Daily Archives

କୋଭିଡରେ ମୃତ୍ୟୁ ବରଣ କରୁଥିବା ଲୋକଙ୍କ ଶବଦାହ ପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ଭେଡେନ ଅଂଚଳରେ କୋଭିଡରେ ମୃତ୍ୟୁ ବରଣ କରୁଥିବା ଲୋକଙ୍କ ଶବଦାହ ପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ପ୍ରଣାଳୀ ଶେଷ ହୋଇଛି । ଆଜି ସଂକ୍ରିଡା ସରପଞ୍ଚ ଶୁସାନ୍ତ ସାହୁ ଓ ଲାୟନ୍ସ କ୍ଲବ ଝରାପାଲି ମାର୍କେଟ, ଥୁଆପାଲିର ସଦସ୍ୟମାନେ ଚାଷୀମାନଙ୍କ
Read More...

ଡେଲାଙ୍ଗରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦୩ ଛୁଇଁଲା

ଡେଲାଙ୍ଗ, (ଦିଲ୍ଲୀପ ଧାଉଡିଆ) : ଡେଲାଙ୍ଗ ବ୍ଲକରେ ରବିବାର ୧୨ଜଣ କରୋନା ପଜେଟିଭ ଚିହ୍ନଟ ହୋଇଥିବା ବେଳେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦୩ ଜଣରେ ପହଂଚିଛି । ଏନେଇ ଡେଲାଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ସୁଚନା ମିଳିଛି । ସେଥି ମଧ୍ୟରୁ ୩୮ଜଣ ହୋମକ୍ୱାରାଣ୍ଟାଇନରେ ରହି ଚିକିତ୍ସା
Read More...

ହାଇଦ୍ରାବାଦକୁ ୫୫ ରନରେ ହରାଇଲା ରାଜସ୍ଥାନ

ନୂଆଦିଲ୍ଲୀ : ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମଠାରେ ଚାଲିଥିବା ଆଇପିଏଲ ୨୦୨୧ର ୨୮ ତମ ମ୍ୟାଚରେ ହାଇଦ୍ରାବାଦକୁ ୫୫ ରନରେ ହରାଇ ଦେଇଛି ରାଜସ୍ଥାନ । ଆଜି ସନରାଇଜର୍ସ ହାଇଦ୍ରାବାଦ ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରିଥିବା ରାଜସ୍ଥାନର ଓପନର ଜସ ବଟଲର ନିଜର
Read More...

୫ ତାରିଖ୍‌ ସକାଲ୍‌ ନୁ ଲକ୍‌ଡାଉନ୍‌, ବଲାଙ୍ଗିର ଜିଲ୍ଲା ପ୍ରଶାସନ୍‌ ଅଁଟା ଭିଡ଼ୁଛେ କଡ଼ାକଡ଼ି କର୍‌ବାର୍‌କେ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜ୍ୟ ସର୍‌କାର୍‌ ଘୋଷଣା କରିଛନ୍‌, ୫ ତାରିଖ୍‌ ସକାଲ୍‌ ନୁ ୧୯ ତାରିଖ୍‌ ସକାଲ୍‌ ତକ୍‌ ଲକ୍‌ଡାଉନ୍‌ । ଇ’ ଲକ୍‌ଡାଉନ୍‌ ସମିଆଁ ଥି କେନ୍‌ କେନ୍‌ ସେବା କେତେବେଲେ ଖୁଲା ରହେବା, ହେଟା ବି ପର୍‌ଛା ପର୍‌ଛା କହି ଦେଇଛନ୍‌ । ହେଥିର୍‌ ଲାଗି ବଲାଙ୍ଗିର ଜିଲ୍ଲା
Read More...

ପଞ୍ଜାବକୁ ୭ ୱିକେଟରେ ହରାଇଲା ଦିଲ୍ଲୀ

ଅହମଦାବାଦ : ସ୍ଥାନୀୟ ନରେନ୍ଦ୍ର ମୋଦୀ ଷ୍ଟାଡିୟମଠାରେ ଚାଲିଥିବା ଆଇପିଏଲ ୨୦୨୧ର ୨୯ତମ ମ୍ୟାଚରେ ଦିଲ୍ଲୀ ପଂଜାବକୁ ୭ ଓ୍ବିକେଟରେ ହରାଇଦେଇଛି । ଦିଲ୍ଲୀ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ପଂଜାବ ୧୬୭ ରନର ବିଜୟ ଲକ୍ଷ୍ୟ ରଖିଥିଲା । ଦଳ
Read More...

୨୪ ଘଣ୍ଟା ମଧ୍ୟରେ ୩.୬୮ ଲକ୍ଷରୁ ଅଧିକ ନୂତନ ରୋଗୀ

ନୂଆଦିଲ୍ଲୀ : କରୋନା ଭାଇରସର ଦ୍ୱିତୀୟ ତରଙ୍ଗ ଦେଶରେ ହଇଚଇ ସୃଷ୍ଟି କରିବାରେ ଲାଗିଛି । ଗତ ସପ୍ତାହରୁ ସାଢେ଼ ତିନିରୁ ଅଧିକ ନୂତନ ରୋଗୀ ପ୍ରତିଦିନ ବାହାରୁଛନ୍ତି । କରୋନା ରୋଗୀ ଏବଂ କୋଭିଡଙ୍କ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି, ଯାହା ଫଳରେ ଦେଶର ସ୍ୱାସ୍ଥ୍ୟ ବ୍ୟବସ୍ଥା ନଷ୍ଟ ହୋଇ
Read More...

ସ୍ୱର୍ଗତ ପଦ୍ମନାଭ ଦୁବେଙ୍କ ପତ୍ନୀ ବିୟୋଗ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ପାଇକପଡ଼ାର ଶିକ୍ଷକ ମିହିର କୁମାର ଦୁବେଙ୍କ ମାଆ ଗିରିଜା ଦୁବେ(୭୧)ଙ୍କର ଗତକାଲି ସକାଳ ପ୍ରାୟ ବାର ଘଂଟା ସମୟରେ ପରଲୋକ ହେଇଯାଇଛି । ସେ ସ୍ୱର୍ଗତ କବି ତଥା ସଂସ୍କୃତିବିତ ପଦ୍ମନାଭ ଦୁବେଙ୍କ ପତ୍ନୀ ତଥା ଓଡ଼ିଶାର ଆଗଧାଡ଼ିର ଦୁଇ
Read More...

ଦିନକରେ ରାଜ୍ୟରେ ୯ ହଜାର ପାଖାପାଖି ନୂଆ ଆକ୍ରାନ୍ତ, ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୭୧,୮୩୫, ଶୀର୍ଷରେ ଖୋର୍ଦ୍ଧା,…

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୮୯୧୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୭୧୮୩୮ରେ ପହଂଚିଛି । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୫୦୮୧ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୩୮୩୩ ଜଣ ଆଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ
Read More...

ଏନସିସି ଦ୍ୱାରା ଏକ ଭାରତ ଶ୍ରେଷ୍ଠ ଭାରତ ସପ୍ତାହ ମହୋତ୍ସବ ପାଳିତ

ପୁରୀ, (କେପିଏନ୍‌ଏସ୍‌) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏକ ଅଭିନବ ପରିକଳ୍ପନା ଅନ୍ତର୍ଭୁକ୍ତ ଏକ ଭାରତ ଶ୍ରେଷ୍ଠ ଭାରତ ସପ୍ତାହ ମହୋତ୍ସବ ଷଷ୍ଠ ଓଡ଼ିଶା ଏନସିସି ବାଟାଲିୟନ ପୁରୀ ଆନୁକୁଲ୍ୟରେ ଜାତୀୟ ସ୍ତରୀୟ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି କାର୍ୟ୍ୟକ୍ରମ ର ପ୍ରଯୋଜକ ଓଡ଼ିଶା
Read More...

ଅଫ୍‌ଲାଇନ୍‌ରେ ପିଡିଏସ୍‌ ସାମଗ୍ରୀ ଦେବାକୁ ଜିଲ୍ଲାପାଳଙ୍କୁ ଦାବୀ ପତ୍ର ପ୍ରଦାନ

କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ପିଡିଏସ୍‌ ସାମଗ୍ରୀ ଅଫ୍‌ଲାଇନ୍‌ ମାଧ୍ୟମରେ ଯୋଗାଇଦେବା ପାଇଁ ଯୋଗାଣ ସହାୟକ ସଂଘ କନ୍ଧମାଳ ଜିଲାପାଳଙ୍କ ଦ୍ୱାରସ୍ଥ ହୋଇ ଏକ ଦାବିପତ୍ର ପ୍ରଦାନ କରିଛି । କରୋନା ମହାମାରୀର ସଂକ୍ରମଣ ରୋକିବା ପାଇଁ ଏହିଭଳି ନିଷ୍ପତ୍ତି ନେବାକୁ ଅଭିଯୋଗରେ
Read More...