Monthly Archives

March 2021

ଆର୍ନ୍ତଜାତୀୟ ମହିଳା ଦିବସରେ ଜାଣିବା ଜଣେ ନୀରବ ସାରସ୍ୱତ ସାଧିକା ରଶ୍ମି ରଞ୍ଜିତା ସିଂହଙ୍କୁ

କଳାହାଣ୍ଡି, (ପି.କେ.ସାହୁ) : ଆଜି ଆନ୍ତର୍ଜାତୀୟ ମହିଳା ଦିବସ । ନାରୀଙ୍କୁ ସମ୍ମାନ ସହିତ ନାରୀଙ୍କ ପ୍ରତି ସମଭାବାପନ୍ନ ହେବା ହିଁ ପୁରୁଷର ପରମ ଓ ଚରମ ଧର୍ମ । ଆଜିର ନାରୀ ବିଭିନ୍ନ ଦିଗରେ ନିଜକୁ ପ୍ରତିଷ୍ଠିତ କରିପାରୁଛି ନିଜର ଭିନ୍ନ ଭିନ୍ନ ପ୍ରତିଭା ବଳରେ । ତେବେ ଏଇମିତି ଜଣେ ନୀରବ…
Read More...

ଆଜିର ପାଖାପାଖି ପନିପରିବା ଦର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରରେ ଆଜିର ପନିପରିବା ଦର କିଲୋ ପିଛା ପାଖାପାଖି ଯାହା ରହିଛି, ସେ ସଂପର୍କରେ ଜାଣିବା ଆସନ୍ତୁ । ସଜନା ଛୁଇଁ (ମୁନ୍‌ଗା) - ୮୦ ଟଙ୍କା, ଅଦା - ୬୦ ଟଙ୍କା, ରଷୁଣ - ୧୨୦ ଟଙ୍କା, ଟମାଟର୍‌ - ୧୪ ଟଙ୍କା, ଭେଣ୍ଡି -୬୦ ଟଙ୍କା, ବିମ୍‌ - ୮୦ ଟଙ୍କା,…
Read More...

ପ୍ରେମୀ ଯୁଗଳଙ୍କ ରକ୍ତାକ୍ତ ମୃତ ଦେହ ଠାବ : ମୃତଦେହ ପଡିଥିବା କୋଠରୀକୁ ସିଲ୍‌ କଲା ପୋଲିସ୍‌

ଗଜପତି : ଗଜପତି ଜିଲା ଗୋସାଣି ବ୍ଲକ ଅନ୍ତର୍ଗତ କଣ୍ଟାବାଡ ପଞ୍ଚାୟତର ଆରିବା ଗ୍ରାମରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଦୃଶ୍ୟ । ଗତକାଲି ରାତିର ଏହି ଘଟଣାରେ ସାରା ଅଂଚଳ ସ୍ତବ୍‌ଦ ହୋଇଯାଇଛି । ଜଣେ ଯୁବତୀଙ୍କ ଘର ଭିତରେ ପ୍ରେମୀ ଯୁଗଳଙ୍କ ରକ୍ତାକ୍ତ ମୃତଦେହ ଠାବ ହୋଇଥିବା ବେଳେ ଦୁଇ…
Read More...

ଆର୍ନ୍ତଜାତୀୟ ମହିଳା ଦିବସ : ରୁଲି, ଝୁଲିଙ୍କ ସଂଘର୍ଷର କାହାଣୀ ଅନ୍ୟ ପାଇଁ ଉଦାହରଣ ପାଲଟିଛି

କଳାହାଣ୍ଡି, (ହେମନ୍ତ ସାହୁ) : ସମାଜରେ ଏଇମିତି କିଛି ଚରିତ୍ର ଥା'ନ୍ତି, ଯାହାଙ୍କ ଜୀବନର ସଂଘର୍ଷର କାହାଣୀ ଅନ୍ୟ ପାଇଁ ପ୍ରେରଣାର ଉତ୍ସ ପାଲଟିଯାଏ । ମୁଣ୍ଡ ଉପରୁ ଛାତଟି ଉଡ଼ିଗଲା ପରେ ବି ମନ ଭିତରୁ କିିନ୍ତୁ ଦମ୍ଭ ଭାଙ୍ଗି ନଥାଏ । ସେହି ଦମ୍ଭକୁ ନେଇ ଆଗକୁ ବଢିବାକୁ ହୁଏ । ଏଇମିତି ଏକ…
Read More...

ମାର୍ଚ୍ଚ ୯ ତାରିଖରେ ଭାରତ ଓ ବାଂଲାଦେଶ ମଧ୍ୟରେ ‘ମୈତ୍ରୀ ସେତୁ’ର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

• ତ୍ରିପୁରାରେ ବିଭିନ୍ନ ଭିତ୍ତିଭୂମି ପ୍ରକଳ୍ପ ଉଦଘାଟନ ସହିତ ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ ନୂଆଦି‌ଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମାର୍ଚ୍ଚ ୯, ୨୦୨୧ ମଧ୍ୟାହ୍ନ ୧୨ରେ ଭିଡିଓ କନଫରେନ୍ସିଂ ଜରିଆରେ ଭାରତ ଓ ବାଂଲାଦେଶ ମଧ୍ୟରେ ‘ମୈତ୍ରୀ ସେତୁ’ର ଉଦଘାଟନ…
Read More...

ଶାନ୍ତିପୁର ଡକାୟତି ଘଟଣା : ୪୬ ଗ୍ରାମ ସୁନା ସମେତ ଆଉ ୨ ଜଣ ଗିରଫ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଖପ୍ରାଖୋଲ ଅନ୍ତର୍ଗତ ଶାନ୍ତିପୁର ଗ୍ରାମରେ ଘଟିଥିବା ଡକାୟତି ଘଟଣା ସମ୍ପୃକ୍ତିରେ ଆଜି ବଲାଙ୍ଗିର ପୋଲିସ ଆଉ ୨ ଜଣକୁ ଗିରଫ କରିବା ସହ ସେମାନଙ୍କ ପାଖରୁ ପ୍ରାୟ ୪୬ ଗ୍ରାମ ସୁନା ଜବତ କରିଛି । ଗିରଫ ଅଭିଯୁକ୍ତମାନେ ନୟାଗଡ଼ ଜିଲ୍ଲାର କାଳିଆ ସୁବୁଦ୍ଧି (୪୮)…
Read More...

ଦେଷଣ୍ଢ ଚାନ୍ଦଲି ପାହାଡ଼କୁ ଡିଏଫଓଙ୍କ ପରିଦର୍ଶନ

ଲଣ୍ଡା ପାହାଡ଼ରେ ଖୋଦେଇ କଲେ ପର୍ଯ୍ୟଟକମାନେ ଅଧିକ ଆକର୍ଷିତ ହେବେ : ଡିଏଫଓଦେଓଗାଁ, (ମନୀଷ କୁମାର ସାହୁ) : ରବିବାର ପୂର୍ବାହ୍ନରେ ବଲାଙ୍ଗିର ଡିଏଫଓ ସମୀର ଶତପଥୀ ଦେଓଗାଁ ବ୍ଳକ ଦେଷଣ୍ଢ ପଞ୍ଚାୟତର କିରିବାଞ୍ଜି ଜଙ୍ଗଳର ଥିବା ଚାନ୍ଦଲି ପାହାଡ଼କୁ ଚଢ଼ି ପରିଦର୍ଶନ କରିଛନ୍ତି । ଏହି…
Read More...

ମାର୍ଚ୍ଚ ୯ରେ ଶ୍ରୀମଦ୍ ଭଗବଦଗୀତା ଶ୍ଲୋକ ଉପରେ ୨୧ ଜଣ ବିଦ୍ଵାନଙ୍କ ବ୍ୟାଖ୍ୟା ଥିବା ପାଣ୍ଡୁଲିପି ଉନ୍ମୋଚନ କରିବେ…

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମାର୍ଚ୍ଚ ୯, ୨୦୨୧ରେ ନୂଆଦିଲ୍ଲୀର ଲୋକ କଲ୍ୟାଣ ମାର୍ଗଠାରେ ଶ୍ରୀମଦ୍ ଭଗବଦଗୀତା ଶ୍ଲୋକ ଉପରେ ୨୧ ଜଣ ବିଦ୍ଵାନଙ୍କ ବ୍ୟାଖ୍ୟା ସହିତ ୧୧ ଅଧ୍ୟାୟ ବିଶିଷ୍ଟ ପାଣ୍ଡୁଲିପି ଉନ୍ମୋଚନ କରିବେ । ଏହି ଅବସରରେ ଜମ୍ମୁ ଏବଂ କଶ୍ମୀର…
Read More...

ବିଶାଳ କୂଳ କୁଲତା ସମାଜର ୫୬ତମ ବାର୍ଷିକୋତ୍ସବ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ବୁକୁରାମୁଣ୍ଡା ଗ୍ରାମ ପଞ୍ଚାୟତ ମହୁଲପାଲିର ବୁକୁରାମୁଣ୍ଡା ଶ୍ରୀ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର ପ୍ରାଙ୍ଗଣରେ, ମହୁଲପାଲି ଶାଖା କେନ୍ଦ୍ରର କୁଲତା ସମାଜ ୫୬ତମ ବାର୍ଷିକୋତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି ।…
Read More...

ଏକାଦଶାହ ଅବସରରେ ଶୋକସଭା

ଡେଲାଙ୍ଗ, (ଦିଲୀପ କୁମାର ଧାଉଡିଆ) : ପୂର୍ବତନ ବରିଷ୍ଠ ଶିକ୍ଷକ ତଥା ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ବେରବୋଇର ପର୍ଶୁରାମ ପ୍ରଧାନଙ୍କ ଏକାଦଶାହ ଉପଲକ୍ଷେ ଶୋକସଭା । ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ୍ ଅନ୍ତର୍ଗତ ଗୁଆଳିପଡା ଗ୍ରାମ ପଞ୍ଚାୟତର ବୋଳକଣା ଗ୍ରାମର ପର୍ଶୁରାମ ପ୍ରଧାନଙ୍କ ଏକାଦଶାହ…
Read More...