Daily Archives

ପୁତ୍ର ସନ୍ତାନକୁ ଜନ୍ମ ଦେବା ପରେ ଚମକି ପଡ଼ିଲେ ଜନ୍ମଦାତ୍ରୀ ମା’ : ଓଜନ ମାପିବାକୁ ତରାଜୁ ବି ଛୋଟ ପଡ଼ିଲା

ଲଣ୍ଡନ : ବ୍ରିଟେନରେ ଜଣେ ମହିଳା ଏଭଳି ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି, ଯାହାକୁ ଜନ୍ମ ଦେବା ପରେ ଦେଖି ଜନ୍ମଦାତ୍ରୀ ମା’ ନିଜେ ଚମକି ପଡ଼ିଲେ । ବାସ୍ତବରେ ଏହି ସନ୍ତାନଟି ଜନ୍ମ ହେବା ସମୟରେ ଏତିକି ଓଜନ ଥିଲା ଯେ, ଓଜନ ମାପିବାକୁ ତରାଜୁ ବି ଛୋଟ ପଡ଼ିଥିଲା । ଏପରିକି ଏହି ନବଜାତକକୁ
Read More...

ଅସହାୟଙ୍କ ପାଇଁ ଦେବଦୂତ ପାଲଟିଛନ୍ତି ସମାଜସେବୀ ଦେବେନ୍ଦ୍ର

ସଇଁନ୍ତଲା, (ଅଜିତ କୁମାର ସାହୁ) : ଇଚ୍ଛା ଥିଲେ ସବୁ ସମ୍ଭବ । ଜଣେ ମଣିଷର ମଣିଷ ପଣିଆ ରହିବାର ଆବଶ୍ୟକତା ରହିଛି । ଏହି କରୋନାର ଦ୍ଵିତୀୟ ଲହାରୀରେ ଅନେକ ଲୋକଙ୍କ ଜୀବନ ଜୀବିକା ଉପରେ ପ୍ରଭାବିତ ପଡିଛି । ଅନେକ ଲୋକେ କରୋନା ମହାମାରୀକୁ ନେଇ ଭୟ କରୁଛନ୍ତି ତେବେ ଏଭଳି ଘଡିସନ୍ଦି
Read More...

ମହିଳା ସଶକ୍ତିକରଣ ଏମିତି ଚାଳିଛି : ମହିଳା ସରପଞ୍ଚଙ୍କ କ୍ଷମତା ତାଙ୍କ ସ୍ୱାମୀଙ୍କ ହାତରେ ଚାଲୁଥିବା ଅଭିଯୋଗ

ପାଟଣାଗଡ଼, (ଗୋରେଖନାଥ ବରିହା) : କେନ୍ଦ୍ର ଓ ରାଜ୍ୟ ସରକାର ମହିଳାମାନଙ୍କୁ ସବୁ କ୍ଷେତ୍ରରେ ଆଗେଇ ନେବା ପାଇଁ ଅନେକ ଯୋଜନା କାର୍ଯ୍ୟକାରୀ କରୁଛନ୍ତି । ମହିଳା ସଶକ୍ତିକରଣକୁ ସଶକ୍ତ କରିବା ପାଇଁ ରାଜନୈତିକ କ୍ଷେତ୍ରରେ ମହିଳା ମାନଙ୍କୁ ୫୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା କରିଛନ୍ତି । ସୂଚନା
Read More...

ସଡକ ଦୁର୍ଘଟଣାରେ ବାଇକ ଚାଳକ ଗୁରୁତର : ପୋଲିସ ଗୁରୁତରଙ୍କୁ ପିସିଆରରେ ଡାକ୍ତରଖାନାକୁ ଆଣିଲେ

ଟିଟିଲାଗଡ, (ଗୌରବ ଦର୍ଜୀ) : ଆଜି ଅପରାହ୍ନ ୧ ଟା ସମୟରେ ଟିଟିଲାଗଡ ସହର ନିକଟସ୍ଥ ଝାରଦେବନ୍ଦ ଠାରେ ଜଣେ ବାଇକ ଚାଳକ ଭାରସାମ୍ୟ ହରାଇ ଗଛରେ ପିଟି ହୋଇଛନ୍ତି । ଘଟଣା ସ୍ଥଳରେ ବାଇକ ଚାଳକ ଗୁରୁତର ହୋଇ ପଡ଼ିଥିବା ବେଳେ ସେହି ରାସ୍ତାରେ ଯାଉଥିବା ଯାତ୍ରୀମାନେ ଆମ୍ବୁଲାନ୍ସ ଓ ଟିଟିଲାଗଡ
Read More...

ଆଣ୍ଟିଗୁଆରୁ ୩ ଦିନ ହେବ ନିଖୋଜ ଥିବା ପଳାତକ ହୀରା ବ୍ୟବସାୟୀ ମେହଲୁ ଚୋକସୀ ଡୋମିନିକାରେ ଧରାପଡିଲେ

ନୂଆଦିଲ୍ଲୀ : ଭାରତରୁ ପଳାତକ ଘୋଷିତ ହୀରା ବ୍ୟବସାୟୀ ମେହୁଲ ଚୋକ୍ସୀ ୨୦୧୮ରୁ ଆଣ୍ଟିଗୁଆରେ ରହୁଥିଲେ ହେଲେ ଗତ ୩ ଦିନ ହେଲା ସେ ନିଖୋଜ ଥିବା ନେଇ ଖବର ଆସିଥିଲା । ତେବେ ସେ ଏବେ ଡୋମିନିକାର ତଦନ୍ତକାରୀ ସଂସ୍ଥା ସିଆଇଡି ହାତରେ ଧରା ପଡିଛନ୍ତି । ସାଧାରଣରେ ର୍ଚ୍ଛା ହେଉଛି ଯେ ସେ ଆଣ୍ଟିଗୁଆ
Read More...

‘ୟାସ୍’ କ୍ଷତିଗ୍ରସ୍ତ ଅଞ୍ଚଳକୁ ଆକାଶ ମାର୍ଗରୁ ବୁଲି ଦେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର, (ସୁଶାନ୍ତ ସାହୁ) : 'ୟାସ୍' କ୍ଷତିଗ୍ରସ୍ତ ଅଞ୍ଚଳକୁ ଆଜି ଆକାଶ ମାର୍ଗରୁ ବୁଲି ଦେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗତକାଲି ସାମୁଦ୍ରିିକ ବାତ୍ୟା 'ୟାସ୍' ବାଲେଶ୍ୱର, ଭଦ୍ରକ ସହ କେନ୍ଦ୍ରାପଡ଼ା ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ଘଟାଇଥିଲା । ଧାମରା ନିକଟ
Read More...

ବୃଦ୍ଧଙ୍କୁ ଅମାନୁଷିକ ଭାବେ ଆକ୍ରମଣ କରି ନାଳରେ ଫିଙ୍ଗିଲେ ଦୁର୍ବୃତ୍ତ : ସାଧାରଣରେ ନିନ୍ଦା

ବୌଦ୍ଧ, (ମମତା ମହାକୁର) : ଗତକାଲି ଅପରାହ୍ନ ୩ ଘଣ୍ଟା ସମୟରେ ମନମୁଣ୍ଡା ଥାନା ଗୁଢିଆଲି ଗ୍ରାମର ଜଣେ ବୃଦ୍ଧଙ୍କୁ ସଂଘବଦ୍ଧ ଆକ୍ରମଣ କରି ବସ୍ତା ଲଦିଲା ପରି ବାଇକରେ ଲଦି ମରିଗଲେ ଭାବି ତାଲପଡା ନାଳକୁ ଫିଙ୍ଗି ଦେବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି । ଏ ସମ୍ପର୍କିତ ଗୋଟିଏ ଭିଡ଼ିଓ ମଧ୍ୟ
Read More...

ବିଜେପି ତରଫରୁ ଥର୍ମାଲ ସ୍କ୍ରିନିଂ ଓ ଅକ୍ସିଜେନ ସ୍ତର ଯାଞ୍ଚ

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ବ୍ଲକ ବିଜେପି କର୍ମକର୍ତ୍ତାଙ୍କ ଦ୍ଵାରା ବାଦୀମୁଣ୍ଡା ଓ ମାହାରପାଲି ଗ୍ରାମରେ କରୋନା ସଚେତନତା କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଲୋକଙ୍କ ଥର୍ମାଲ ସ୍କ୍ରିନିଂ ସହିତ ଅକ୍ସିଜେନ ସ୍ତର ଯାଞ୍ଚ କରାଯାଇଥିଲା । ସ୍ଥାନୀୟ ସମିତି ସଭ୍ୟ
Read More...

ପଣ୍ଡିତ ପୂର୍ଣ୍ଣଚନ୍ଦ୍ର ସାହୁଙ୍କ ପତ୍ନୀ ବିୟୋଗ

ବରଗଡ଼, (ପୁସ୍ତମ୍ ଯୁଆଡି) : ସମ୍ପୂର୍ଣ୍ଣ ସମ୍ବଲପୁରୀ ଭାଗବତ ଓ ମହାଭାରତର ରଚୟିତା ବିଖ୍ୟାତ ସଂସ୍କୃତ ଭାଷା ଶାସ୍ତ୍ରୀ ପଣ୍ଡିତ ପୂର୍ଣ୍ଣଚନ୍ଦ୍ର ସାହୁଙ୍କ ପତ୍ନୀ ଶ୍ରୀମତୀ ତପସ୍ୱିନୀ ସାହୁ କରୋନାରେ ମୃତ୍ୟୁବରଣ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୬୦ବର୍ଷ ବୟସ ହେଉଥିଲା । କିଛିଦିନ ତଳେ
Read More...

ବିଶିଷ୍ଟ ଓଡ଼ିଆ ସଙ୍ଗୀତ ନିର୍ଦ୍ଦେଶକ ଶାନ୍ତିରାଜ ଖୋସ୍‌ଲାଙ୍କ ଦେହାନ୍ତ

ଭୁବନେଶ୍ୱର, (ସୁଶାନ୍ତ ସାହୁ) : ଓଡ଼ିଆ ସଙ୍ଗୀତ ଜଗତର ବେଶ୍‌ ଜଣାଶୁଣା ସଙ୍ଗୀତ ନିର୍ଦ୍ଦେଶକ ଶାନ୍ତିରାଜ ଖୋସ୍‌ଲା(୫୫)ଙ୍କ ଦେହାନ୍ତ ହୋଇଥିବା ଖବର ମଳିଛି । ସୂଚନା ଅନୁସାରେ କିଛିଦିନ ହେବ କୋଭିଡରେ ସେ ଆକ୍ରାନ୍ତ ଥିଲେ । ତେବେ ଆଜି ଦେହ ଭୀଷଣ ଖରାପ ହେବାରୁ ମେଡିକାଲ୍‌ ନେବା ବାଟରେ
Read More...