Monthly Archives

April 2021

ଉତ୍କଳ କନ୍ଧ ସମାଜ ବୁଡୁକା ପ୍ରଗଣାର ନୂତନ କର୍ମକର୍ତ୍ତା ଚୟନ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସଦର ଠାରେ ଥିବା ଜମିଦାର ଭବନ ଠାରେ ଉତ୍କଳ କନ୍ଧ ସମାଜ ବୁଡୁକା ପ୍ରଗଣାର ନୂତନ କର୍ମକର୍ତ୍ତା ଗଠନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ର କମିଟି ସ୍ୱୀକୃତି ପ୍ରାପ୍ତ ଅସ୍ଥାୟୀ ସଭାପତି ଚକ୍ରଧର
Read More...

ପ୍ରଶଂସନୀୟ ପଦକ୍ଷେପ : ସମାଜ ବାସନ୍ଦ ବ୍ୟକ୍ତିଙ୍କ ଶବ ସତ୍‌କାର କଲେ ଚିନ୍ତାମଣି

ଆଗଲପୁର, (କେପିଏନ୍‌ଏସ୍‌) : ଗତ ତା ୯/୦୪/୨୦୨୧ ରିଖ ଶୁକ୍ରବାର ଦିନ ସକାଳେ ଗୁହୁରିଆମୁଣ୍ଡା ଗ୍ରାମରେ ସଂକୀର୍ତନ ମାଝି ନାମକ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ବେଳେ ଉକ୍ତ ମୃତ ବ୍ୟକ୍ତି ଜଣକ ଅନ୍ତର୍ଜାତୀୟ ବିବାହ କରିଥିବା ଯୋଗୁଁ ନିଜର ଜାତି ଭାଇ ତଥା ଗ୍ରାମର ଲୋକମାନେ ତାଙ୍କ ଶବ
Read More...

ଉପରମୁହାଁ କରୋନା : ଆଜି ରାଜ୍ୟରେ ୧୩୭୯ ନୂଆ ଆକ୍ରାନ୍ତ ଚିହ୍ନଟ, ଶୀର୍ଷରେ ସୁନ୍ଦରଗଡ଼ ଜିଲ୍ଲା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୧୩୭୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୮୦୮ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୫୭୧ ଜଣ ଆଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ କୁହାଯାଇଛି । ଜିଲ୍ଲା ଅନୁସାରେ
Read More...

ଆଇପିଏଲ : ଅଭିଜ୍ଞ ଅଧିନାୟକ ଧୋନିଙ୍କୁ ହରାଇଲେ ନୂଆଁ ଅଧିନାୟକ ପନ୍ତ : ମୁମ୍ବାଇରେ ଚେନ୍ନାଇ ବିପକ୍ଷରେ ଦିଲ୍ଲୀର…

ମୁମ୍ବାଇ : ସ୍ଥାନୀୟ ଓ୍ବାଙ୍ଖଡ଼େ ଷ୍ଟାଡିୟମଠାରେ ଚାଲିଥିବା ଚଳିତ ଆଇପିଏଲର ୨ୟ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ଚେନ୍ନାଇ ସୁପର କିଙ୍ଗସକୁ ୭ ଓ୍ବିକେଟରେ ପରାସ୍ତ କରିଛି । ଏହା ସହିତ ଦିଲ୍ଲୀ ନିଜର ବିଜୟ ଅଭିଯାନ ଆରମ୍ଭ କରିଛି ।ଆଜି ଦିଲ୍ଲୀ ଟସ ଜିତି ଚେନ୍ନାଇକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ
Read More...

ବଲାଙ୍ଗିର ସହରରେ ଆଜିର ପାଖାପାଖି ପନିପରିବା ଦର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରରେ ଆଜିର ପନିପରିବା ଦର କିଲୋ ପିଛା ପାଖାପାଖି ଯାହା ରହିଛି, ସେ ସଂପର୍କରେ ଜାଣିବା ଆସନ୍ତୁ । ଟମାଟର୍‌ – ୧୦ ଟଙ୍କା, ସଜନା ଛୁଇଁ (ମୁନ୍‌ଗା) – ୪୦ ଟଙ୍କା, ଅଦା – ୮୦ ଟଙ୍କା, ରଷୁଣ – ୧୨୦ ଟଙ୍କା, ଭେଣ୍ଡି -୫୦ ଟଙ୍କା, ବିମ୍‌ – ୮୦ ଟଙ୍କା,
Read More...

ଆରମ୍ଭ ହେଲା ବ୍ରହ୍ମପୁରର ପ୍ରସିଦ୍ଧ ବୁଢ଼ୀ ଠାକୁରାଣୀ ଯାତ୍ରା : ଅସ୍ଥାୟୀ ମଣ୍ଡପରେ ମା’ଙ୍କୁ ଦର୍ଶନ କରୁଛନ୍ତି…

ବ୍ରହ୍ମପୁର, (କେ. ସତ୍ୟ ନାରାୟଣ ରେ‌ଡ୍ଡୀ) : ରାଜା ରାଜୁଡା ଶାସନରୁ ପ୍ରଚଳିତ, ଉଭୟ ଓଡ଼ିଆ ଓ ତେଲୁଗୁ ଏହି ଦୁଇ ସମ୍ପ୍ରଦାୟର ସାନିଧ୍ୟ ଲାଭ କରି ଆସିଥିବା ଭକ୍ତଙ୍କ ମନରେ ବ୍ରହ୍ମପୁର ସହର ଆଜି ଉଚ୍ଛୁଳି ପଡୁଛି । ଦକ୍ଷିଣ ଓଡ଼ିଶାର ପ୍ରାଣ କେନ୍ଦ୍ର ବ୍ରହ୍ମପୁରର ଅଧିଷ୍ଠାତ୍ରୀ ଦେବୀ ମା'
Read More...

କୋଭିଡ଼ ସମ୍ପର୍କିତ ଗଞ୍ଜାମ ଜିଲ୍ଲାପାଳଙ୍କ ଉଚ୍ଚସ୍ତରୀୟ ବୈଠକ : ସଂକ୍ରମିତ ବ୍ୟକ୍ତିଙ୍କୁ ହୋମ ଆଇସୋଲେସନରେ ରଖାଯିବ

ଏଣିକି ଗ୍ରାହକ ମାସ୍କ ପରିଧାନ କରି ନଥିଲେ ଦୋକାନୀ ଠାରୁ ଜୋରିମାନା ଆଦାୟ ହେବବ୍ର‌ହ୍ମପୁର, (କେ. ସତ୍ୟ ନାରାୟଣ ରେଡ୍ଡୀ) : ଗଞ୍ଜାମ ଜ଼ିଲ୍ଲାରେ ପ୍ରବାସୀ ମାନଙ୍କର ପ୍ରତ୍ୟାବର୍ତ୍ତନ କାରଣରୁ ଗୋଟିଏ ସପ୍ତାହରେ ତିନିଗୁଣା ସଂକ୍ରମିତ ସଂଖ୍ୟା ବୃଦ୍ଧି ପାଇଛି । ପ୍ରଥମ ପର୍ୟ୍ୟାୟରେ କରୋନା
Read More...

ବଲାଙ୍ଗିର ବିକାଶକୁ ନେଇ ସାମ୍ବାଦିକଙ୍କ ପରାମର୍ଶ ଲୋଡିଲେ ନରସିଂହ : ଗଠନମୂଳକ ସମାଲୋଚନା ସ୍ୱାଗତ ଯୋଗ୍ୟ

ମହାରାଣୀ ସାଗରକୁ ମିଳିଲା ୨୦ କୋଟି, ଗନ୍ଧ୍ରେଲ ପାଇଁ ୩ କୋଟିଶ୍ରୀଘ୍ର ଆରମ୍ଭ ହେବ ବାଇପାସ କାମବଲାଙ୍ଗିରରେ ଆଇନ ବିଶ୍ୱବିଦ୍ୟାଳୟ ପାଇଁ ହେବ ଜୋରଦାର ଦାବୀବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ସ୍ଥାନୀୟ ସାର୍କିଟ ହାଉସ ଠାରେ ମାନ୍ୟବର ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ସାମ୍ବାଦିକଙ୍କ
Read More...

ବର୍ଦ୍ଧିତ ବିଦ୍ୟୁତ ଦର ପ୍ରତିବାଦରେ ଉତ୍କଳ ବିକାଶ ପରିଷଦ ପକ୍ଷରୁ ଦାବୀପତ୍ର ପ୍ରଦାନ

କଟକ, (ଚକ୍ରବର୍ତ୍ତୀ ଓତା) : ରାଜ୍ୟରେ ବର୍ଦ୍ଧିତ ବିଦ୍ୟୁତ ଦର ୟୁନିଟ ପିଛା ୩୦ ପଇସା ଲାଗୁ ହେବାର ପ୍ରତିବାଦରେ ଏକ ଦାବୀପତ୍ର କଟକ ସଦର କନ୍ଦରପୁର ବିଦ୍ୟୁତ କାର୍ୟ୍ୟାଳୟରେ ନିର୍ବାହୀ ଯନ୍ତ୍ରୀ ତୁଳସୀ ଚରଣ ଦାସଙ୍କୁ ଭେଟି ବିଦ୍ୟୁତ ବିଭାଗ ଉପ ମଣ୍ଡଳ ଅଧିକାରୀଙ୍କ ଉଦ୍ଦେଶ୍ୟରେ ଅଗ୍ରଣୀ
Read More...

ବିଦ୍ୟୁତ ଆଘାତରେ କନଷ୍ଟ୍ରୋକସନ କର୍ମଚାରୀ ମୃତ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ଥାନା ଆଲାରୀ ଗ୍ରାମ ନିକଟରେ ଥିବା ତ୍ରିଶକ୍ତି କନଷ୍ଟ୍ରୋକସନ କମ୍ପାନୀ କାମରେ ଜଣେ କାର୍ୟ୍ୟରତ ଶ୍ରମିକ କାମ କରିବା ସମୟରେ ବିଦ୍ୟୁତ ଆଘାତ ହୋଇ ମୃତ୍ୟୁ ବରଣ କରିଥିଲେ । ମୃତକ
Read More...