tur
Daily Archives

ରାତ୍ରିକାଳୀନ କର୍ଫ୍ୟୁ ନବରଙ୍ଗପୁରରୁ ହଟିଲା

ନବରଙ୍ଗପୁର : ରାତ୍ରିକାଳୀନ କର୍ଫ୍ୟୁ ନବରଙ୍ଗପୁରରୁ ହଟିଲା ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରି ସୂଚନା ଦିଆଯାଇଛି । ଜିଲ୍ଲାରେ ଗତ ୨୫ ତାରିଖରୁ ରାତ୍ରି ୮ ଟାରୁ ସକାଳ ୬ ଟା ପର୍ୟ୍ୟନ୍ତ ରାତ୍ରି କାଳୀନ କର୍ଫ୍ୟୁ ଜାରି କରାଯାଇଥିଲା । ତେବେ ସ୍ଥିତିରେ କିଛିଟା ସୁଧାର
Read More...

ଓସିଏ ଭିଜନ ୨୦୨୪ : ଟିଟିଲାଗଡ଼ କ୍ରିକେଟ କ୍ଲବ ବିଜୟୀ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ବଲାଙ୍ଗିର ଗାନ୍ଧୀ ଷ୍ଟାଡିୟମଠାରେ ଆୟୋଜିତ ଓସିଏ ଭିଜନ ୨୦୨୪ର ସିନିଅର ଇନଟ୍ରାକ୍ଲବ କ୍ରିକେଟ ପ୍ରତିଯୋଗିତାରେ ଟିଟିଲାଗଡ଼ କ୍ରିକେଟ କ୍ଲବ ବିଜୟ ଲାଭ କରିଛି । ଆଜିର ପ୍ରତିଯୋଗିତାରେ ନାଏକ କ୍ରିକେଟ ଏକାଡେମୀ ଓ ଟିଟିଲାଗଡ଼ କ୍ରିକେଟ କ୍ଲବ ମଧ୍ୟରେ
Read More...

ଚଢଉ ବେଳେ ୧୩୩ କିଲୋ ଗଞ୍ଜେଇ ଜବତ ସହ ୨ ଜଣଙ୍କୁ ଗିରଫ କଲା ଅବକାରୀ ବିଭାଗ

ଫୁଲବାଣୀ : ଚଢଉ ବେଳେ ୧୩୩ କିଲୋ ଗଞ୍ଜେଇ ଜବତ ସହ ୨ ଜଣଙ୍କୁ ଗିରଫ କରିଛି ଫୁଲବାଣୀ ଅବକାରୀ ବିଭାଗ ବୋଲି ଖବର ମଳିଛି । ସୂଚନା ଯୋଗ୍ୟ ଯେ, କୌଣସି ସୂତ୍ରରୁ ଖବର ପାଇ ଫୁଲବାଣୀ ଜିଲାପାଳ ଡଃ ବୃନ୍ଦା ଡିଙ୍କ ନିର୍ଦ୍ଦେଶରେ ଅବକାରୀ ଅଧୀକ୍ଷକ ମଧୁସ୍ମିତା ନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ
Read More...

ଟ୍ରାନ୍ସଫର୍ମରରେ ପିଟି ହେଲା ମାଛ ବୋଝେଇ ଟ୍ରକ : ଡ୍ରାଇଭର ଓ ସୁପରଭାଇଜର‌ଙ୍କ ପ୍ରାଣଗଲା

ବ୍ରହ୍ମପୁର, (କେ. ସତ୍ୟ ନାରାୟଣ ରେ‌ଡ୍ଡୀ) : ଗଞ୍ଜାମ ଜିଲ୍ଲା ସୁନାପୁର ମେରାଇନ ଥାନା ଅନନ୍ତରାୟପୁରରେ ଗତକାଲି ବିଳମ୍ବିତ ରାତିରେ ଏକ ମାଛ ବୋଝେଇ ଟ୍ରକ ବ୍ୟାକ୍ କରିବା ବେଳେ ପଛପଟେ ଥିବା ଏକ ଟ୍ରାନ୍ସଫର୍ମରକୁ ଧକ୍କା ଦେଇଥିଲା । ଫଳରେ ବିଦ୍ୟୁତ ଆଘାତରେ ତଳେ ପଡ଼ିଯାଇଥିଲେ ହେଲପର ।
Read More...

ମହାରାଷ୍ଟ୍ରରେ ଆଜିଠୁ ଆସନ୍ତା ଏପ୍ରିଲ ୧୫ ତାରିଖ ଯାଏଁ ରାତ୍ରକାଳୀନ କର୍ଫ୍ୟୁ ଲାଗୁ

ମୁମ୍ବାଇ : ପୁଣି ବଢି ବଢି ଚାଲିଛି ମହାମାରୀ କରୋନା । ମହାରାଷ୍ଟ୍ରରେ ମଧ୍ୟ ଦୈନିକ ସଂକ୍ରମଣ ହୁ ହୁ ହୋଇ ବୃଦ୍ଧି ପାଇବାରେ ଲାଗିଛି । ତେବେ ତାକୁ ଆଖି ଆଗରେ ରଖି ମହାରାଷ୍ଟ୍ର ସରକାର ମହାରାଷ୍ଟ୍ରରେ ଆଜିଠୁ ଆସନ୍ତା ଏପ୍ରିଲ ୧୫ ତାରିଖ ଯାଏଁ ରାତ୍ରକାଳୀନ କର୍ଫ୍ୟୁ ଲାଗୁ କରିଛନ୍ତି । ହୋଲି
Read More...

ବଞ୍ଚିଛି ପରମ୍ପରା : ଜରାସିଂହାରେ ହେଲା ହୋଲିକା ଦହନ

ଦେଓଗାଁ, (ମନୀଷ କୁମାର ସାହୁ) : ଆଧୁନିକ ଯୁଗରେ ଆଜି ବି ବଞ୍ଚିଛି ଶହ ଶହ ବର୍ଷର ପରମ୍ପରା । ରାଜା ରାଜୁଡ଼ା ଅମଲରୁ ହେଉଥିବା ହୋଲିକା ଦହନ ପରମ୍ପରାକୁ ବଞ୍ଚାଇ ରଖିଛନ୍ତି ଗାଁ ଲୋକେ । ହାତରେ ପୁତୁଲା ଲଗା ବାଡ଼ି ଟିଏ ଧରି ଗାଁରେ କୋଦୁଛନ୍ତି ହୋଲି । ଏଥିରେ ସାମିଲ ହୋଇଥାନ୍ତି ପିଲାଠୁ
Read More...

ବାଲି ଚୋରାଚାଲାଣ ବେଳେ ଆରଆଇଙ୍କ ଚଢ଼ାଉ : ୧୦ ହଜାର ଫାଇନ ଆଦାୟ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ତହସିଲ ଅନ୍ତର୍ଗତ ବନ୍ଧପଡା ଆର ଆଇ ସର୍କିଲର ସିଂହାମୁଣ୍ଡା ସ୍ଥିତ ସୋନଗଡ଼ ନଦୀରୁ ବାଲି ଚୋରା ଚାଲାଣ କରୁଥିବା ଏକ ଟ୍ରାକ୍ଟର ଉପରେ ଚଢ଼ାଉ କରି ୧୦ହଜାର ଫାଇନ ଆଦାୟ ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ଶନିବାର ୧୧ଟା ସମୟରେ ବାଲି
Read More...

ଗ୍ରୀଷ୍ମ ପ୍ରବାହ କେବଳ ମଣିଷ ନୁହେଁ ନିରୀହ ପଶୁପକ୍ଷୀମାନ‌ଙ୍କୁ ମଧ୍ୟ ପ୍ରଭାବିତ କରେ

ଭୁବନେ‌ଶ୍ୱର, (କେପିଏନ୍‌ଏସ୍‌) : ଏହି ଗ୍ରୀଷ୍ମ ଋତୁରେ ବୁଲା ଗୋରୁ, ଗାଈ, କୁକୁର, ଛେଳି ଓ ଅନ୍ୟାନ୍ୟ ପଶୁପକ୍ଷୀଙ୍କ ପାଇଁ ଘର ବାହାରେ ପାଣି ରଖନ୍ତୁ। ଛାତ ଉପରେ ପକ୍ଷୀମାନଙ୍କ ପାଇଁ ପାଣି ରଖନ୍ତୁ। ନିଜକୁ ଗ୍ରୀଷ୍ମ ପ୍ରବାହରୁ ସୁରକ୍ଷିତ ରଖିବା ସହିତ ପଶୁପକ୍ଷୀଙ୍କୁ ରକ୍ଷା କରିବାରେ
Read More...

ମରଣଜନ୍ତା ସାଜିଛି ବାଦିପାଲିରୁ ଜୋଖିପାଲି ପ୍ରଧାନମନ୍ତ୍ରୀ ସଡ଼କ : ଜୋଖିପାଲିରୁ ସାତବନ୍ଧକୁ ପିଚୁ ରାସ୍ତା ନିର୍ମାଣ…

ପଦ୍ମପୁର, (ନିରୋଜ କୁମାର ପାଣୀ) : ବିଜେପୁର ବ୍ଲକ ଅନ୍ତର୍ଗତ ବାଦିପାଲି ଗ୍ରାମରୁ ଜୋଖିପାଲି ଗ୍ରାମକୁ ସଂଯୋଗ କରୁଥିବା ରାସ୍ତା ବର୍ତ୍ତମାନ ମରଣଜନ୍ତା ପାଲଟିଛି । ୨୦୦୫ ମସିହାରେ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ତିଆରି ହେଇଥିବା ରାସ୍ତାର ଅବସ୍ଥା ଏବେ ଶୋଚନୀୟ ହୋଇପଡିଛି । ଏହି ରାସ୍ତାଟି
Read More...

ହୋଲି ପାଳନ ସମୟରେ କରୋନା ସତର୍କତା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : କରୋନା ପରିପ୍ରେକ୍ଷୀରେ ହୋଲି ପାଳନ ସମୟରେ ସତର୍କତା ଅବଲମ୍ବନ କରନ୍ତୁ । ବାହାରକୁ ଯିବା ନାହିଁ, କାହାରିକୁ ସ୍ପର୍ଶ କରିବା ନାହିଁ, ଯଥା ଦୂରତା ରକ୍ଷାକରି ପବିତ୍ର ହୋଲି ପାଳନ କରିବା । ଭଲ ଭାବରେ ସାବୁନରେ ହାତ ଧୋଇବା ଏବଂ ମାସ୍କ ପରିଧାନ କରିବା । ରାଜ୍ୟ
Read More...