Daily Archives

ଡ଼. ଆଶୀର୍ବାଦ ଶତପଥିଙ୍କ କରୋନା ସଂକ୍ରାନ୍ତୀୟ ମତ : ନାରୀ ଶକ୍ତି ସଂଗଠନ ତରଫରୁ ଶୁଭେଚ୍ଛା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଭୀମ ଭୋଇ ମେଡିକାଲ ଓ କଲେଜର ମାନସିକ ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ଡ଼. ଆଶୀର୍ବାଦ ଶତପଥି ମତ ଦେଇଛନ୍ତି ଯେ, ବର୍ତ୍ତମାନ ସମୟରେ ସମସ୍ତଙ୍କ ଚିନ୍ତାରେ କେବଳ କରୋନା ରହିଛି । ବର୍ତମାନ ସମସ୍ତେ ବୁଝିବା ଆବଶ୍ୟକ ଯେ, ମାନସିକ ସ୍ଥିତି ଦୃଢ଼ ରହିବା ନିହାତି
Read More...

ବୁର୍ଲା କୋଭିଡ ହସ୍ପିଟାଲରେ ବୌଦ୍ଧ ଜେଲ ଅନ୍ତବାସୀଙ୍କ ମୃତ୍ୟୁ : ଚିକିତ୍ସାରେ ଅବହେଳା ଅଭିଯୋଗ କରି ବୌଦ୍ଧ ଜେଲରେ…

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ସ୍ଥିତ ଲାଣ୍ଡିବନ୍ଧଠାରେ ଥିବା ସ୍ୱତନ୍ତ୍ର ଉପକାରାଗାରର କରୋନା ସଂକ୍ରମିତ ବିଚାରାଧିନ ବନ୍ଦୀ ଚିକିତ୍ସା ଧିନ ଅବସ୍ଥାରେ ବୁର୍ଲା କୋଭିଡ ଚିକିତ୍ସାଳୟରେ ବୁଧବାର ମୃତ୍ୟୁ ହୋଇଥିଲା । ଏହି ଖବର ପାଇବା ପରେ ଚିକିତ୍ସା ଅବହେଳାରୁ
Read More...

ବିଶ୍ୱାସ ନ ହେଲେ ବି ସତ : ପୋଡା ମୋବିଲ୍‌ ଭଳି ଦେଖାଯାଉଛି ପିଏଚ୍‌ଡ଼ି ପାଣି

ଆଗଲପୁର, (କେପିଏନ୍‌ଏସ୍‌) : କିଏ କହୁଛି କାଢା ତ, କିଏ କହୁଛି ପୋଡା ମୋବିଲ, ତ ଆଉ କିଏ କହୁଛି ଡ୍ରେନ୍ ପାଣି । ହେଲେ କେହି ବି ବିଶ୍ୱାସ କରୁନାହାନ୍ତି ଏହା ବିଶୁଦ୍ଧ ପିଇବା ପାଣି ବୋଲି । ଚାରିଦିନ ହେବ ଏମିତି ପାଣି ଯୋଗାଣ ହେଉଛି ସାଲେଭଟା ପିଏଚଡି ପମ୍ପ ହାଉସରୁ । ନିଦାବିଷ୍ଣୁ ପଂଚାୟତ
Read More...

ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ସର୍ବାଧିକ ୪,୧୨,୨୬୨ ନୂତନ ରୋଗୀ ଚିହ୍ନଟ : ୩୯୮୦ଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ଦେଶରେ କରୋନା ଭାଇରସ୍ ହଇଚଇ ସୃଷ୍ଟି କରିଛି । ୬ ମଇ ୨୦୨୧ ଗୁରୁବାର ଦିନ ଦେଶରେ ସର୍ବାଧିକ ସଂଖ୍ୟକ ରୋଗୀ ଚିହ୍ନଟ ହୋଇଛନ୍ତି । ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୪,୧୨,୨୬୨ ନୂତନ ମାମଲା ରହିଛି ଏବଂ ଏହି ସମୟ ମଧ୍ୟରେ ୩୯୮୦ ମୃତ୍ୟୁ ଘଟିଛି । ଦେଖିବାକୁ ଗଲେ ୨୪ ଘଣ୍ଟା ମଧ୍ୟରେ
Read More...

ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ରାଷ୍ଟ୍ରୀୟ ଲୋକ ଦଳର ମୁଖ୍ୟ ଚୌଧୁରୀ ଅଜିତ ସିଂଙ୍କ ପରଲୋକ

ନୂଆଦିଲ୍ଲୀ : ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ରାଷ୍ଟ୍ରୀୟ ଲୋକ ଦଳର ମୁଖ୍ୟ ଚୌଧୁରୀ ଅଜିତ ସିଂଙ୍କର ୮୨ ବର୍ଷ ବୟସରେ ଦେହାନ୍ତ ହୋଇଯାଇଥିବା ଖବର ମିଳିଛି । ଅଜିତ ସିଂ ଗୁରୁଗ୍ରାମର ଏକ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ ଏବଂ ଚିକିତ୍ସା ଚାଲିଥିବା ବେଳେ ଗୁରୁବାର ତାଙ୍କର ମୃତ୍ୟୁ ଘଟିଛି ।
Read More...

ସ୍ତ୍ରୀର ମୁଣ୍ଡକୁ ପଥରରେ ଛେଚି ସ୍ୱାମୀ ଗିରଫ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଜି.ଉଦୟଗିରି ଥାନା ବାଡେନାଜୁ ଗ୍ରାମର ପ୍ରଭାସିନି ସାହୁ (୨୧)୨୦୧୮ ମସିହାରେ କଳିଙ୍ଗା ଡିଏଭି ଗ୍ରାମର କେଶବ ଚନ୍ଦ୍ର ସାହୁ(୨୮) ବର୍ଷଙ୍କୁ ବିବାହ କରିଥିଲେ । ବିବାହର କିଛି ଦିନ ସଂସାର
Read More...

କରୋନାରେ ଘରେ ସୁସ୍ଥ ହେଇଥିବା ଜଣେ କରୋନା ବିଜୟୀଙ୍କ କଥା

କଳାହାଣ୍ଡି, (ହେମନ୍ତ ସାହୁ) : ଏବେ ସାରା ବିଶ୍ୱ କରୋନାର କବଳରେ । ଭାରତରେ ଦିନକୁ ଲକ୍ଷାଧିକ କରୋନା ସଂକ୍ରମିତଙ୍କ ସଂଖ୍ୟା ନଜରକୁ ଆସୁଥିବାବେଳେ ଓଡ଼ିଶାରେ ପାଖାପାଖି ଆଠହଜାର ସଂକ୍ରମିତ ପ୍ରତିଦିନ । କରୋନା ଆକ୍ରାନ୍ତଙ୍କ ଅବସ୍ଥାକୁ ଦେଖି ଘରେ ପୃଥକବାସରେ ରହି ଚିକିତ୍ସା ପାଇଁ ପରାମର୍ଶ
Read More...

ପୁଣି ୨୪ ଘଂଟାରେ ୧୦ ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା, ଆଜି ଆକ୍ରାନ୍ତଙ୍କ ସଂଖ୍ୟା ୧୦୫୨୧, ବଲାଙ୍ଗିରରୁ ୩୧୪

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ପୁଣି ୨୪ ଘଂଟାରେ ୧୦ ହଜାର ଟପିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୧୦,୫୨୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୮୧୫୮୫ରେ ପହଂଚିଛି । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୫୯୪୫ ଜଣ
Read More...

ଚାରପାଲି ଗ୍ରାମରେ କରୋନା ସଚେତନତା କାର୍ଯ୍ୟକ୍ରମ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ନିକଟସ୍ଥ ଚାରପାଲି ଗ୍ରାମରେ ବାଜୀରାଉତ କ୍ଳବ ଆନୁକୁଲ୍ୟରେ କୋଭିଡ୍‌-୧୯ ଗାଇଡ ଲାଇନ ପାଳନ କରି କରୋନା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବାଜୀରାଉତ କ୍ଳବ ସଦସ୍ୟ ବୃନ୍ଦ ହାତରେ ସାନିଟାଇଜର ଓ ମାସ୍କ ଧରି ଗ୍ରାମର ପ୍ରତ୍ୟେକ ଘରକୁ
Read More...