଟଙ୍କା ପ୍ରଦାନ କରାଯାଇଛି। କରୋନା ୨ୟ ଲହରରେ ମୃତ ସାମ୍ବାଦିକଙ୍କ ତଥ୍ୟ ସଂଗ୍ରହ ପ୍ରକ୍ରିୟା ତ୍ବରାନ୍ବିତ କରିବା ପାଇଁ
Read More...