Daily Archives

କରୋନା ପ୍ରଭାବିତ ୩୦ ବର୍ଷର ଦିବ୍ୟାଙ୍ଗଙ୍କ ଶବ ସତ୍କାର କଲେ ବିଜେପି ନେତା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ଗ୍ରାମର କରୋନା ପ୍ରଭାବିତ ଜଣେ ୩୦ ବର୍ଷିୟ ଦିବ୍ୟାଙ୍ଗ ରମେଶ ଦିକ୍ଷିତଙ୍କ ଅନ୍ତିମ ସଂସ୍କାର କଲେ ବିଜେପି ନେତା । ପାଇକମାଲ ଗ୍ରାମର ଶ୍ରୀ ବିଜୟ ଦିକ୍ଷିତଙ୍କ ୩୦ ବର୍ଷିୟ ଏକ ଦିବ୍ୟାଙ୍ଗ ପୁଅ ରମେଶ ଦିକ୍ଷିତ କରୋନାରେ ଆକ୍ରାନ୍ତ ହୋଇ ଦୀର୍ଘଦିନ
Read More...

ରମ୍ଭା ବାଳିକା ଉଚ୍ଚ ବିଦ୍ୟାଳୟର ଉନ୍ନତି କଳ୍ପେ ଭର୍ଚୁୁଆଲ୍‌ ମିଟ୍

ବ୍ରହ୍ମପୁର, (କେ.ସତ୍ୟନାରାୟଣରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ରମ୍ଭା ଉଚ୍ଚ ବାଳିକା ବିଦ୍ୟାଳୟର ବହୁବିଧ ଉନ୍ନତି କଳ୍ପେ ଏକ ଭର୍ଚୁୁଆଲ୍‌ ମିଟ୍ ଅନୁଷ୍ଠିତ ହୋଯାଇଛି । ଏହି ବିଦ୍ୟାଳୟକୁ ମୋ-ପୋଷ୍ୟ ବିଦ୍ୟାଳୟ ଭାବେ ଗ୍ରହଣ କରିଥିବା ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା ବିଭିନ୍ନ ଦିଗଉପରେ
Read More...

ଲକ୍ ଡାଉନ୍‌ରେ ଫସି ରହିଥିବା ବୃଦ୍ଧଙ୍କୁ ଉଦ୍ଧାର କଲା ଆଗଲପୁର ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପାଇକମାଳ ନିକଟସ୍ଥ ଜର୍ଜଗଡ ଗ୍ରାମର ୬୦ ବର୍ଷ ବୟସର ବସନ୍ତ ଭୋଇ ନାମକ ଏକ ବ୍ୟକ୍ତି ବିଭିନ୍ନ ଅଞ୍ଚଳକୁ ଯାଇ ଚେରମୂଳି ଔଷଧ ବିକ୍ରି କରନ୍ତି । ଲକ୍ ଡାଉନ୍ ପୂର୍ବରୁ ସେ ଘରୁ ବାହାରି ବିଭିନ୍ନ ଅଞ୍ଚଳ ବୁଲା ବୁଲି କରି ରହିଥିଲେ କିନ୍ତୁ ଲକ୍
Read More...

କୋଭିଡ ସଂକ୍ରମଣ ଦୃଷ୍ଟିରୁ ରାଜ୍ୟରେ ବଢ଼ିଲା ଲକ ଡାଉନ ଅବଧି : ଆସନ୍ତା ୧୭ ତାରିଖ ଯାଏଁ ଲକଡାଉନ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : କୋଭିଡ ସଂକ୍ରମଣ ଦୃଷ୍ଟିରୁ ରାଜ୍ୟରେ ବଢ଼ିଲା ଲକ ଡାଉନ ସମୟ ଅବଧି । ଆସନ୍ତା ୧୭ ତାରିଖ ଯାଏଁ ଲକଡାଉନ ବଢ଼ିଥିବା ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି । ପୂର୍ବରୁ ଯେଉଁ ନିୟମ ଥିଲା ସେହି ଭଳି ଚାଲିବ ଲକ୍‌ ଡାଉନ । ଶନିବାର ଓ ରବିବାର ଉଇକେଣ୍ଡ୍‌ ସଟ ଡାଉନ
Read More...

ପାଣି ଆଣିବା ବେଳେ ଗଭୀର କୂଅରେ ଯୁବତୀ ଖସି ପଡିଲେ : ଅଗ୍ନିଶମ ବାହିନୀ ଓ ସ୍ୱେଚ୍ଛାସେବୀଙ୍କ ଉଦ୍ୟମ ଯୋଗୁଁ ଯୁବତୀ…

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଟିକାବାଲି ବ୍ଳକର କଟିମାହା ପଞ୍ଚାୟତରେ ଘଟିଛି ଏକ ଅଭାବନିୟ ଘଟଣା । ଘଟଣା ପ୍ରକାରେ ଏକ ନିଶ୍ଚିତ ମୃତ୍ୟୁ ମୁଖରେ ଜଣେ ଯୁବତୀ ଜୀବନ ଫେରିପାଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ କଟିମାହା
Read More...

ଜୁନିୟର ରେଡକ୍ରସର ହରିଶଙ୍କରଠାରେ ଜୀବେଦୟା କାର୍ଯ୍ୟକ୍ରମ

କଣ୍ଟାବାଞ୍ଜି, (କୈଲାଶ ସଗ୍ରିଆ) : କରୋନାର ଦ୍ୱିତୀୟ ଲହରୀ ଯୋଗୁଁ ତାଲାବନ୍ଦ ସମୟରେ ମଣିଷ ସମେତ ଜୀବଜନ୍ତୁ ମଧ୍ୟ ଖାଇବାକୁ ନପାଇ ଭୋକଉପାସରେ ରହିବାର ଦୃଶ୍ୟ ବିଭିନ୍ନ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ହରିଶଙ୍କରଠାରେ ମାଙ୍କଡମାନେ ମଧ୍ୟ ଖାଇବାକୁ ପାଉନଥିବାର ସୋସିଆଲ ମିଡିଆରେ ଜାଣିବା
Read More...

ଆସାମରେ ପୁଣି ଭୂକମ୍ପ : ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୪.୧

ଆସାମ : ଆସାମରେ ପୁଣିଥରେ ରବିବାର ଦିନ ସୋନିତପୁରରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ନ୍ୟାସନାଲ ସେଣ୍ଟର ଫର ସିସମୋଲୋଜି ଅନୁଯାୟୀ, ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୪.୧ ବୋଲି ଜଣାପଡିଛି । ଭୂକମ୍ପ କେନ୍ଦ୍ର ତେଜପୁରଠାରୁ ୪୦ କିଲୋମିଟର ପଶ୍ଚିମରେ ଥିଲା । ଭାରତୀୟ ସମୟ ଅନୁସାରେ ଦିନ
Read More...

ଆଉ ନାହାନ୍ତି ବର୍ଷୀୟାନ ପାଲା ଗାୟକ ସମ୍ରାଟ୍ ପ୍ରହ୍ଲାଦ ସାହୁ

ଖୋର୍ଦ୍ଧା : ବର୍ଷୀୟାନ ପାଲା ଗାୟକ ସମ୍ରାଟ୍ ପ୍ରହ୍ଲାଦ ସାହୁ ଆଉ ନାହାନ୍ତି । ଆଜି ଖୋର୍ଦ୍ଧା ସାରୁଅ ସ୍ଥିତ ବାସଭବନରେ ତାଙ୍କର ଦେହାନ୍ତ ହୋଇଛି । ଗତ କିଛି ଦିନ ଧରି ସେ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡ଼ିତ ଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୮୫ ବର୍ଷ ବୟସ ହୋଇଥିଲା । କୋଭିଡ୍ ଗାଇଡ୍ ଲାଇନ
Read More...

ଚିତାଖୋଲ ଗ୍ରାମରେ ସଚେତନତା କାର୍ଯ୍ୟକ୍ରମ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବର୍ତ୍ତମାନ ସାରା ମାନବ ସମାଜକୁ କରୋନା ସଂକ୍ରମଣର ଚିନ୍ତା ଘାରିଥିବା ବେଳେ ଦିନକୁ ଦିନ ସ୍ଥିତି ଆହୁରି ଜଟିଳ ହେବାରେ ଲାଗିଛି । ଏଣୁ ଭାରତର ଯଶସ୍ୱୀ ପ୍ରଧାନ ମନ୍ତ୍ରୀ ମୋଦିଙ୍କ ଅନୁଚିନ୍ତା ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଆହ୍ୱାନରେ
Read More...

ଗାଁକୁ ଗାଁ ବୁଲି କରୋନା ସଚେତନ କଲେ ସିୟା ପରିବାର ଏବଂ ଗାଁ କଲ୍ୟାଣ ସମିତି

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ସିୟା ପରିବାର ଏବଂ ଗାଁ କଲ୍ୟାଣ ସମିତିର ମିଳିତ ଆନୁକୁଲ୍ୟରେ ଖଣ୍ଡହତା, ପିତାମହୁଳ, ମୁରଶୁଣ୍ଢି ଏବଂ ଲୁତୁରପଙ୍ଗ ପଞ୍ଚାୟତର ବିଭିନ୍ନ ଗାଁକୁ ଗାଁ ବୁଲି କରୋନା ସଚେତନ କରାଯାଇଥିବା
Read More...