Daily Archives

ମୁଖ୍ୟ ଶାସନ ସଚିବ ଏବଂ ୫T ସଚିବ‌ଙ୍କ ବାଲେ‌ଶ୍ୱର ଜିଲ୍ଲା ଗସ୍ତ

ବାଲେ‌ଶ୍ୱର, (କେପିଏନ୍‌ଏସ୍‌) : ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ମହାପାତ୍ର, ୫T ସଚିବ ଶ୍ରୀ ଭିକେ ପାଣ୍ଡିଆନ୍‌ ଏବଂ ପୂର୍ତ୍ତ ସଚିବ ଗତକାଲି ବାଲେ‌ଶ୍ୱର ଜିଲ୍ଲା ଗସ୍ତ କରି ଜିଲ୍ଲାର ଉନ୍ନତି ପାଇଁ ଆବଶ୍ୟକ ଭିତ୍ତିଭୂମି ସମୀକ୍ଷା କରିଛନ୍ତି । ଅଧିକାରୀମାନେ ଜିଲ୍ଲା ପ୍ରଶାସନ ସହ ଆଲୋଚନା
Read More...

୭୩ତମ ରାଜଧାନୀ ପ୍ରତିଷ୍ଠା ଦିବସ ପାଳିତ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ୭୩ତମ ରାଜଧାନୀ ପ୍ରତିଷ୍ଠା ଦିବସ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମାନ୍ୟବର ବାଚସ୍ପତି ଡଃ ସୂର୍ୟ୍ୟ ନାରାୟଣ ପାତ୍ର ଓଡିଶାର ଗୌରବମୟ ଇତିହାସ ଓ ଭୁବନେଶ୍ବରକୁ ରାଜଧାନୀ କରିବାର ପୃଷ୍ଠଭୂମି ସମ୍ପର୍କରେ ଆଲୋଚନା କରିଥିଲେ । ବିଭିନ୍ନ କ୍ଷେତ୍ରରେ
Read More...

ବର୍ଷିୟାନ ସାମ୍ବାଦିକ ଶ୍ୟାମ୍‌ ଖୋସଲାଙ୍କ ପରଲୋକ : ମନ୍ତ୍ରୀ ଓ ସାମ୍ବାଦିକ ସଂଘର ଶୋକ

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ବର୍ଷିୟାନ ସାମ୍ବାଦିକ, ଜାତୀୟ ସାମ୍ବାଦିକ ୟୁନିଅନର ପ୍ରତିଷ୍ଠାତା ସଦସ୍ୟ, ଇଣ୍ଡିଆନ ମିଡିଅର ସେଣ୍ଟର ଓ ପଞ୍ଚଦ୍‌ ଗବେଷଣା ଶିକ୍ଷାନୁଷ୍ଠାନର ପ୍ରତିଷ୍ଠାତା ନିର୍ଦ୍ଦେଶକ, ବିଶିଷ୍ଟ ଶ୍ରମିକ ନେତା, ପ୍ରେସ୍‌ କାଉନସିଲର ପୂର୍ବତନ ସଦସ୍ୟ ଶ୍ୟାମ ଖୋସ୍‌ଲାଙ୍କ
Read More...

ଉପ ନିର୍ବାଚନ ଉଷ୍ମତାରେ ସାଧାରଣ ଭୋଟରଙ୍କ ସମସ୍ୟା ସାମ୍ନାକୁ ଆସୁଛି

ପିପିଲି, (ଚକ୍ରବର୍ତ୍ତୀ ଓତା) : ପିପିଲି ନିର୍ବାଚନ ମଣ୍ଡଳୀରେ ଉପ ନିର୍ବାଚନ ଉଷ୍ମତା ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ସାଧାରଣ ଭୋଟରଙ୍କ ସମସ୍ୟାକୁ ନେଇ ଅଭିଯୋଗ ଓ ଅଭିମାନ ନିର୍ବାଚନ ପ୍ରକ୍ରିୟାକୁ ଭିନ୍ନ ମୋଡ ଦେଉଛି । ଏହିପରି ଏକ ଅଭିନବ ଘଟଣା ପୁରୀ ଜିଲ୍ଲା ଅନ୍ତର୍ଗତ ଡେଲାଙ୍ଗ
Read More...

କରୋନା ସଂକ୍ରମଣରେ ବିସ୍ଫୋରକ ସ୍ଥିତି : ୨୪ ଘଣ୍ଟାରେ ୧,୮୪,୩୭୨ ନୂତନ ମାମଲା, ୧,୦୨୭ ରୋଗୀଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ସାରା ଦେଶରେ ଅନିୟନ୍ତ୍ରିତ ବେଗରେ କରୋନା ମାମଲା ବୃଦ୍ଧି ପାଉଛି । ଗତ ୨୪ ଘଣ୍ଟା ମଧ୍ୟରେ ୧,୮୪,୩୭୨ ନୂତନ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧,୦୨୭ ରୋଗୀଙ୍କ ମୃତ୍ୟୁ ଘଟିଛି । ସ୍ୱାସ୍ଥ୍ୟ ବିଭାଗର ସର୍ବଶେଷ ତଥ୍ୟ ଅନୁଯାୟୀ, ସାରା ଦେଶରେ କରୋନା ରୋଗ ସଂକ୍ରମିତଙ୍କ
Read More...

ମହୁଲ : ମୂଲ ପାଉନାହାନ୍ତି ଆଦିବାସୀ ସଂଗ୍ରହକାରୀ : ବେପାରୀ ମାଲାମାଲ୍‌

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡରେ ବର୍ତ୍ତମାନ ମହୁଲ ସଂଗ୍ରହ ବେଳ ।ମହୁଲ ଗଛ ଥିବା ଆଦିବାସୀ ଅଞ୍ଚଳର ଜନସାଧାରଣଙ୍କ ମହୁଲ ରୋଜଗାର ଏକ ପ୍ରମୁଖ ମାଧ୍ୟମ ।ମହୁଲ ବର୍ଷକୁ ଥରେ ଫୁଟୁଥିବା ବେଳେ ଏହା ଏହି ଅଞ୍ଚଳର ଆଦିବାସୀମାନଙ୍କ ଏକ ଲାଭଦାୟକ ଫସଲ । ବିଶେଷ କରି
Read More...

ଡାକ୍ତର ସୂର୍ଯ୍ୟକାନ୍ତ ମହାପାତ୍ରଙ୍କୁ ଧନ୍ୟବାଦ୍ ଜଣାଇଲେ ରାଜ୍ୟ ସରକାର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା କୁସଂଗ ସ୍ୱାସ୍ଥ୍ୟକେନ୍ଦ୍ରର କାର୍ଯ୍ୟରତ ଡାକ୍ତର ସୂର୍ଯ୍ୟକାନ୍ତ ମହାପାତ୍ର ନିଜ ଗାଁ ଫଟାବହାଲରେ ଥିବା ସରକାରୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ପୋଷ୍ୟ ଭାବେ ଗ୍ରହଣ କରିଛନ୍ତି । ସ୍କୁଲ ପରିସରକୁ ସଫା ସୁତୁରା ସହିତ ସମ୍ବଲପୁରୀ
Read More...

ଆଜିର ପାଖାପାଖି ପନିପରିବା ଦର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରରେ ଆଜିର ପନିପରିବା ଦର କିଲୋ ପିଛା ପାଖାପାଖି ଯାହା ରହିଛି, ସେ ସଂପର୍କରେ ଜାଣିବା ଆସନ୍ତୁ । ଟମାଟର୍‌ – ୧୦ ଟଙ୍କା, ସଜନା ଛୁଇଁ (ମୁନ୍‌ଗା) – ୪୦ ଟଙ୍କା, ଅଦା – ୬୦ ଟଙ୍କା, ରଷୁଣ – ୧୨୦ ଟଙ୍କା, ଭେଣ୍ଡି -୫୦ ଟଙ୍କା, ବିମ୍‌ – ୮୦ ଟଙ୍କା,
Read More...

ଆଜି ରାଜ୍ୟରେ ୨୨୬୭ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୨୨୬୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୩୧୪ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୯୫୩ ଜଣ ଆଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ କୁହାଯାଇଛି । ଜିଲ୍ଲା
Read More...