Daily Archives

ଦଳ ବିରୋଧୀ କାର୍ଯ୍ୟ ପାଇଁ ନିଲମ୍ବିତ ହେଲେ ଦୁଇ ବିଜେଡି ନେତା

ସୁନ୍ଦରଗଡ : ଦଳ ବିରୋଧୀ କାର୍ୟ୍ୟ ପାଇଁ ସୁନ୍ଦରଗଡ ଜିଲ୍ଲାର ଦୁଇ ବିଜେଡି ନେତା ନିଲମ୍ବିତ ହୋଇଛନ୍ତି । ନିଲମ୍ବିତ ଦୁଇ ବିଜେଡି ନେତା ହେଉଛ‌ନ୍ତି ଅମରେଶ ପଣ୍ଡା ଓ ବିନୟ ପଣ୍ଡା । ଦଳବିରୋଧୀ କାର୍ଯ୍ୟ ପାଇଁ ଏହି ଦୁଇ ନେତାଙ୍କୁ ନିଲମ୍ବନ କରିଛନ୍ତି ଦଳୀୟ ସଭାପତି । ଏନେଇ ଏକ ବିଜ୍ଞପ୍ତି
Read More...

ଛାତ୍ର କ୍ରିୟାନୁଷ୍ଠାନ କମିଟି ତରଫରୁ ଡିଏଭି ସ୍ୱୟଂଶାସିତ ମହାବିଦ୍ୟାଳୟରେ ଧାରଣା

ଟିଟିଲାଗଡ, (ଗୌରବ ଦର୍ଜୀ) : ଆଜି ସ୍ଥାନୀୟ ଡିଏଭି ‌ସ୍ୱୟଂଶାସିତ ମହାବିଦ୍ୟାଳୟରେ ଯୁକ୍ତ ତିନି ତୃତୀୟ ସେମିଷ୍ଟର ପରୀକ୍ଷା ତଥା ଅନ୍ୟାନ୍ୟ ସେମିଷ୍ଟର ପରୀକ୍ଷା ଏବଂ ଚାଲିଥିବା ଅନଲାଇନ କ୍ଲାସ ଗୁଡିକ ନିୟମିତ ଭାବରେ କରାଯିବ ପାଇଁ ଛାତ୍ର କ୍ରିୟାନୁଷ୍ଠାନ କମିଟି ତରଫରୁ ଧାରଣା ଦିଅ ଯିବା
Read More...

ଚଟୁଅନକା ପଞ୍ଚାୟତରେ କରୋନା ଟୀକାକରଣ

ତୁରେକେଲା, (କୈଳାଶ ସଗ୍ରିଆ) : ତୁରେକେଲା ବ୍ଳକ ଅନ୍ତର୍ଗତ ଚଟୁଅନକା ଗ୍ରାମ ପଞ୍ଚାୟତର ଚଟୁଅନକା ସ୍ଥିତ କ୍ଳବ ଗୃହରେ କରୋନା ଟୀକାକରଣ ଆରମ୍ଭ ହୋଇଯାଇଛି । କରୋନା ଟୀକା ନେଲେ ଲୋକମାନେ ମରିଯିବା, ପାର୍ଶ୍ଵ ପ୍ରତିକ୍ରିୟା ଦେଖାଯାଉଥିବାର ସୋସିଆଲ ମିଡ଼ିଆ ଓ ଲୋକ ଗୁଜବରେ ଲୋକମାନେ ଭୟଭୀତ ହୋଇ
Read More...

ବିପଦ ସଂକୁଳ ଅବସ୍ଥାରେ କଟଙ୍ଗପାଲି ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ମିଠାପାଲି ଗ୍ରାମ ପଞ୍ଚାୟତ କଟଙ୍ଗପାଲି ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା ବର୍ତ୍ତମାନ ବିପର୍ୟ୍ୟୟ ହୋଇ ମରଣଯନ୍ତା ପାଲଟି ଯାଇଛି । ଏହି ରାସ୍ତାରେ ଲୋକେ ତଥା ଛାତ୍ରଛାତ୍ରୀ ମାନେ ପାଇକମାଲ ସ୍କୁଲ କଲେଜକୁ ପାଠପଢି ଯାଆନ୍ତି । ହେଲେ ଏହି
Read More...

୧୭ ଏପ୍ରିଲରୁ ରାଜ୍ୟର ସମ‌ସ୍ତ ସହରା‌ଞ୍ଚଳରେ ନାଇଟ୍‌ କର୍ଫ୍ୟୁ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ୧୭ ଏପ୍ରିଲ (ଶନିବାର) ଠାରୁ ରାଜ୍ୟର ୧୦ଟି ସୀମାନ୍ତ ଜିଲ୍ଲାରେ ସନ୍ଧ୍ୟା ୬ଟାରୁ ସକାଳ ୫ଟା ପର୍ୟ୍ୟନ୍ତ ଏବଂ ଅନ୍ୟ ୨୦ଟି ଜିଲ୍ଲାର ସହରାଞ୍ଚଳରେ ରାତି ୯ଟାରୁ ସକାଳ ୫ଟା ପର୍ୟ୍ୟନ୍ତ କର୍ଫ୍ୟୁ ବଳବତ୍ତର ରହିବ । ଏହି ସମୟରେ ସ୍ୱାସ୍ଥ୍ୟ ସେବା, ଅନ୍ୟାନ୍ୟ
Read More...

ଆସନ୍ତା ୧୭ରୁ ୨୨ ତାରିଖ ପର୍ଯ୍ୟନ୍ତ ନୂଆପଡ଼ା ଜିଲ୍ଲାର ଖଡ଼ିଆଳ ଏନଏସିକୁ ସଟଡାଉନ ଘୋଷଣା

ନୂଆପଡ଼ା : ଆସନ୍ତା ୧୭ରୁ ୨୨ ତାରିଖ ପର୍ଯ୍ୟନ୍ତ ନୂଆପଡ଼ା ଜିଲ୍ଲାର ଖଡ଼ିଆଳ ଏନଏସିକୁ ସଟଡାଉନ ଘୋଷଣା କରାଯାଇଥିବା ସୂଚନା ମିଳିଛି । ସଟଡାଉନକୁ କଡ଼ାକଡ଼ି ପାଳନ କରିବାକୁ ନିର୍ଦେଶ ଦିଆଯାଇଥିବା ବେଳେ ସଟଡାଉନରେ ଦୋକାନ ବଜାର, ରେଷ୍ଟୁରାଣ୍ଟ, ଢ଼ାବା, ବ୍ୟାଙ୍କ, ସରକାରୀ କାର୍ୟ୍ୟାଳୟ,
Read More...

ସ୍ଥାୟୀ ସେବା ଯୋଗାଇ ଦେବା ନିମନ୍ତେ ଉପ ଜିଲ୍ଲାପାଳଙ୍କ ନିକଟରେ ଦାବୀପତ୍ର

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଳକ ଅନ୍ତର୍ଗତ ପଲସଦା ଗ୍ରାମ ପଞ୍ଚାୟତ ଖଇରା ଗ୍ରାମ ଏକ ଆଦିବାସୀ ବହୁଳ ଗ୍ରାମ ଅଟେ । ଏ ଗ୍ରାମର ଲୋକ ସଂଖ୍ୟା ୧୨୦୦ ପର୍ୟ୍ୟନ୍ତ ପ୍ରାୟ ହେବ । ଖଇରା ଗ୍ରାମରେ ପ୍ରଶାସନ ଠିକ୍ ଭାବରେ ସ୍ବାସ୍ଥ୍ୟ ସେବା ଯୋଗାଇ ନ ଦେଉଥିବାରୁ ଏ
Read More...

ଅଣ୍ଟା ଭିଡ଼ିଲେ କ୍ରସରର ବିରୁଦ୍ଧରେ ମହିଳା

ବୌଦ୍ଧ, (ମମତା ମହାକୁର) : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍‌ ଛତ୍ରଙ୍ଗ ଗ୍ରାମ ପଞ୍ଚାୟତ ଖରଭୁଇଁଁ ଗ୍ରାମରେ ପ୍ରତିଷ୍ଠା ହୋଇଥିବା କ୍ରସରକୁ ବହୁଦିନ ହେଲା ଗ୍ରାମବାସୀ ବିରୋଧ କରି ଆସୁଥିବା ବେଳେ ବର୍ତ୍ତମାନ ମହିଳାମାନେ କ୍ରସର୍‌ ବିରୋଧରେ ଅଣ୍ଟା ଭିଡିଥିବା ଦେଖିବାକୁ ମିଳିଛି । ଆଜି ମା'
Read More...

ବାଇକ ଧକ୍କାରେ ଜଣେ ମହିଳା ମୃତ

ବୌଦ୍ଧ, (ମମତା ମହାକୁର) : ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅନ୍ତର୍ଗତ ୫୭ ନମ୍ବର ଜାତୀୟ ରାଜପଥ ମହେଶ୍ୱରପିଣ୍ଡା ଛକ ଠାରେ ଏକ ବାଇକ ଧକ୍କାରେ ଜଣେ ମହିଳା ଗୁରୁତର ଆହତ ହୋଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ସୋନପୁର ଡାକ୍ତରଖାନାରେ ଭର୍ତି କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ
Read More...

ଢାବାରେ ଅବକାରୀ ଚଢାଉ, ବିପୁଳ ପରିମାଣର ବିଅର୍‌ ସହ ବିଦେଶୀ ମଦ ଜବତ୍

ବୌଦ୍ଧ, (ବଂଶୀଧର ମାଝୀ) : ଆଜି ଅବକାରୀ ଅଧୀକ୍ଷକ ଶ୍ରୀମତୀ କ୍ରିଷ୍ଣା ନାଏକଙ୍କ ନିର୍ଦ୍ଦେଶ କ୍ରମେ ଅବକାରୀ ଉପ ନିରୀକ୍ଷକ ରମେଶ ଚନ୍ଦ୍ର ମହାନ୍ତିଙ୍କ ନେତୃତ୍ବରେ ଅବକାରୀ ଓ ପୋଲିସର ମିଳିତ ଚଢାଉରେ ବକ୍ଷଉଁଶୁଣି ଥାନା ସିଙ୍ଗାରୀ ନିକଟ ଗୋଟିଏ ଢାବାରୁ ବିପୁଳ ପରିମାଣର ବିଅର୍ ସହ ବିଦେଶୀ ମଦ
Read More...