Monthly Archives

April 2021

କରୋନା କାଳର କରୁଣ ସ୍ଥିତି : ସଂକ୍ରମଣକୁ ଭୟ କରି ପାଖ ମାଡିଲେନି ସାହି ପଡିଶା, ସାଇକେଲରେ ବୁହାହେଲା ଶବ

ଖପ୍ରାଖୋଲ, (କ୍ରିଷ୍ଣା ସେଠୀ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ ଭାଲୁଡୁଙ୍ଗୁରି ଗ୍ରାମରେ ଦେଖିବାକୁ ମିଳିଛି ଏକ ଦୁଃଖଦାୟକ ଦୃଶ୍ୟ । ଭାଲୁଡୁଙ୍ଗୁରି ଗ୍ରାମର ଅଯୋଧ୍ୟା ସାହୁ (୬୦) ଗତ ୧୦ ଦିନ ହେଲା ଜ୍ବରରେ ପୀଡିତ ଥିଲେ । ସୋମବାର ଦିନ ଡାକ୍ତରଖାନାରେ ତାଙ୍କର କୋରୋନା
Read More...

ଅସମ୍ଭାଳ ସ୍ଥିତିରେ ସଂକ୍ରମଣ : ଗତ ୨୪ ଘଂଟାରେ ରାଜ୍ୟରେ ୮୩୮୬ ନୂଆ ଆକ୍ରାନ୍ତ, ଖୋର୍ଦ୍ଧା ଜିଲ୍ଲାରୁ ୧୮୪୦, ବଲାଙ୍ଗିର…

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଜାରି ରହିଛି କରୋନାର ଧୂଆଁଧାର ସଂକ୍ରମଣ । ଅସମ୍ଭାଳ ସ୍ଥିତିରେ ଆସି ପହଂଚିଲାଣି । ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୮୩୮୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏବେ ସକ୍ରିୟଙ୍କ ସଂଖ୍ୟା ୫୫୨୪୫ରେ ପହଂଚିଛି । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୪୭୮୧ ଜଣ
Read More...

ଅପହଞ୍ଚ ଇଲାକାରେ ପହଞ୍ଚିବ ଷ୍ଟେଟ୍ ବ୍ୟାଙ୍କ୍ ଭ୍ରାମ୍ୟମାଣ ଏଟିଏମ୍ ସେବା

ଅନୁଗୁଳ, (କେପିଏନ୍‌ଏସ୍‌) : କରୋନା ସଂକ୍ରମଣର ଭୟାବହତା ଯୋଗୁଁ ଗ୍ରାହକମାନେ ଟଙ୍କା ଉଠାଣ ନିମନ୍ତେ ବ୍ୟାଙ୍କ୍ ବା ଏଟିମ୍ ଯିବା ପାଇଁ ଅସୁବିଧାର ସମ୍ମୁଖୀନ ହେଉ ଥିବାବେଳେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍, ଅନୁଗୁଳ ଶାଖା ଏକ ଅଭିନବ ଉପାୟରେ ଗ୍ରାହକ ସେବା ପ୍ରଦାନ କରିବାକୁ ଆଗେଇ ଆସିଛି ।
Read More...

ଜୀବନ ଜ୍ୟୋତି କଳା ପରିଷଦ ତରଫରୁ ଦ୍ୱିତୀୟ ପର୍ଯ୍ୟାୟ କରୋନା ସଚେତନତା କାର୍ଯ୍ୟକ୍ରମ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ଚଳିତବର୍ଷ ପୁଣି କରୋନାର ଦ୍ୱିତୀୟ ଲହରୀ ଦିନକୁ ଦିନ ବୃଦ୍ଧି ପାଉଥିବା ଯୋଗୁଁ କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ବାରଖମା ଗ୍ରାମ ପଞ୍ଚାୟତରେ ଜୀବନ ଜ୍ୟୋତି କଳା ପରିଷଦ ତରଫରୁ ଏକ କରୋନା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
Read More...

କରୋନା ଯୋଦ୍ଧା ବରିଷ୍ଠ ସାମ୍ବାଦିକ ବିଜୁ ପଟ୍ଟନାୟକଙ୍କ ବିୟୋଗରେ ଓଜେୟୁ ସମ୍ବଲପୁର ଶାଖାର ଶୋକ ପ୍ରକାଶ

ସମ୍ବଲପୁର, (ସଂଜୀବ ପାଣିଗ୍ରାହୀ) : ସମ୍ବଲପୁର ଜିଲ୍ଲାର ବରିଷ୍ଠ ସାମ୍ବାଦିକ ବିଜୁ ପଟ୍ଟନାୟକ(୫୬)ଙ୍କ ଆଜି ପରଲୋକ ହୋଇଯାଇଛି । ସେ ଦୀର୍ଘ ସମୟ ଧରି କୋଭିଡ଼ରେ ଆକ୍ରାନ୍ତ ହୋଇଥିଲେ । କୋଭିଡ଼ରେ ଆକ୍ରାନ୍ତ ହେବା ପରେ ତାଙ୍କ ଶରୀରରେ ବିଭିନ୍ନ ପ୍ରକାରର ସମସ୍ୟା ଦେଖାଯାଇଥିଲା । ତେବେ
Read More...

ବଲାଙ୍ଗିର ଜିଲ୍ଲାରେ ବୋବାଲ୍‌ କଲା କୋଭିଡ୍‌ ସଂକ୍ରମଣ : ଆଜି ଦିନକର ୪୫୭ ଆକ୍ରାନ୍ତ ଚିହ୍ନଟ, ବଲାଙ୍ଗିର ପୌରାଂଚଳରୁ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଆଜି ବୋବାଲ୍‌ କରିଛି କୋଭିଡ୍‌ ସଂକ୍ରମଣ । ଆଜି ଦିନକରେ ୪୫୭ ଜଣ ସଂକ୍ରମିତ ହୋଇଥିବା ସରକାରୀ ରିପୋର୍ଟରେ କୁହାଯାଇଛି । ଏଭଳି ସଂକ୍ରାମକ ସ୍ଥିତିରେ ବଲାଙ୍ଗିରବାସୀ ଅତ୍ୟନ୍ତ ସଜାଗ ରହିବା ନିହାତି ଆବଶ୍ୟକ ହୋଇପଡ଼ିଛି । ନିହାତି ଆବଶ୍ୟକ
Read More...

ମାସ୍କ ବ୍ୟବହାର ନକଲେ ସରକାରୀ ଯୋଜନାରୁ ବାଦ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲାରେ ଦିନକୁ ଦିନ କରୋନା ସଂକ୍ରମଣ ବୃଦ୍ଧି ଘଟୁଥିବା ବେଳେ ଅନେକ ଗ୍ରାମରେ ଅଭିନବ ଉପାୟରେ ଲୋକଙ୍କୁ ସଚେତନ କରୁଥିବା ନଜରକୁ ଆସୁଛି । ପଦ୍ମପୁର ଉପଖଣ୍ଡ ବିଜେପୁର ବ୍ଲକ ଜୋଖିପାଲି ଗ୍ରାମରେ ସମସ୍ତ ଲୋକେ ସରକାରୀ ନିୟମାବଳୀ ଅନୁଯାୟୀ ମାସ୍କ
Read More...

ଜଣେ ଆଗଧାଡିର ଯୁବ ଆଦିବାସୀ ସଂଗଠକ ପୂର୍ଣ୍ଣାନନ୍ଦ ବରିହାଙ୍କ ଅକାଳ ବିୟୋଗ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ବ୍ଳକ ପଣ୍ଡାମୁଣ୍ଡା ପଞ୍ଚାୟତ ବାଞିଝାଲ ଗ୍ରାମର ଯୁବ ଆଦିବାସୀ ସଂଗଠକ ପୂର୍ଣ୍ଣାନନ୍ଦ ବରିହା(୪୦)ଙ୍କ ଅକାଳ ବିୟୋଗ ଘଟିଛି । ସ୍ୱର୍ଗତ ବରିହା କରୋନାରେ ଆକ୍ରାନ୍ତ ହୋଇ ଘରେ ଅସୁସ୍ଥ ଥିଲେ । ସେ କରୋନା ଟୀକା ନେଇଥିବା ଜଣାପଡିଛି । ହଠାତ୍ ଅସୁସ୍ଥ
Read More...

ତୁଲସୀ ରାମାୟଣ ନବାହ ପାରାୟଣ ଅନୁଷ୍ଠିତ

ତରଭା, (ଜିତେନ୍ଦ୍ର ସା) : ତରଭା ବ୍ଲକ ବ୍ରାହ୍ମଣୀ ନିକଟସ୍ଥ ସୀତାରାମ ମଠ ଠାରେ ମହନ୍ତ ମାନଙ୍କ ଦ୍ୱାରା ଶ୍ରୀରାମ ନବମୀ ଉପଲକ୍ଷେ ତୁଲସୀ ରାମାୟଣ ନବାହ ପାରାୟଣ ଅନୁଷ୍ଠିତ ହୋଇଯାଇଛି । ଗାୟକ ଲିପକ ମିଶ୍ର ତୁଲସୀ ରାମାୟଣ ପାରାୟଣ କରିଥିବା ବେଳେ ଏଠାରେ ସମସ୍ତ ପ୍ରକାର କୋଭିଡ ନିୟମ ଅନୁପାଳନ
Read More...

କଂଟାବାଂଜିରେ ସ୍ୱାସ୍ଥ୍ୟସେବାର ବିପର୍ଯ୍ୟସ୍ତ ଅବସ୍ଥାକୁ ନେଇ ଗର୍ଜିଲେ ବିଧାୟକ ସନ୍ତୋଷ ସିଂ ସାଲୁଜା : ତୁରନ୍ତ…

କଂଟାବାଂଜି, (କେପିଏନ୍‌ଏସ୍‌) : କଂଟାବାଂଜିରେ ସ୍ୱାସ୍ଥ୍ୟସେବାର ବିପର୍ଯ୍ୟସ୍ତ ଅବସ୍ଥାକୁ ନେଇ ଗର୍ଜିଛନ୍ତି ବିଧାୟକ ସନ୍ତୋଷ ସିଂ ସାଲୁଜା । ନିକଟବର୍ତ୍ତୀ ଛତିଶଗଡ଼ରୁ କଂଟାବାଂଜିକୁ ଲୋକେ ଅବାଧ ଯିବା ଆସିବା କରିବା ଦ୍ୱାରା କଂଟାବାଂଜିରେ ବହୁ ସଂଖ୍ୟାରେ ଲୋକେ କରୋନା ଆକ୍ରାନ୍ତ ହୋଇଛନ୍ତି
Read More...