Daily Archives

କୋଭିଡ ହସ୍ପିଟାଲରୁ ପଦ୍ମଲୋଚନ ବରିହାଙ୍କ ମର ଶରୀର ଗାଏବ୍‌

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ଅନ୍ତର୍ଗତ ପଦ୍ମପୁର ନିକଟସ୍ଥ ଭେଉଁରିଆ ଗ୍ରାମର ପଦ୍ମଲୋଚନ ବରିହା ଯାହାଙ୍କ ବୟସ ପ୍ରାୟ ୫୨ ବର୍ଷ ହେବ ଜ୍ୱର, ଥଣ୍ଡା, କାଶ ହୋଇ ଗୁରୁତର ହେବାରୁ ପରିବାରର ଲୋକେ ଗତ ୨୬ ତାରିଖ ସଂନ୍ଧ୍ୟା ପ୍ରାୟ ୬ ଘଣ୍ଟା ସମୟରେ ବରଗଡ ଜିଲ୍ଲା ହେଡ କ୍ୱାଟର
Read More...

ଆଜି ଚେନ୍ନାଇ – ହାଇଦ୍ରାବାଦ ମୁହାମହିଁ : ଚେନ୍ନାଇର ଲକ୍ଷ୍ୟ ପ୍ରଥମ ସ୍ଥାନ ଅଧିକାର : ଦ୍ୱିତୀୟ ବିଜୟ ଲକ୍ଷ୍ୟରେ…

ନୂଆଦିଲ୍ଲୀ : ଚେନ୍ନାଇ ସୁପରକିଙ୍ଗ୍ସ ବୁଧବାର ସନ୍‌ରାଇଜର୍ସ ହାଇଦ୍ରାବାଦର ମୁକାବିଲା କରିବ । ଚେନ୍ନାଇ ୫ମ୍ୟାଚ୍‌ରୁ ଲଗାତାର ୪ ବିଜୟ ସହ ୮ ପଏଣ୍ଟ ଅର୍ଜନ କରି ଦୃଢ଼ ସ୍ଥିତିରେ ରହିଛି । ଅନ୍ୟପକ୍ଷରେ ସେହି ୫ ମ୍ୟାଚ୍‌ରୁ ମାତ୍ର ଗୋଟିଏ ବିଜୟ ହାସଲ କରି ହାଇଦ୍ରାବାଦ ସବା ଶେଷ ସ୍ଥାନରେ
Read More...

ଭୋକିଲାଙ୍କୁ ଖାଦ୍ୟ ଯୋଗାଇଲେ ସମାଜସେବୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : କରୋନା ମହାମାରୀ ଓ ନାଇଟ କର୍ଫ୍ୟୁ ଦ୍ୱାରା ପ୍ରଭାବିତ ଭୋକିଲା ଅସହାୟ ବ୍ୟକ୍ତିଙ୍କୁ ଖାଦ୍ୟ ଯୋଗେଇଛନ୍ତି ବରଗଡର ଜଣେ ସମାଜସେବୀ ମୌସମ ମିଶ୍ର । ତାଙ୍କ ସୌଜନ୍ୟରୁ ଆଜି ସୌମ୍ୟ ସେବା ଫାଉଣ୍ଡେସନର ସମାଜସେବୀ ରଘୁନାଥ ନାୟକ, ଡାକ୍ତର ସୂର୍ଯ୍ୟକାନ୍ତ ମହାପାତ୍ର ଓ
Read More...

ଆଂଚଳିକ ପରିବହନ ବିଭାଗର କେତୋଟି ସେବା ବନ୍ଦ ରଖାଯିବ : କୋଭିଡ ପରିଚାଳନା କେନ୍ଦ୍ରରେ ବିଦ୍ୟୁତ ସରବରାହ ବନ୍ଦ ନ…

ଛତ୍ରପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗତ କିଛିଦିନ ମଧ୍ୟରେ ଜିଲ୍ଲାରେ ସଂକ୍ରମିତ ସଂଖ୍ୟା ସ୍ଥିତିକୁ ଲକ୍ଷ୍ୟ ରଖି ଜିଲ୍ଲାର ଅନେକ ବୁଦ୍ଧିଜୀବୀ ଲକ୍‌ଡାଉନ୍‌ ସପକ୍ଷରେ ସୋସିଆଲ୍‌ ମିଡ଼ିଆରେ ନିଜ ନିଜ ମତ ରଖିଛନ୍ତି । ଅନେକ ବ୍ୟବସାୟିକ ସଂଘ ଦୋକାନ ବଜାର ବନ୍ଦ ରଖିବାକୁ ସ୍ୱତଃପ୍ରବୃତ୍ତ
Read More...

ରାଜ୍ୟରେ ଟେଲିମେଡିସିନ୍ ଚିକିତ୍ସା ଚାଲିଛି

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଟେଲିମେଡିସିନ୍ ଜରିଆରେ ଚିକିତ୍ସା ସେବା ପରିଚାଳନା କରାଯାଉଛି । ୩୦ଟି ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟ, କ୍ୟାପିଟାଲ୍ ହସ୍ପିଟାଲ୍, ଆଇଜିଏଚ୍ ରାଉରକେଲା ଏବଂ ନୂତନ ୪ଟି ମେଡିକାଲ୍ କଲେଜରେ ସକାଳ ୮ଟାରୁ ଅପରାହ୍ନ ୫ଟା ଏବଂ କଟକ, ବ୍ରହ୍ମପୁର ଓ ବୁର୍ଲା
Read More...

କରୋନାରେ ଚାଲିଗଲେ ଯାତ୍ରା ଅଭିନେତ୍ରୀ ତୃପ୍ତି

ବାଲେଶ୍ଵର : ଦେଶରେ କରୋନା ସଂକ୍ରମଣ ବଢୁଥିବା ସଙ୍ଗେ ସଙ୍ଗେ ମୃତ୍ୟୁ ସଂଖ୍ୟା ବି ବଢିବାରେ ଲାଗିଛି । ତେବେ କରେନାରେ ଆକ୍ରାନ୍ତ ହୋଇ ଗତକାଲି ସନ୍ଧ୍ୟାରେ ପ୍ରାଣ ହରାଇଛନ୍ତି ଲୋକ ପ୍ରିୟ ଯାତ୍ରା ଅଭିନେତ୍ରୀ ତୃପ୍ତି ପଣ୍ଡା । ସେ କରୋନାରେ ଆକ୍ରାନ୍ତ ହୋଇ ବାଲେଶ୍ଵର ଜିଲ୍ଲା ମୁଖ୍ୟ
Read More...

ପରଲୋକରେ ବିଶିଷ୍ଟ ସାହିତ୍ୟିକ ତଥା ପଦ୍ମ ବିଭୂଷଣ ମନୋଜ ଦାସ

ଭୁବନେଶ୍ୱର, (ସୁଶାନ୍ତ ସାହୁ) : ଓଡିଆ ସାହିତ୍ୟର ମଉଡମଣି କୁହାଯାଉଥିବା ପ୍ରଖ୍ୟାତ ସାହିତ୍ୟିକ ତଥା ପଦ୍ମ ବିଭୂଷଣ ମନୋଜ ଦାସଙ୍କ ପରଲୋକ ଘଟିଛି । ୮୭ ବର୍ଷ ବୟସରେ ତାଙ୍କର ବିୟୋଗ ହୋଇଛି ବୋଲି ତାଙ୍କ ପରିବାର ଲୋକଙ୍କ ପକ୍ଷରୁ ସୂଚନା ମିଳିଛି । ପୁଡୁଚେରୀ ଆଶ୍ରମ ହସ୍ପିଟାଲରେ ସେ
Read More...

ପୁଣି ଏକ ରୋମାଞ୍ଚକର ମ୍ୟାଚ୍ : ଦିଲ୍ଲୀକୁ ୧ରନରେ ହରାଇ ପୁଣି ଶୀର୍ଷ ସ୍ଥାନରେ ବାଙ୍ଗାଲୋର

ଅହମଦାବାଦ : ସ୍ଥାନୀୟ ନରେନ୍ଦ୍ର ମୋଦୀ ଷ୍ଟାଡିୟମଠାରେ ଖେଳାଯ଼ାଇଥିବା ଆଇପିଏଲ ୨୦୨୧ର ଏକ ରୋମାଞ୍ଚକର ମ୍ୟାଚରେ ବାଙ୍ଗାଲୋର ଦିଲ୍ଲୀକୁ ୧ରନରେ ପରାସ୍ତ କରିଛି । କଡ଼ା ପ୍ରତିଦ୍ୱନ୍ଦିତା ମୂଳକ ଏହି ମ୍ୟାଚର ଶେଷ ବଲରେ ହିଁ ବିଜେତା ନିର୍ଣ୍ଣୟ ହୋଇଥିଲା । ଆଜି ଦିଲ୍ଲୀ ଟସ ଜିତି ବାଙ୍ଗାଲୋରକୁ
Read More...

କରୋନାର ବିଭତ୍ସ ତାଣ୍ଡବ : ଗୋଟିଏ ଦିନରେ ୩୨୮୫ ମୃତ୍ୟୁ ସଂଖ୍ୟା, ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୬୨ ହଜାର ୭୮୭

ନୂଆଦିଲ୍ଲୀ : ଦେଶରେ କରୋନାର ବିଭତ୍ସ ତାଣ୍ଡବ ସ୍ଥିତି ଅସଂଭାଳ ହେବା ଯୋଗୁଁ ଲୋକେ ଆତଙ୍କିତ ହେବାର ଦେଖାଦେଇଛି । କରୋନାର ଦ୍ୱିତୀୟ ଲହର ତୀବ୍ର ବେଗରେ ବ୍ୟାପିବାରେ ଲାଗିଛି । ଲଗାତାର ୭ ଦିନ ଧରି ଦେଶରେ ଚିହ୍ନଟ ହେଉଥିବା ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷରୁ ଉପରେ ରହିଛି । ଗତ୨୪
Read More...

ଆସାମର ଉତ୍ତର-ପୂର୍ବରେ ଭୂକମ୍ପ : ୬.୪ ତୀବ୍ରତା ଅନୁଭୂତ

ସୋନିତପୁର : ବୁଧବାର ସକାଳେ ଆସାମର ସୋନିତପୁରରେ ହୋଇଥିବା ଭୂକମ୍ପରେ ତୀବ୍ର କମ୍ପନ ଘଟିଛି । ସକାଳ ୭. ୫୧ରେ ଏହି ଭୂକମ୍ପ ଘଟିଥିଲା । ରିକ୍‌ଟର୍‌ ସ୍କେଲରେ ହୋଇଥିବା ଭୂକମ୍ପର ମାତ୍ରା ୬.୪ ଥିଲା, ଯାହା ଉତ୍ତର-ପୂର୍ବ ରାଜ୍ୟରେ ବ୍ୟାପକ କ୍ଷୟକ୍ଷତି କରିଥିଲା । ଆସାମ ମୁଖ୍ୟମନ୍ତ୍ରୀ
Read More...