Monthly Archives

April 2021

ବିନା ବିଦ୍ୟୁତ୍ ଆଲୁଅରେ ଭାକ୍ସିନ ବିତରଣ

ଟିଟିଲାଗଡ, (ଗୌରବ ଦର୍ଜୀ) : କେନ୍ଦ୍ର ସରକାରଙ୍କ କୋଭିଡ ଟୀକାକରଣ ସାରା ଦେଶରେ ଆରମ୍ଭ ହୋଇଛି । ପ୍ରଥମେ ୬୦ ବର୍ଷରୁ ଅଧିକ ନାଗରିକଙ୍କୁ ଦେବା ପରେ ବର୍ତ୍ତମାନ ସରକାରଙ୍କ ଦ୍ଵାରା ୪୫ ବର୍ଷରୁ ଅଧିକ ନାଗରିକ ମାନଙ୍କୁ ଟୀକାକରଣ କରାଯାଉଛି । ଟିଟିଲାଗଡର ଉପଖଣ୍ଡୀୟ ମୁଖ୍ୟ ଡାକ୍ତରଖାନାରେ
Read More...

କୋର୍ଟ ପରିସରରେ ଇ-ସେବା କେନ୍ଦ୍ର ଉଦଘାଟିତ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଜି. ଉଦୟଗିରି ସ୍ଥିତ ମୁଖ୍ୟ ବିଚାରପତି ମାନ୍ୟବର ଉଚ୍ଚ ନ୍ୟାୟାଳୟ ଓଡ଼ିଶା କଟକଙ୍କ ନିର୍ଦ୍ଦେଶକ୍ରମେ କୋର୍ଟ ପରିସରରେ ଏକ ଇ-ସେବା କେନ୍ଦ୍ର ଉଦଘାଟିତ ହୋଇଯାଇଛି । ଏହାକୁ ପ୍ରଥମ ଶ୍ରେଣୀ
Read More...

କନ୍ଧପାଲିରେ ବାଲି ଭାଗବତ ଟୁଙ୍ଗୀ : ଶିବ ପୁରାଣ ଉଦଯାପିତ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ କନ୍ଧପାଲିରେ ବାଲି ଭାଗବତ ଟୁଙ୍ଗୀ ସୋମବାର ଦିନ ଉଦଯାପିତ ହୋଇଯାଇଛି । ଏହି ଅବସରରେ ଶିବ ପୁରାଣ ପାରାୟାଣ କାର୍ୟ୍ୟକ୍ରମ ହୋଇଥିଲା । ଭାଗବତ କର୍ତ୍ତା ଭାବେ ଯୋଗେ‌ଶ୍ୱର ମହାକୁର ଦାୟି‌ତ୍ୱ ତୁଲାଇଥିଲେ । ପୂଜକଭାବେ ସୁନୀଲ କର, ପାରାୟଣ ଗାୟକ
Read More...

ଓସିଏ ଭିଜନ ୨୦୨୪ : ନାଏକ କ୍ରିକେଟ ଏକାଡେମୀ ବିଜୟୀ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ବଲାଙ୍ଗିର ଗାନ୍ଧୀ ଷ୍ଟାଡିୟମଠାରେ ଆୟୋଜିତ ଓସିଏ ଭିଜନ ୨୦୨୪ ସିନିୟର ଇନ୍‌ଟ୍ରାକ୍ଳବ ସୁପରଲିଗ୍‌ କ୍ରିକେଟ ପ୍ରତିଯୋଗିତାରେ ନାଏକ କ୍ରିକେଟ ଏକାଡେମୀ ବିଜୟ ଲାଭ କରିଛି । ଆଜିର ପ୍ରତିଯୋଗିତା ନାଏକ କ୍ରିକେଟ ଏକାଡେମୀ ଓ ପାଟଣାଗଡ କ୍ରିକେଟ କ୍ଳବ
Read More...

ବିବାହିତା ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ : ହତ୍ୟା ଅଭିଯୋଗ ଆଣିଲେ ବାପଘର ଲୋକେ

ଲୋଇସିଂହା, (କେପିଏନ୍‌ଏସ୍‌) : ବଲାଂଗିର ସଦର ଥାନା ମାଗୁରବେଡା ଫାଣ୍ଡି ତଥା ଲୋଇସିଂହା ବ୍ଲକ ଅଧୀନ ତଲିଉଡାର ଗ୍ରାମରେ ଜନୈକା ବିବାହିତା ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଥିବା ଜଣାଯାଇଛି । ତେବେ ସମ୍ପୃକ୍ତା ମହିଳାଙ୍କୁ ହତ୍ୟା କରାଯାଇଥିବା ନେଇ ମୃତା ମହିଳାଙ୍କ ବାପା ସଦର ଥାନାରେ
Read More...

ବଲାଙ୍ଗିର ଜିଲ୍ଲାରେ ୧୦୮ ଏକ୍‌ଟିଭ୍‌ ଆକ୍ରାନ୍ତଙ୍କ ସଂଖ୍ୟା : ଆଜି ୨୦ ନୂଆ ଆକ୍ରାନ୍ତ ଚିହ୍ନଟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ୧୦୮ ଜଣ ଏକ୍‌ଟିଭ୍‌ କରୋନା ଆକ୍ରାନ୍ତ ଚିକିତ୍ସାଧୀନ ରହିଥିବା ବେଳେ ଆଜି ୨୦ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ରିପୋର୍ଟରେ ଦର୍ଶାଯାଇଛି । ଆଗଲପୁର ବ୍ଲକ ସାଲେଭଟା ଗ୍ରା.ପ.ରୁ ଜଣେ, ବଲାଙ୍ଗିର ବ୍ଲକ ଚୁଡ଼ାପାଲି
Read More...

ଯାଞ୍ଚ ବେଳେ ପ୍ରାୟ ୫୦ ଲକ୍ଷ ଟଙ୍କା ଜବତ ସହ ୨ ଜଣଙ୍କୁ ଗିରଫ କଲା ପୋଲିସ

ପିପିଲି : ପିପିଲି ଉପନିର୍ବାଚନ ଯେତିକି ପାଖେଇ ପାଖେଇ ଆସୁଛି ନିର୍ବାଚନୀ ମାହୋଲ ସେତିକି ସର୍‌ଗରମ୍‌ ହୋଇ ଉଠୁଛି । ତେବେ ଆଜି ପୋଲିସ ପକ୍ଷରୁ ଟୋଲଗେଟରେ ଯାଞ୍ଚ ବେଳେ ଦୁଇ ଜଣ ଯୁବକ ଏକ ପଲସରରେ ଆସୁଥିବା ବେଳେ ପୁଲିସ ହାବୁଡ଼ରେ ପଡ଼ି ଖସିଯିବାକୁ ଉଦ୍ୟମ କରିଥିଲେ । ପୁଲିସ ଉଭୟଙ୍କୁ ତରାକାଜ
Read More...

‘ବାଲ୍ୟ ବିବାହ କୁ ନା, ବିଦ୍ୟାଳୟକୁ ହଁ କୁହନ୍ତୁ’ : ବାଲ୍ୟ ବିବାହ ପ୍ରତିରୋଧ ସଚେତନତା ‘ସଂକଳ୍ପ…

ସୁବର୍ଣ୍ଣପୁର, (ପ୍ରଭୁଦ‌ତ୍ତ ରଥ) : ଜିଲ୍ଲା ପ୍ରଶାସନ ତଥା ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ, ସୁବର୍ଣ୍ଣପୁର ତରଫରୁ ଜିଲ୍ଲାରେ ଶିଶୁ ସୁରକ୍ଷା ଓ ବାଲ୍ୟ ବିବାହକୁ ବନ୍ଦ କରାଯିବା ଉପରେ ଗୁରୁତ୍ୱାରୋପ କରାଯାଉଛି । ଏହି ପରିପ୍ରେକ୍ଷୀରେ ଜିଲ୍ଲାର ପ୍ରତ୍ୟେକ ବ୍ଲକ ଅଞ୍ଚଳର ଗ୍ରାମ ଗୁଡିକରେ
Read More...

କଅଁସର ଗ୍ରାମ ପଞ୍ଚାୟତରେ ବୟସ୍କ ବ୍ୟକ୍ତିଙ୍କୁ କରୋନା ଟୀକାକରଣ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ କଅଁସର ଗ୍ରାମ ପଞ୍ଚାୟତରେ ଆଜି କରୋନା ଟୀକାଦାନ କାର୍ୟ୍ୟକ୍ରମ ଆରମ୍ଭ ହୋଇଛି । ପ୍ରଚଣ୍ଡ ଖରାରେ ଲୋକେ ସୁଦୂର ସଇଁନ୍ତଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସ୍ଥିତ ଟୀକାଦାନ କେନ୍ଦ୍ରକୁ ଯିବା ପାଇଁ ଅସମର୍ଥ ହେଉଥିବା ବେଳେ
Read More...

ପାଣି ସମସ୍ୟାକୁ ନେଇ ଗରିବ ସେନାର ସର୍ବଦଳୀୟ ବୈଠକ

ଟିଟିଲାଗଡ଼, (ଗୌରବ ଦର୍ଜୀ) : ଟିଟିଲାଗଡ଼ରେ ପାନୀୟ ଜଳ ସମସ୍ୟା ଦିନକୁ ଦିନ ଉତ୍କଟ ରୂପ ଧାରଣ କରିଥିବା ବେଳେ ସାଧାରଣ ଜନତା ଅତିଷ୍ଠ ହୋଇପଡିଲେଣି । ତେବେ ସ୍ଥାନୀୟ ପ୍ରଶାସନ ପାନୀୟ ଜଳ ସମସ୍ୟାର ସମାଧାନରେ ବିଫଳ ଥିବା ନେଇ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳୁଛି । ଶେଷ ଥର ପାଇଁ ଗତ ୧୨
Read More...