ଧାନ କିଣା ଦାବୀ ନେଇ ପଦ୍ମପୁର ଉପଜିଲ୍ଲାପାଳ କାର୍ୟ୍ୟାଳୟ ସମ୍ମୁଖରେ ଆମରଣ ଅନଶନରେ ବସିଲେ ଚାଷୀ
ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ମଣ୍ତି ମାନଙ୍କରେ ହଜାର ହଜାର ବସ୍ତା ଧାନ ବସ୍ତା ଗଦା ହୋଇ ନଷ୍ଟ ହେବାକୁ ବସିଲାଣି । ଚାଷୀ ଖରିଫ ଋତୁର ଧାନ ବିକ୍ରି କରି ପାରିଲେ ନାହିଁ । ତେଣୁ ପଦ୍ମପୁର ଉପଖଣ୍ଡରେ ତାହା ଆନ୍ଦୋଳନର ରୂପ ନେଇଛି । ତଥାପି ମଧ୍ୟ ପ୍ରଶାସନ ପ୍ରତିକାର!-->…
Read More...
Read More...