Daily Archives

ଗାଁ ବାହାରେ ପ୍ରେମୀ ଯୁଗଳ‌ଙ୍କ ଝୁଲ‌ନ୍ତା ଦେହ ଉ‌ଦ୍ଧାର : ପୋଲିସ ପହଞ୍ଚିବା ପୂର୍ବରୁ ପରିବାର ଲୋକେ କରିଦେଲେ ଶବଦାହ

ସୀତାପୁର : ୟୁପି.ର ସୀତାପୁର ଜିଲ୍ଲାର ସଣ୍ଡା କୋଟୱାଲୀ ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି । ଫାଶ ଲଗାଇ ପ୍ରେମୀ ଯୁଗଳ ଆତ୍ମହତ୍ୟା କରିଛନ୍ତି । ଉଭୟଙ୍କ ମୃତଦେହ ଗାଁ ବାହାରେ ଝୁଲୁଥିବା ଦେଖିବାକୁ ମିଳିଥିଲା । ତେବେ ଉଭୟଙ୍କ ସମ୍ପର୍କୀୟମାନେ ମୃତଦେହକୁ ପୋଲିସ ପହଞ୍ଚିବା ପୂର୍ବରୁ ପୋଡି
Read More...

ଲିମ୍ବ ଗଛରୁ ଯୁବକଙ୍କ ମୃତ ଦେହ ଉଦ୍ଧାର

ଖପ୍ରାଖୋଲ, (କ୍ରିଷ୍ଣା ସେଠୀ) : ବଲାଙ୍ଗିର ଜିଲ୍ଲା ଲାଠୋର ଥାନା ଅନ୍ତର୍ଗତ କରୁଆଁଝର ଗ୍ରାମର ଏକ ଲିମ୍ବ ଗଛରୁ ଯୁବକଙ୍କ ମୃତ ଦେହକୁ ଉଦ୍ଧାର କରିଛି ଲାଠୋର ପୋଲିସ । ଯୁବକ ଜଣକ ନୂଆପଡା ଜିଲ୍ଲା କୋମନା ଥାନା ସେମେଲପାଲି ଗ୍ରାମର ଭାଗ୍ୟବନ୍ତ ପରାଭୁଏ (୩୫)ବୋଲି ଜଣାପଡିଛି । ତାଙ୍କ ଘରେ ଏବେ
Read More...

ପୁଣି ଏକ ରୋମଞ୍ଚକ ମ୍ୟାଚ୍ : ହାଇଦ୍ରାବାଦକୁ ୧୩୭ ରନରେ ଅଲଆଉଟ୍ କରି ୧୪ ରନରେ ହରାଇଲା ମୁମ୍ବାଇ

ଚେନ୍ନାଇ : ଚେନ୍ନାଇର ଏମ.ଏ. ଚିନ୍ନାସ୍ବାମୀ ଷ୍ଟାଡିୟମଠାରେ ଖେଳାଯାଉଥିବା ଚଳିତ ଆଇପିଏଲର ୯ମ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରିଛି ମୁମ୍ବାଇ ଇଣ୍ଡିଆନ୍ସ । ଗତକାଲି ମୁମ୍ବାଇ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଦଳର ଦୁଇ ଓପନର ରୋହିତ ଶର୍ମା ଓ
Read More...

କରୋନା ସଂକ୍ରମଣରେ ହାହାକାର : ସାରା ଦେଶରେ ୨୪ ଘଣ୍ଟା ମଧ୍ୟରେ ୨ ଲକ୍ଷ ୬୧ ହଜାର ୫୦୦ ନୂତନ ରୋଗୀ, ସକ୍ରିୟ ମାମଲା ୧୮…

ନୂଆଦିଲ୍ଲୀ : କରୋନା ସଂକ୍ରମଣ ସାରା ଦେଶରେ ଅସନ୍ତୋଷ ସୃଷ୍ଟି କରିଛି । ଲଗାତାର ଚତୁର୍ଥ ଦିନ ପାଇଁ ଦେଶରେ ୨ ଲକ୍ଷରୁ ଅଧିକ କରୋନା ସଂକ୍ରମଣ ରିପୋର୍ଟ ହୋଇଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ଦେଶରେ ୨ ଲକ୍ଷ ୬୧ ହଜାର ୫୦୦ ନୂତନ କରୋନା ସଂକ୍ରମଣର ରୋଗୀ
Read More...

ବଲାଙ୍ଗିର ଜିଲ୍ଲା ପ୍ରଶାସନ ପକ୍ଷରୁ ୨୪ x ୭ କୋଭିଡ଼ କଂଟ୍ରୋଲ ରୁମ୍

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପ୍ରଶାସନ ପକ୍ଷରୁ ୨୪ x ୭ କୋଭିଡ଼ କଂଟୋଲ୍‌ ରୁମ୍‌ ଆରମ୍ଭ ହୋଇଯାଇଛି । କୋଭିଡ଼ ସଂକ୍ରାନ୍ତୀୟ ସମସ୍ତ ପ୍ରକାର ସୂଚନା, ଅନୁରୋଧ ତଥା ଅଭିଯୋଗ ନିମନ୍ତେ ଏହି କଂଟ୍ରୋଲ ରୁମ୍‌ କାମ କରିବ । ଏଥିପାଇଁ ଜାରି କରାଯାଇଥିବା ହେଲ୍‌ପ୍‌ ଲାଇନ୍‌
Read More...

ଘୁଞ୍ଚିଲା ଜେଇଇ ମେନ୍ ପରୀକ୍ଷା

ନୂଆଦିଲ୍ଲୀ : ଦେଶରେ କରେନା ହୁ ହୁ ହୋଇ ବଢିବାରେ ଲାଗିଛି । ତେବେ ତାକୁ ଦୃଷ୍ଟିରେ ରଖି ୨୦୨୧ ଏପ୍ରିଲ୍ ସେସନ୍‌ର ଯୁଗ୍ମ ପ୍ରବେଶିକା ପରୀକ୍ଷା ବା ଜେଇଇ ମେନ୍ ପରୀକ୍ଷାକୁ ଘୁଞ୍ଚାଯାଇଛି । ପରୀକ୍ଷାର ୧୫ ଦିନ ପୂର୍ବରୁ ପରୀକ୍ଷାର୍ଥୀ ମାନଙ୍କୁ ଜଣାଇ ଦିଆଯିବ ବୋଲି ନ୍ୟାସ୍‌ନାଲ୍ ଟେଷ୍ଟିଂ
Read More...

ବଲାଙ୍ଗିର ଜିଲ୍ଲାରେ ସପ୍ତାହନ୍ତ ସଟ୍‌ଡାଉନ୍‌ର ଦ୍ୱିତୀୟ ଦିନ : ଲୋକେ ସଚେତନ ହେବା ଜରୁରୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ ସପ୍ତାହନ୍ତ ସଟ୍‌ଡାଉନ୍‌ର ଦ୍ୱିତୀୟ ଦିନ । ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ ଅନୁସାରେ ବଲାଙ୍ଗିର ଜିଲ୍ଲାର ବଲାଙ୍ଗିର ଓ ଟିଟିଲାଗଡ଼ ପୌରାଂଚଳ ଏବଂ ପାଟଣାଗଡ଼, ତୁଷୁରା ଓ କଂଟାବାଂଜି ଏନ୍‌ଏସି ଅଂଚଳରେ ସପ୍ତାହନ୍ତ ଲକ୍‌ଡାଉନ୍‌
Read More...

କୋଭିଡ଼ କଟକଣା ଯୋଗୁଁ ଶ୍ରୀ ଲିଙ୍ଗରାଜ ମହୋତ୍ସବ ବନ୍ଦ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଏକାମ୍ର ସାଂସ୍କୃତିକ ପ୍ରକାଶନୀ ପକ୍ଷରୁ ଶ୍ରୀ ଲିଙ୍ଗରାଜ ଭଜନ ମଣ୍ଡପରେ ଶ୍ରୀ ଲିଙ୍ଗରାଜ ମହୋତ୍ସବ ଚଳିତ ବର୍ଷ କୋଭିଡ଼ ସଂକ୍ରମଣକୁ ଦୃଷ୍ଟିରେ ରଖି ବନ୍ଦ କରି ଦିଆଯାଇଛି । ଦୀର୍ଘ ବର୍ଷ ହେଲା ୬ ଦିନ ଧରି ଶ୍ରୀ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ଅନୁଷ୍ଠିତ
Read More...

କରୋନା ଯୋଦ୍ଧା ଡାକ୍ତର ଦିଲ୍ଲୀପ ଷଡ଼ଙ୍ଗୀ ଚାଲିଗଲେ କରୋନାରେ

ବଲାଙ୍ଗିର, (କେପିଏନ୍‌ଏସ୍‌) : କରୋନା ମହାମାରୀରେ ଆଗଧାଡିର ଯୋଦ୍ଧା ଡା. ଦିଲ୍ଲୀପ ଷଡ଼ଙ୍ଗୀ ଚାଲିଗଲେ କରୋନା ସଂକ୍ରମଣରେ । କରୋନା ଯୋଦ୍ଧା ଭାବେ ପ୍ରଥମ ପର୍ୟ୍ୟାୟରେ ଦୁଇଟି ଯାକ ଡୋଜ ଟିକା ନେଇ ମଧ୍ୟ ସେ କରୋନା ସହ ମୁହାଁମୁହିିଁ ହେବା ବେଳକୁ ହାରି ଯାଇଛନ୍ତି। ଅନ୍ୟକୁ ଚିକିତ୍ସା
Read More...

ପାଇକମାଲ ବ୍ଲକ ପାଲଟିଛି କରୋନା ହଟସ୍ପଟ୍‌, ଗୋଟିଏ ଦିନରେ ୨ ମୃତ : ସୁରକ୍ଷା ପାଇଁ କଠୋର ପଦକ୍ଷେପ ଗ୍ରହଣ କରିବାକୁ…

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକରେ କରୋନା ତାହାର କାୟା ବିସ୍ତାର କରିବାରେ ଲାଗିଛି । ଦିନକୁ ଦିନ ସଂକ୍ରମିତ ବ୍ୟକ୍ତିଙ୍କ ସଂଖ୍ୟା ବଢ଼ିବାରେ ଲାଗିଥିଲେ ମଧ୍ୟ ବ୍ଲକ ପ୍ରଶାସନ ତରଫରୁ ସେମିତି କିଛି ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରାଯାଇନାହିଁ । ଗତକାଲି
Read More...