Monthly Archives

March 2021

ବ୍ଲକ ସ୍ତରୀୟ ତୃତୀୟ ଶ୍ରେଣୀ ମେରିଟ୍‌ ସ୍କୋଲାର୍‌ସିପ୍‌ରେ ବିଦ୍ୟାଭାରତୀ ଶିଶୁ ସୃଜନିକା ବିଦ୍ୟାଳୟର ସଫଳତା : ୨ ଜଣ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ବ୍ଲକ ସ୍ତରୀୟ ତୃତୀୟ ଶ୍ରେଣୀ ମେରିଟ୍‌ ସ୍କୋଲାର୍‌ସିପ୍‌ରେ ବଲାଙ୍ଗିର ଶାନ୍ତିପଡ଼ା ସ୍ଥିତ ବିଦ୍ୟାଭାରତୀ ଶିଶୁ ସୃଜନିକା ବିଦ୍ୟାଳୟ ସଫଳତା ହାସଲ କରିଥିବା ବେଳେ ବିଦ୍ୟାଳୟର ୨ ଜଣ ଛାତ୍ରଛାତ୍ରୀ ଏଥିରେ କୃତକାର୍ଯ୍ୟ ହୋଇଥିବା ସୂଚନାରେ କୁହାଯାଇଛି । ତେବେ
Read More...

ପ‌ଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ : ଆଜି ବିଜେପି ପ୍ରାର୍ଥୀଙ୍କ ତାଲିକା ଘୋଷଣା ହୋଇପାରେ, ୬୦ ଜଣ ପ୍ରାର୍ଥୀଙ୍କ ନାମ…

କୋଲକାତା : ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ଭାରତୀୟ ଜନତା ଦଳର ୬୦ ଜଣ ପ୍ରାର୍ଥୀଙ୍କ ନାମ ସ୍ଥିର ହୋଇଛି ଏବଂ ସୂତ୍ର ଅନୁଯାୟୀ ଆଜି କିମ୍ବା ଆସନ୍ତାକାଲି ଏହି ପ୍ରାର୍ଥୀଙ୍କ ନାମ ଘୋଷଣା କରାଯିବ । ପଶ୍ଚିମବଙ୍ଗ ନିର୍ବାଚନ ସମ୍ପର୍କରେ ଗତକାଲି ବିଜେପି କେନ୍ଦ୍ରୀୟ ନିର୍ବାଚନ କମିଟି
Read More...

ଇମ୍ରାନ ଖାନ କହିଛନ୍ତି, ‘୧୯୮୫ ପୂର୍ବରୁ ଯେତେବେଳେ ମୁଁ ଭାରତରୁ ପାକିସ୍ତାନ ଆସୁଥିଲି, ଲାଗୁଥିଲା ଯେ ଗରିବ…

ଇସ୍‌ଲାମାବାଦ : ଗୁରୁବାର ଯେତେବେଳେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ତାଙ୍କ ରାଜନୈତିକ ପ୍ରତିଦ୍ୱନ୍ଦ୍ୱୀଙ୍କୁ ଆକ୍ରମଣ କରିଛନ୍ତି, ଭାରତକୁ ପାକିସ୍ତାନ ସହ ତୁଳନା କରିଛନ୍ତି । ଇମ୍ରାନ ଖାନ କହିଛନ୍ତି, ପାକିସ୍ତାନ ଏବଂ ଭାରତ ମଧ୍ୟରେ, ମୁଁ ପାର୍ଥକ୍ୟ କହିବି … ଯେତେବେଳେ ମୁଁ
Read More...

ଦୁର୍ଘଟଣାରେ ଜଣେ ମୃତ, ଜଣେ ଗୁରୁତର : କ୍ଷତିପୁରଣ ଦାବୀରେ ଗ୍ରାମବାସୀଙ୍କ ରାସ୍ତା ଅବରୋଧ

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ କୋର୍ଟ ପାଖରେ ଗତକାଲି ସନ୍ଧ୍ୟାରେ ଏକ ଡମ୍ଫର ଧକ୍କାରେ ଜଣେ ସାଇକେଲ ଆରୋହୀଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଗୁରୁତର ଆହତ ହୋଇଥିବା ଜଣାଯାଇଛି । ଉତ୍ୟକ୍ତ ଲୋକେ ଆଜି ସକାଳୁ ଦୁର୍ଘଟଣା ସ୍ଥଳ ନିକଟରେ ମୃତକଙ୍କ ପରିବାରକୁ
Read More...

ଶାଶୁଘର ଯିବା ବଦଳରେ ଆରପାରିକୁ ଚାଲିଗଲେ ନବବଧୂ

ସୁବ‌ର୍ଣ୍ଣପୁର, (ପ୍ରଭୁଦ‌ତ୍ତ ରଥ) : ଧୁମ୍‌ଧାମରେ ସରିଲା ବାହାଘର । ବଂଧୁ ବାଂଧବ, ସାହି ଭାଇ‌ଙ୍କ ଉପସ୍ଥିତିରେ ବାହାଘର ଜମିଲା । ବାପଘରୁ ଝିଅକୁ ବିଦା କରିବା ପାଇଁ ସବୁ ପ୍ରସ୍ତୁତି ସରି ଯାଇଥିଲା । ସେପଟେ ବରଘର ମଧ୍ୟ ଝିଅକୁ ନେବା ପାଇଁ ସମସ୍ତ ପ୍ରକ୍ରିୟା ସାରି ଦେଇଥିଲେ । ହେଲେ
Read More...

ନିଆଁକୁ ଆୟତ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ତହସିଲଦାରଙ୍କ ଜରିଆରେ ସ୍ମାରକପାତ୍ର ପ୍ରଦାନ

ଡେଲାଙ୍ଗ, (ଦିଲୀପ କୁମାର ଧାଉଡିଆ) : ଶିମିଳିପାଳ ଅଭୟରଣ୍ୟ ସହିତ ଅନ୍ୟାନ ଜଙ୍ଗଲ ନିଆଁକୁ ଆୟତ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଡେଲାଙ୍ଗର ନୂତନ ତହସିଲଦାର ମହେନ୍ଦ୍ର କୁମାର ବଢ଼ାଇଙ୍କ ଜରିଆରେ ସ୍ମାରକପାତ୍ର ପ୍ରଦାନ କରୁଛନ୍ତି ସବୁଜ ଡେଲାଙ୍ଗ ଟ୍ରଷ୍ଟର ଅଧ୍ୟକ୍ଷ ଆଇନଜୀବୀ ହୃଷିକେଶ
Read More...

ବାଇକ ହେଣ୍ଡେଲ ଥି ଗୁର୍‌ହେଇ ହେଇଥିଲା ନାଗ ସାଁପ

ନୀଳଗିରି : ବାଇକ୍ ହେଣ୍ଡେଲ ଥି ଗୁର୍‌ହେଇ ନାଗସାଁପ । ଫେନ୍‌ନ୍ଦ ତୁଲି ଫଁ ଫଁ ଗର୍‌ଜନ୍‌ ଛାଡ଼ୁଛେ । ଏନ୍‌ତା ଗୁଟେ ଘଟ୍‌ନା ଘଟିଛେ ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକର ଭଉଁରୀଆବାଡ଼ ପଞ୍ଚାୟତ ତୁଲସିଡିହା ଗାଁ ଥି । ୠୁଟେ ବାଇକ ହେଣ୍ଡଲ ନୁ ନାଗ ସାପ କେ ଉଦ୍ଧାର କରାଯାଇଛେ ।
Read More...

ବଲାଙ୍ଗିର ସହରରେ ଆଜିର ପାଖାପାଖି ପନିପରିବା ଦର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରରେ ଆଜିର ପନିପରିବା ଦର କିଲୋ ପିଛା ପାଖାପାଖି ଯାହା ରହିଛି, ସେ ସଂପର୍କରେ ଜାଣିବା ଆସନ୍ତୁ । ସଜନା ଛୁଇଁ (ମୁନ୍‌ଗା) - ୧୦୦ ଟଙ୍କା, ଅଦା - ୬୦ ଟଙ୍କା, ରଷୁଣ - ୧୨୦ ଟଙ୍କା, ଟମାଟର୍‌ - ୧୬ ଟଙ୍କା, ଭେଣ୍ଡି -୬୦ ଟଙ୍କା, ବିମ୍‌ - ୬୦
Read More...

ଡ୍ରେନରେ ପଡ଼ିଛି ଯୁବକଙ୍କ ମୃତଦେହ : ନିଶାସକ୍ତ ଅବସ୍ଥାରେ ୫ ସାଥୀ ହତ୍ୟା କରିଥିବା ସଂଦେହ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସକାଳୁ ସକାଳୁ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ବଲାଙ୍ଗିର ସହରର ଧୋବା ପଡା ଡ୍ରେନରୁ ଜଣେ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର ହୋଇଛି। ମୃତ ଯୁବକ ବାନି ସେକ୍‌ଙ୍କୁ ହତ୍ୟା କରି ଫିଙ୍ଗି ଦେଇଥିବା ସଂଦେହ କରାଯାଉଛି । ପୋଲିସର ସୂଚନା ଅନୁସାରେ ବଲାଙ୍ଗିର
Read More...

ଯୁଗସ୍ରଷ୍ଟା ତଥା ଦୂରଦ୍ରଷ୍ଟା ମହାନ୍‌ ଜନନାୟକ ବିଜୁ ପଟ୍ଟନାୟକଙ୍କ ଆଜି ଜନ୍ମଦିନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଯୁଗସ୍ରଷ୍ଟା ତଥା ଦୂରଦ୍ରଷ୍ଟା ମହାନ୍‌ ଜନନାୟକ ବିଜୁ ପଟ୍ଟନାୟକଙ୍କ ଆଜି ଜନ୍ମଦିନ । ଏହି ଅବସରେ ସାରା ଓଡ଼ିଶାରେ ପାଳିତ ହେଉଛି ପଞ୍ଚାୟତିରାଜ ଓ ଲୋକସେବା ଦିବସ । ସେ ଜଣେ ଏଭଳି ଜନନାୟକ ଥିଲେ, ଯାହାଙ୍କର ସ୍ୱପ୍ନ ଥିଲା ଓଡ଼ିଶା ମାଟିର ସାମୁହିକ ସମୃଦ୍ଧି ।
Read More...