Monthly Archives

April 2021

କୋଶଲୀ ଫିଲ୍ମ ଫଟାବାଦଲର ଉଦ୍‌ଘାଟନ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ସ୍ଥିତ ସତ୍‌ସଙ୍ଗ ବିହାର ଠାରେ ଦାଦନ ପରିବାରର କରୁଣ କାହାଣୀକୁ ନେଇ କୋଶଳୀ ଫିଲ୍ମ ଫଟାବାଦରର ଦ୍ୱିତୀୟ ପର୍ଯ୍ୟୟରେ ମୁଖ୍ୟ ଅତିଥି ଭାବରେ ପାଟଣାଗଡ ବ୍ଲକ ଅଧ୍ୟକ୍ଷ ଭକ୍ତବନ୍ଧୁ ନାଏକ, ସମ୍ମାନୀତ ଅତିଥି ଭାବେ ଉଦୟ ଶଙ୍କର ବାଗ
Read More...

ଦିବ୍ୟାଂଗ କୁଞ୍ଜବନ : ସାତବର୍ଷ ହେଲା କାଟୁଛନ୍ତି ଦୁଃଖୀ ଜୀବନ

ଚନ୍ଦନଭାଟୀ, (ରାଜେଶ ଦଣ୍ଡସେନା) : ବର୍ଷେ ନାହିଁ କି ଦୁଇ ବର୍ଷ ନାହିଁ ସାତ ସାତ ବର୍ଷ ହେଲାଣି କାଟୁଛନ୍ତି ବନ୍ଦୀ ଜୀବନ । ସରକାରଙ୍କ ଏତେ ସବୁ ଯୋଜନା ସତ୍ୱେ ଯେମିତି ତାଙ୍କ ପାଇଁ ପାଲଟିଛି ସାତସପନ । ବଲାଙ୍ଗିର ବ୍ଲକ ଅନ୍ତର୍ଗତ ଚନ୍ଦନଭାଟୀ ପଞ୍ଚାୟତ ଅଧିନସ୍ଥ ସାଲେପାଲି ଗ୍ରାମର କୁଞ୍ଜବନ
Read More...

ଗଞ୍ଜାମ ଜିଲ୍ଲାର ଗ୍ରାମାଞ୍ଚଳରେ ସାନିଟାଇଜ ବ୍ୟବସ୍ଥା ହେଉ

ବ୍ରହ୍ମପୁର, (କେ. ସତ୍ୟ ନାରାୟଣ ରେ‌ଡ୍ଡୀ) : କରୋନା ମହାମାରୀର ଦ୍ୱିତୀୟ ଲହରି ଗଞ୍ଜାମ ଜିଲ୍ଲାରେ ପ୍ରବେଶ କରିଛି । ଯାହାକି ଦେଖିବାକୁ ମିଳିଛି ବୁଗୁଡା ଠାରୁ ୧୫ କିମି ଦୁରତ୍ୱରେ ପୋଲସରା ବ୍ଳକ ଅନ୍ତର୍ଗତ ନିମିନା ଓ ଲୁଣିଘାଟି ଏହି ଦୁଇଗୋଟି ଗ୍ରାମରେ ଦୁଇଜଣ କରୋନା ମହାମାରିର ଆକ୍ରାନ୍ତ
Read More...

ଆଜି ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୫୨

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଏବେ ଏକ୍‌ଟିଭ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ମାତ୍ର ୨୮୨୦ ରହିଛି । ଆଜି ୪୫୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨୬୭ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୧୮୫ ଜଣ ଆଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ
Read More...

ବଲାଙ୍ଗିର ସହରରେ ଆଜିର ପାଖାପାଖି ପନିପରିବା ଦର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରରେ ଆଜିର ପନିପରିବା ଦର କିଲୋ ପିଛା ପାଖାପାଖି ଯାହା ରହିଛି, ସେ ସଂପର୍କରେ ଜାଣିବା ଆସନ୍ତୁ । ଆଳୁ – ୧୫ ଟଙ୍କା, ପିଆଜ – ୨୦ ଟଙ୍କା, ରାଂଚି କଂଚା ମଟର – ୫୦ ଟଙ୍କା, ରାୟପୁର କଂଚା ମଟର – ୬୦ ଟଙ୍କା, ଟମାଟର୍‌ – ୧୦ ଟଙ୍କା, ସଜନା ଛୁଇଁ
Read More...

ଅଦ୍‌ଭୂତ ପ୍ରେମ : ୮୨ ବର୍ଷିୟ ଚୌକିଦାରଙ୍କ ପ୍ରେମ କାହାଣୀ, ତାଙ୍କ ପ୍ରଥମ ପ୍ରେମ ୫୦ ବର୍ଷ ପରେ ଫେରିବ

ନୂଆଦି‌ଲ୍ଲୀ : ଜୀବନର ପ୍ରଥମ ପ୍ରେମକୁ ଭୁଲିଯାଅ ନାହିଁ । ଏହା ପୁଣି ଦୀର୍ଘ ୫୦ ବର୍ଷ ପରେ ଫେରି ଆସିବ, ଏଭଳି ଦୃଶ୍ୟ ବର୍ତ୍ତମାନ ପର୍ୟ୍ୟନ୍ତ କେବଳ ସିନେ ପରଦାରେ ଦେଖାଯାଇଥିଲା । କି‌ନ୍ତୁ ଏବେ ବା‌ସ୍ତବରେ ଏଭଳି ଏକ କାହାଣୀ ନଜର୍‌କୁ ଆସିଛି । ତେବେ, ଏହି କାହାଣୀ ଜୟସଲମରର ଏକ ନିଛାଟିଆ
Read More...

ପଶ୍ଚିମବଙ୍ଗରେ ବିଜେପିର ବିଜୟ ନିଶ୍ଚିତ : ନଡ୍‌ଡା

ନୂଆଦି‌ଲ୍ଲୀ : ବିଜେପି ଅଧ୍ୟକ୍ଷ ଜେପି ନ୍‌ଡଡା କହିଛନ୍ତି ଯେ, ଆମେ ପଶ୍ଚିମବଙ୍ଗରେ ସରକାର ଗଠନ କରିବାକୁ ଯାଉଛୁ ଏବଂ ଫଳାଫଳ ଆଶ୍ଚର୍ୟ୍ୟଜନକ ହେବ । ପଶ୍ଚିମବଙ୍ଗବାସୀ ମମତା ସରକାର ହଟାଇବାକୁ ଆଗ୍ରହୀ ଅଛନ୍ତି । ପ୍ରଥମ ଦୁଇଟି ପର୍ୟ୍ୟାୟରେ ଏହା ସ୍ପଷ୍ଟ ହୋଇଛି ଯେ, ଟିଏମସି ଚାଲିଯାଇଛି ଏବଂ
Read More...

ସାକ୍ଷରତାର ମୂଳଦୁଆ ମଜବୁତ କରିବା ପାଇଁ ଯୁବଗୋଷ୍ଠୀଙ୍କ ମଧ୍ୟରେ ପଠନ ଅଭ୍ୟାସ ଜାରୀ ରଖିବାକୁ ପଡିବ : ଉପରାଷ୍ଟ୍ରପତି

• ପିଲାମାନଙ୍କ ପାଇଁ ଲେଖକମାନେ ଅଧିକ ପୁସ୍ତକ ରଚନା କରିବା ଉଚିତ:ଉପରାଷ୍ଟ୍ରପତି• ପ୍ରଶାସନ, ବିଚାର ବିଭାଗ ଓ ଶିକ୍ଷା କ୍ଷେତ୍ରରେ ଅଧିକରୁ ଅଧିକ ସ୍ଥାନୀୟ ଭାଷାର ପ୍ରୟୋଗ ପାଇଁ ଉପରାଷ୍ଟ୍ରପତି ଶ୍ରୀ ନାଇଡୁଙ୍କ ଆହ୍ୱାନ• ସାରଳା ଦାସଙ୍କ ଓଡିଆ ମହାଭାରତ ସରଳ ଓ କଥିତ ଭାଷାରେ ରଚିତ:
Read More...

ସଦାବେଳେ ମା’, ମାତୃଭାଷା, ମାତୃଭୂମି ଓ ନିଜ ଜନ୍ମସ୍ଥାନକୁ ସ୍ମରଣ ରଖ : ଉପ ରାଷ୍ଟ୍ରପତି

• ବିଚାରାଳୟ ଓ ପ୍ରଶାସନରେ ମାତୃଭାଷାର ବହୁଳ ପ୍ରସାର ନିମନ୍ତେ ଉପ ରାଷ୍ଟ୍ରପତିଙ୍କ ଆହ୍ୱାନ• ସମାଜର ସଫଳ ବ୍ୟକ୍ତିମାନେ ନିଜ ଜନ୍ମସ୍ଥାନ ପାଇଁ କାର୍ୟ୍ୟ କରିବା ଉପରେ ଉପ ରାଷ୍ଟ୍ରପତିଙ୍କ ଗୁରୁତ୍ୱାରୋପ• ‘ନୀଳିମା ରାଣୀ- ମୋ ମା’, ମୋ ହୀରୋ’କୁ ଉନ୍ମୋଚନ କଲେ ଉପ ରାଷ୍ଟ୍ରପତି ଶ୍ରୀ ଏମ
Read More...

ଶ୍ରୀରାମଚନ୍ଦ୍ରପୁର ଗ୍ରାମକୁ ପଞ୍ଚତାରକା ଡାକ ଗ୍ରାମ ମାନ୍ୟତା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗୁରୁବାର ପବିତ୍ର ଉତ୍କଳ ଦିବସ ଅବସରରେ ବ୍ରହ୍ମପୁର ଡାକ ମଣ୍ଡଳ ଅଧୀନସ୍ଥ ଛତ୍ରପୁର ଉପ ଡାକମଣ୍ଡଳ ଅନ୍ତର୍ଗତ ଶ୍ରୀରାମଚନ୍ଦ୍ରପୁର ଗ୍ରାମକୁ ଡାକ ବିଭାଗ ପକ୍ଷରୁ ପଞ୍ଚତାରକା ଡାକ ଗ୍ରାମ ଭାବେ ମାନ୍ୟତା ପ୍ରଦାନ କରାଯାଇଛି । ଏହି ଅବସରରେ ଗ୍ରାମରେ
Read More...