Daily Archives

ଗ୍ୟାଙ୍ଗଷ୍ଟାର ହାଇଦର ଫେରାର ହେବା ଘଟଣାରେ କାର୍ଯ୍ୟାନୁଷ୍ଠାନ : ନିଲମ୍ବିତ ହେଲେ ୬ ପୋଲିସ କର୍ମଚାରୀ

ସମ୍ବଲପୁର : କଟକ ଏସସିବିର ସର୍ଜରୀ ଓ୍ୱାର୍ଡରେ ଚିକିତ୍ସିତ ହେଉଥିବା ବେଳେ ଶନିବାର ଅର୍ଥାତ ଗତକାଲି ଡାକ୍ତରଖାନା ବେଡ୍‌ରୁ କେନ୍ଦ୍ରାପଡାର କୁଖ୍ୟାତ ଗ୍ୟାଙ୍ଗଷ୍ଟର ହାଇଦର ଫେରାର ହେବା ଘଟଣାରେ କାର୍ଯ୍ୟାନୁଷ୍ଠାନ ହୋଇଥିବା ଜଣାପଡିଛି । ତେବେ ସୁରକ୍ଷା ଦାୟିତ୍ୱରେ ଥିବା ପୋଲିସ
Read More...

ଦେଶରେ ଦେଢ଼ ଲକ୍ଷ ଅତିକ୍ରମ କଲା ଦୈନିକ କରୋନା ସଂକ୍ରମଣ ସଂଖ୍ୟା

ନୂଆଦିଲ୍ଲୀ : ଦେଶରେ ଦ୍ୱିତୀୟ କରୋନା ତରଙ୍ଗ ପ୍ରଥମ ତରଙ୍ଗ ଅପେକ୍ଷା ଅଧିକ ବିପଜ୍ଜନକ ବୋଲି କୁହାଯାଏ । ଦ୍ୱିତୀୟ ତରଙ୍ଗରେ ଆସୁଥିବା ନୂତନ ରୋଗୀମାନେ ଆଜି ପର୍ୟ୍ୟନ୍ତ ସମସ୍ତ ରେକର୍ଡ ଭାଙ୍ଗିଛନ୍ତି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧.୫୨ ଲକ୍ଷରୁ ଅଧିକ ମାମଲା ରେକର୍ଡ କରାଯାଇଛି । ଏଥି
Read More...

କୋଭିଡ୍ ସ୍ଥିତି ସମୀକ୍ଷା ପାଇଁ ମୁଖ୍ୟ ଶାସନ ସଚିବଙ୍କ କଳାହାଣ୍ଡି ଓ ନୂଆପଡା ଜିଲ୍ଲା ଗସ୍ତ

ଭୁବନେ‌ଶ୍ୱର, (କେପିଏନ୍‌ଏସ୍‌) : ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଏବଂ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ଆଜି କଳାହାଣ୍ଡି ଓ ନୂଆପଡା ଜିଲ୍ଲା ଗସ୍ତ କରି ଉଭୟ ଜିଲ୍ଲାର କୋଭିଡ୍ ସ୍ଥିତିର ସମୀକ୍ଷା କରିଛନ୍ତି । କଳାହାଣ୍ଡି ଜିଲ୍ଲାରେ ଖୁବ୍ ଶୀଘ୍ର ବିଶେଷଜ୍ଞ
Read More...

ମାଁ ସାହାଜୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ : ମହଖଣ୍ଡକୁ ପରାସ୍ତ କରି ସିକୁଆଁ ଚାମ୍ପିଆନ୍‌

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ମାଁ ସାହାଜୀ ଯୁବକ ସଂଘ କପିଲାଭଟା ଓ ନେହେରୁ ଯୁବ କେନ୍ଦ୍ର ବଲାଙ୍ଗିରର ମିଳିିତ ଆନୁକୂଲ୍ୟରେ ଚାଲିଥିବା ମାଁ ସାହାଜୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଗତକାଲି ଉଦଯାପିତ
Read More...

ଉତ୍କଳ କନ୍ଧ ସମାଜ ବୁଡୁକା ପ୍ରଗଣାର ନୂତନ କର୍ମକର୍ତ୍ତା ଚୟନ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସଦର ଠାରେ ଥିବା ଜମିଦାର ଭବନ ଠାରେ ଉତ୍କଳ କନ୍ଧ ସମାଜ ବୁଡୁକା ପ୍ରଗଣାର ନୂତନ କର୍ମକର୍ତ୍ତା ଗଠନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ର କମିଟି ସ୍ୱୀକୃତି ପ୍ରାପ୍ତ ଅସ୍ଥାୟୀ ସଭାପତି ଚକ୍ରଧର
Read More...

ପ୍ରଶଂସନୀୟ ପଦକ୍ଷେପ : ସମାଜ ବାସନ୍ଦ ବ୍ୟକ୍ତିଙ୍କ ଶବ ସତ୍‌କାର କଲେ ଚିନ୍ତାମଣି

ଆଗଲପୁର, (କେପିଏନ୍‌ଏସ୍‌) : ଗତ ତା ୯/୦୪/୨୦୨୧ ରିଖ ଶୁକ୍ରବାର ଦିନ ସକାଳେ ଗୁହୁରିଆମୁଣ୍ଡା ଗ୍ରାମରେ ସଂକୀର୍ତନ ମାଝି ନାମକ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ବେଳେ ଉକ୍ତ ମୃତ ବ୍ୟକ୍ତି ଜଣକ ଅନ୍ତର୍ଜାତୀୟ ବିବାହ କରିଥିବା ଯୋଗୁଁ ନିଜର ଜାତି ଭାଇ ତଥା ଗ୍ରାମର ଲୋକମାନେ ତାଙ୍କ ଶବ
Read More...

ଉପରମୁହାଁ କରୋନା : ଆଜି ରାଜ୍ୟରେ ୧୩୭୯ ନୂଆ ଆକ୍ରାନ୍ତ ଚିହ୍ନଟ, ଶୀର୍ଷରେ ସୁନ୍ଦରଗଡ଼ ଜିଲ୍ଲା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୧୩୭୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୮୦୮ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୫୭୧ ଜଣ ଆଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ କୁହାଯାଇଛି । ଜିଲ୍ଲା ଅନୁସାରେ
Read More...

ଆଇପିଏଲ : ଅଭିଜ୍ଞ ଅଧିନାୟକ ଧୋନିଙ୍କୁ ହରାଇଲେ ନୂଆଁ ଅଧିନାୟକ ପନ୍ତ : ମୁମ୍ବାଇରେ ଚେନ୍ନାଇ ବିପକ୍ଷରେ ଦିଲ୍ଲୀର…

ମୁମ୍ବାଇ : ସ୍ଥାନୀୟ ଓ୍ବାଙ୍ଖଡ଼େ ଷ୍ଟାଡିୟମଠାରେ ଚାଲିଥିବା ଚଳିତ ଆଇପିଏଲର ୨ୟ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ଚେନ୍ନାଇ ସୁପର କିଙ୍ଗସକୁ ୭ ଓ୍ବିକେଟରେ ପରାସ୍ତ କରିଛି । ଏହା ସହିତ ଦିଲ୍ଲୀ ନିଜର ବିଜୟ ଅଭିଯାନ ଆରମ୍ଭ କରିଛି ।ଆଜି ଦିଲ୍ଲୀ ଟସ ଜିତି ଚେନ୍ନାଇକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ
Read More...

ବଲାଙ୍ଗିର ସହରରେ ଆଜିର ପାଖାପାଖି ପନିପରିବା ଦର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରରେ ଆଜିର ପନିପରିବା ଦର କିଲୋ ପିଛା ପାଖାପାଖି ଯାହା ରହିଛି, ସେ ସଂପର୍କରେ ଜାଣିବା ଆସନ୍ତୁ । ଟମାଟର୍‌ – ୧୦ ଟଙ୍କା, ସଜନା ଛୁଇଁ (ମୁନ୍‌ଗା) – ୪୦ ଟଙ୍କା, ଅଦା – ୮୦ ଟଙ୍କା, ରଷୁଣ – ୧୨୦ ଟଙ୍କା, ଭେଣ୍ଡି -୫୦ ଟଙ୍କା, ବିମ୍‌ – ୮୦ ଟଙ୍କା,
Read More...