Monthly Archives

May 2021

ଆଇନଜୀବୀ ଜଗନ୍ନାଥଙ୍କ ଅକାଳ ବିୟୋଗ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁ ନ୍ତଳା ବ୍ଳକ ଧରପଗଡ଼ ଗ୍ରାମର ଯୁବ ଆଇନଜୀବୀ ଜଗନ୍ନାଥ ମହାନନ୍ଦ(୩୫) କଟକ ଡାକ୍ତରଖାନାରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ଅକାଳ ବିୟୋଗ ଘଟିଛି । ତାଙ୍କ ମୃତ୍ୟୁ ଖବର ପ୍ରସାରିତ ହେବା ପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ସେ
Read More...

ନାଟ୍ୟ ଜଗତର ପ୍ରତିଭାବାନ ପୁରୁଷ ଡ.ପଞ୍ଚାନନ ମିଶ୍ର ଆଉ ନାହାନ୍ତି

ସମ୍ବଲପୁର, (କେପିଏନ୍‌ଏସ୍‌) : ନାଟ୍ୟ ଜଗତର ପ୍ରତିଭାବାନ ପୁରୁଷ ଡ.ପଞ୍ଚାନନ ମିଶ୍ର ଆଉ ନାହାନ୍ତି । କରୋନା ସ୍ରଂକମିତ ହେବା ପରେ ସେ ବୁର୍ଲା ମେଡ଼ିକାଲରେ ଚିକିତ୍ସାଧୀନ ରହିଥିବା ବେଳେ ଗତ ରାତିରେ ତାଙ୍କ ଦେହାନ୍ତ ହୋଇଥିବା ସୂଚନା ମିଳିଛି । ଆମ ଭାଷାର ନାଟକକୁ ଜାତୀୟ ସ୍ତରରେ ପରିଚିତ
Read More...

କୋଭିଡ଼ ସଂକ୍ରମଣରେ ସିଆର୍‌ପିଏଫ୍‌ ଡିଆଇଜି ସୁନୀଲ କୁମାର ପାର୍ଥଙ୍କ ପରଲୋକ

ଭୁବନେଶ୍ୱର : ସିଆରପିଏଫ୍ ଡିଆଇଜି ସୁନୀଲ କୁମାର ପାର୍ଥ(୫୪)ଙ୍କ ପରଲୋକ ହୋଇଛି । କରୋନାରେ ଚିକିତ୍ସାଧୀନ ଥିବା ଅବସ୍ଥାରେ ଏକ ହସ୍ପିଟାଲରେ ତାଙ୍କର ଆଜି ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଭୁବନେଶ୍ୱର ସିଆରପିଏଫରେ ଏହା ପ୍ରଥମ କରୋନା ମୃତ୍ୟୁ ବୋଲି କୁହାଯାଇଛି । ସ୍ୱର୍ଗତ ସୁନୀଲ ପାର୍ଥ
Read More...

ଡ଼. ଆଶୀର୍ବାଦ ଶତପଥିଙ୍କ କରୋନା ସଂକ୍ରାନ୍ତୀୟ ମତ : ନାରୀ ଶକ୍ତି ସଂଗଠନ ତରଫରୁ ଶୁଭେଚ୍ଛା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଭୀମ ଭୋଇ ମେଡିକାଲ ଓ କଲେଜର ମାନସିକ ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ଡ଼. ଆଶୀର୍ବାଦ ଶତପଥି ମତ ଦେଇଛନ୍ତି ଯେ, ବର୍ତ୍ତମାନ ସମୟରେ ସମସ୍ତଙ୍କ ଚିନ୍ତାରେ କେବଳ କରୋନା ରହିଛି । ବର୍ତମାନ ସମସ୍ତେ ବୁଝିବା ଆବଶ୍ୟକ ଯେ, ମାନସିକ ସ୍ଥିତି ଦୃଢ଼ ରହିବା ନିହାତି
Read More...

ବୁର୍ଲା କୋଭିଡ ହସ୍ପିଟାଲରେ ବୌଦ୍ଧ ଜେଲ ଅନ୍ତବାସୀଙ୍କ ମୃତ୍ୟୁ : ଚିକିତ୍ସାରେ ଅବହେଳା ଅଭିଯୋଗ କରି ବୌଦ୍ଧ ଜେଲରେ…

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ସ୍ଥିତ ଲାଣ୍ଡିବନ୍ଧଠାରେ ଥିବା ସ୍ୱତନ୍ତ୍ର ଉପକାରାଗାରର କରୋନା ସଂକ୍ରମିତ ବିଚାରାଧିନ ବନ୍ଦୀ ଚିକିତ୍ସା ଧିନ ଅବସ୍ଥାରେ ବୁର୍ଲା କୋଭିଡ ଚିକିତ୍ସାଳୟରେ ବୁଧବାର ମୃତ୍ୟୁ ହୋଇଥିଲା । ଏହି ଖବର ପାଇବା ପରେ ଚିକିତ୍ସା ଅବହେଳାରୁ
Read More...

ବିଶ୍ୱାସ ନ ହେଲେ ବି ସତ : ପୋଡା ମୋବିଲ୍‌ ଭଳି ଦେଖାଯାଉଛି ପିଏଚ୍‌ଡ଼ି ପାଣି

ଆଗଲପୁର, (କେପିଏନ୍‌ଏସ୍‌) : କିଏ କହୁଛି କାଢା ତ, କିଏ କହୁଛି ପୋଡା ମୋବିଲ, ତ ଆଉ କିଏ କହୁଛି ଡ୍ରେନ୍ ପାଣି । ହେଲେ କେହି ବି ବିଶ୍ୱାସ କରୁନାହାନ୍ତି ଏହା ବିଶୁଦ୍ଧ ପିଇବା ପାଣି ବୋଲି । ଚାରିଦିନ ହେବ ଏମିତି ପାଣି ଯୋଗାଣ ହେଉଛି ସାଲେଭଟା ପିଏଚଡି ପମ୍ପ ହାଉସରୁ । ନିଦାବିଷ୍ଣୁ ପଂଚାୟତ
Read More...

ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ସର୍ବାଧିକ ୪,୧୨,୨୬୨ ନୂତନ ରୋଗୀ ଚିହ୍ନଟ : ୩୯୮୦ଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ଦେଶରେ କରୋନା ଭାଇରସ୍ ହଇଚଇ ସୃଷ୍ଟି କରିଛି । ୬ ମଇ ୨୦୨୧ ଗୁରୁବାର ଦିନ ଦେଶରେ ସର୍ବାଧିକ ସଂଖ୍ୟକ ରୋଗୀ ଚିହ୍ନଟ ହୋଇଛନ୍ତି । ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୪,୧୨,୨୬୨ ନୂତନ ମାମଲା ରହିଛି ଏବଂ ଏହି ସମୟ ମଧ୍ୟରେ ୩୯୮୦ ମୃତ୍ୟୁ ଘଟିଛି । ଦେଖିବାକୁ ଗଲେ ୨୪ ଘଣ୍ଟା ମଧ୍ୟରେ
Read More...

ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ରାଷ୍ଟ୍ରୀୟ ଲୋକ ଦଳର ମୁଖ୍ୟ ଚୌଧୁରୀ ଅଜିତ ସିଂଙ୍କ ପରଲୋକ

ନୂଆଦିଲ୍ଲୀ : ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ରାଷ୍ଟ୍ରୀୟ ଲୋକ ଦଳର ମୁଖ୍ୟ ଚୌଧୁରୀ ଅଜିତ ସିଂଙ୍କର ୮୨ ବର୍ଷ ବୟସରେ ଦେହାନ୍ତ ହୋଇଯାଇଥିବା ଖବର ମିଳିଛି । ଅଜିତ ସିଂ ଗୁରୁଗ୍ରାମର ଏକ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ ଏବଂ ଚିକିତ୍ସା ଚାଲିଥିବା ବେଳେ ଗୁରୁବାର ତାଙ୍କର ମୃତ୍ୟୁ ଘଟିଛି ।
Read More...

ସ୍ତ୍ରୀର ମୁଣ୍ଡକୁ ପଥରରେ ଛେଚି ସ୍ୱାମୀ ଗିରଫ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଜି.ଉଦୟଗିରି ଥାନା ବାଡେନାଜୁ ଗ୍ରାମର ପ୍ରଭାସିନି ସାହୁ (୨୧)୨୦୧୮ ମସିହାରେ କଳିଙ୍ଗା ଡିଏଭି ଗ୍ରାମର କେଶବ ଚନ୍ଦ୍ର ସାହୁ(୨୮) ବର୍ଷଙ୍କୁ ବିବାହ କରିଥିଲେ । ବିବାହର କିଛି ଦିନ ସଂସାର
Read More...