Daily Archives

ଜଙ୍ଗଲ ବିଭାଗର ବିଚିତ୍ର ନୀତି : ଚୋରକୁ ଟେକିଦେଲେ ଚୋରା ସାମଗ୍ରୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଳା ପାଇକମାଲ ଜଙ୍ଗଲ ବିଭାଗର ବିଚିତ୍ର ନୀତି ଦେଖିବାକୁ ମିଳିଛି । ଚୋରକୁ ଚୋରା ସାମଗ୍ରୀ ଟେକିଦେବା ଭଳି ଏକ ଘଟଣା ସାମ୍‌ନାକୁ ଆସିଛି । କେନ୍ଦ୍ର ସରକାରଙ୍କ କାମ୍ଫା ଯୋଜନାରେ ପାଇକମାଲ ଜଙ୍ଗଲ ବିଭାଗ ରେଞ୍ଜକୁ ବୃକ୍ଷ ରୋପଣ ପାଇଁ କୋଟି କୋଟି
Read More...

ଏଭେ ବି ଟାକିଛନ୍‌ ପଏସା ଦେବାର୍‌କେ

ଦୁଇ ବନ୍ଧୁ ସବୁ ଦିନର୍‌ ବାଗିର୍‌ ଭୋର୍‌ ସକାଲୁ ବାହାରି କରି ଛିନ୍‌ଛାନ୍‌ ଜଙ୍ଗଲ୍‌ ବିଭାଗ୍‌ର ନର୍‌ସରୀ ତକ୍‌ ଚାଲି ଚାଲି ଫି' ଦିନ୍‌ ଯାଏସନ୍‌ । ଘରୁ ହେତ୍‌କି ଦୂର୍‌ କେ ବନେ ବାଟ୍‌ ହଉଥିଲେ ବି ବଏସରା ହେଇଗଲାନ' ବଲି ହେନ୍‌ତା ଅଥା ବି ନେଇଁ ଲାଗ୍‌ବାର୍‌ନ' । ଭଡେ଼ା ଭଡେ଼ା ଯାଏସନ୍‌
Read More...

ଓଡିଶା ଦିବସ ସମାରୋହରେ ବିଭିନ୍ନ ସ୍ଥାନରେ ହେବାକୁ ଥିବା କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଥିବା ମୁଖ୍ୟ ଅତିଥିମାନଙ୍କ…

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଓଡିଶା ଦିବସ ସମାରୋହରେ ରାଜ୍ୟର ବିଭିନ୍ନ ସ୍ଥାନ ଏବଂ ନୂଆଦିଲ୍ଲୀରେ ହେବାକୁ ଥିବା କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଥିବା ମୁଖ୍ୟ ଅତିଥିମାନଙ୍କ ତାଲିକା ପ୍ରକାଶ ପାଇଛି । ବଲାଙ୍ଗିରରେ ଅନୁଷ୍ଠିତ ହେବାକୁ ଥିବା ସମାରୋହରେ ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି
Read More...

ଚମ୍ପେଶ୍ୱର ଗ୍ରାମ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ୧୯୭୯ ବ୍ୟାଚ୍‌ ଛାତ୍ରଛାତ୍ରୀଙ୍କ ବଂଧୁ ମିଳନ

ନରସିଂହପୁର, (କେପିଏନ୍‌ଏସ୍‌) : ଗତ ରବିବାର ଦିନ ଚମ୍ପେଶ୍ୱର ଗ୍ରାମ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ୧୯୭୯ ବ୍ୟାଚ୍‌ର ପୁରାତନ ଛାତ୍ରଛାତ୍ରୀ ମାନଙ୍କ ପ୍ରଥମ ବଂଧୁମିଳନ ଉତ୍ସବ ଆୟୋଜିତ ହୋଇଯାଇଛି । ଏହି ଉତ୍ସବରେ ଅନୁଷ୍ଠାନର ପ୍ରାୟ ୪୦ ଜଣ ପୁରାତନ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ । ପ୍ରଥମେ
Read More...

କରୋନା ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୫୩ ହଜାରରୁ ଅଧିକ ନୂଆ ରୋଗୀ, କୋଭିଡ କାରଣରୁ ମୃତ୍ୟୁ ସଂଖ୍ୟାରେ ବୃଦ୍ଧି

ନୂଆଦି‌ଲ୍ଲୀ : ଦେଶରେ କରୋନା ସଂକ୍ରମଣର ଗତି ଜାରି ରହିଛି । କରୋନା ସଂକ୍ରମଣରେ ଦୈନିକ ରୋଗୀଙ୍କ ସଂଖ୍ୟା ଅସ୍ଥିର ହେବାରେ ଲାଗିଛି । ମହାରାଷ୍ଟ୍ର, ଗୁଜୁରାଟ ଏବଂ ମଧ୍ୟପ୍ରଦେଶ ସମେତ ଅନେକ ରାଜ୍ୟରେ ମହାମାରୀ ଏକ ବିସେ୍‌ସ୍ଫାରକ ରୂପ ନେଇଛି, ଏହାକୁ ନିୟନ୍ତ୍ରଣ କରିବା ପାଇଁ ଅନେକ
Read More...

ନିର୍ବାଚନ ମଇଦାନ : ଆସାମରେ ଅମିତ ଶାହାଙ୍କ ତିନୋଟି ରାଲି, ତାମିଲନାଡୁ ଏବଂ କେରଳରେ ଯୋଗୀ ଗର୍ଜିବେ

ନୂଆଦି‌ଲ୍ଲୀ : ପଶ୍ଚିମବଙ୍ଗ ଓ ଆସାମରେ ଦ୍ୱିତୀୟ ପର୍ୟ୍ୟାୟ ମତଦାନ ଗୁରୁବାର ଦିନ ଧାର୍ୟ୍ୟ କରାଯାଇଛି । ପଶ୍ଚିମବଙ୍ଗର ୩୦ ଟି ଆସନରେ ଭୋଟ୍ ଗ୍ରହଣ କରାଯିବ ଏବଂ ଆସାମରେ ୩୯ ଟି ସିଟ୍ ପାଇଁ ଭୋଟ୍ ଦିଆଯିବ । ଏହାପୂର୍ବରୁ ଏହି ରାଜ୍ୟଗୁଡ଼ିକରେ ନିର୍ବାଚନ ପ୍ରଚାର ମଙ୍ଗଳବାର ଶେଷ ହୋଇଥିଲା ।
Read More...

ବଲାଙ୍ଗିର ସହରରେ ଆଜିର ପାଖାପାଖି ପନିପରିବା ଦର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରରେ ଆଜିର ପନିପରିବା ଦର କିଲୋ ପିଛା ପାଖାପାଖି ଯାହା ରହିଛି, ସେ ସଂପର୍କରେ ଜାଣିବା ଆସନ୍ତୁ । ଆଳୁ – ୧୬ ଟଙ୍କା, ପିଆଜ – ୨୦ ଟଙ୍କା, ରାଂଚି କଂଚା ମଟର – ୫୦ ଟଙ୍କା, ରାୟପୁର କଂଚା ମଟର – ୬୦ ଟଙ୍କା, ଟମାଟର୍‌ – ୮ ଟଙ୍କା, ସଜନା ଛୁଇଁ
Read More...

ବିଶ୍ଵବନ୍ଦନୀୟ ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ ପ୍ରଥମ ପାଳି ମଙ୍ଗଳବାରରେ ଲକ୍ଷାଧିକ ଶ୍ର‌ଦ୍ଧାଳୁ ଓ ଭ‌କ୍ତଙ୍କ…

ବ୍ରହ୍ମପୁର, (କେ.ସତ୍ୟ ନାରାୟଣ ରେ‌ଡ୍ଡୀ) : ତାରାତାରିଣୀଙ୍କ ଚୈତ୍ର ପର୍ବ ପ୍ରଥମ ପାଳି ମଙ୍ଗଳବାରରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି । ଶାନ୍ତି ଶୃଙ୍ଖଳାରେ ସମାହିତ ହୋଇଛି ଭକ୍ତଙ୍କ ଦର୍ଶନ । ଗତକାଲି ପ୍ରଚଣ୍ଡ ରୌଦ୍ର ତାପକୁ ଖାତିରି ନକରି ମାନସିକଧାରୀ ମାନେ ମଧ୍ୟରାତ୍ରରୁ ହିଁ
Read More...

ପ୍ରାକ୍ତନ ଗୋଷ୍ଠୀ ଶିକ୍ଷା ଅଧିକାରୀ ସନାତନ ଗାଁଆନଙ୍କ ପରଲୋକ

ବୌଦ୍ଧ, (ମମତା ମହାକୁର) : ବୌଦ୍ଧ ଜିଲ୍ଲା ହରଭଂଗା ବ୍ଲକର ପ୍ରାକ୍ତନ ଗୋଷ୍ଠୀ ଶିକ୍ଷା ଅଧିକାରୀ ସନାତନ ଗାଁଆନଙ୍କ ଗତକାଲି ଅପରାହ୍ନ ୩ଟା ସମୟରେ ନିଜ ଗ୍ରାମ ଢେଙ୍କାନାଳ ଜିଲ୍ଲାର ଖଲପାଳରେ ଘରେ ଥିବାବେଳେ ହୃଦଘାତରେ ପରଲୋକ ହୋଇଥିବା ଜଣାପଡିଛି । ସେ ଦୀର୍ଘ ୪ ବର୍ଷ ଧରି ହରଭଙ୍ଗା ବିଇଓ
Read More...

ପଞ୍ଚମ ଶ୍ରେଣୀ ଛାତ୍ରୀ ରେଣୁକା ସାହୁ‌ଙ୍କ ସଫଳତା

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ମାଣ୍ଡୋସିଲ ଗ୍ରାମ ପଞ୍ଚାୟତ ସମାଜସେବୀ ତଥା ସାମ୍ବାଦିକ ବନବାସ ସାହୁଙ୍କ ଝିଅ ରେଣୁକା ସାହୁ ଡୁମ୍ବେରବାହାଲ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପଞ୍ଚମ ଶ୍ରେଣୀ ଛାତ୍ରୀ । ଗତ ତା.୦୮.୦୩.୨୦୨୧ ରିଖ ଦିନ
Read More...