Daily Archives

ଥୁଆପାଲି ଠାରେ ଗରିବ ବ୍ରାହ୍ମଣ ପିଲା ମାନ‌ଙ୍କ ବ୍ରତୋପନୟନ ଅନୁଷ୍ଠିତ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ଭେଡେନ ବ୍ଲକ ସଂକ୍ରିଡା ପଞ୍ଚାୟତ ଝରାପାଲି ମାର୍କେଟ ଥୁଆପାଲି ଠାରେ ସ୍ଵର୍ଗତ ବୀରବଲ୍ ଅଗ୍ରୱାଲ ଏକ ମହାଦେବ ମନ୍ଦିର ନିର୍ମାଣ କରିଥିଲେ । ଯେଉଁ ଗରିବ ବ୍ରାହ୍ମଣ ପିଲାମାନେ ବ୍ରତୋପନୟନ ହୋଇପାରୁ ନଥିଲେ, ସେହି ପରିବାରର ବ୍ରାହ୍ମଣ ପିଲା
Read More...

ଭୟରେ ଗଣମାଧ୍ୟମର କଣ୍ଠରୋଧ କରିବାକୁ ଉପଜିଲ୍ଲାପାଳଙ୍କ ହୀନ ପ୍ରୟାସକୁ ଟିଟିଲାଗଡ଼ର କାର୍ଯ୍ୟରତ ସାମ୍ବାଦିକଙ୍କ…

ଟିଟିଲାଗଡ଼, (ଗୌରବ ଦର୍ଜୀ) : ଟିଟିଲାଗଡ଼ରେ ଉପଜିଲ୍ଲାପାଳ ଭାବରେ ଦାୟିତ୍ୱ ବହନ କରିବା ଦିନ ଠାରୁ ସୋମେଶ ଉପାଧ୍ୟାୟ ଗଣାମଧ୍ୟମକୁ ଏକ ପ୍ରକାର ଭୟ କରିବା ସହ ଅନେକ ସମୟରେ ଗଣମାଧ୍ୟମର କଣ୍ଠରୋଧ କରିବାକୁ ପ୍ରୟାସ କରିବା ଘଟଣାକୁ ନେଇ ଆଜି ଟିଟିଲାଗଡ଼ କାର୍ୟ୍ୟରତ ସାମ୍ବାଦିକ ମହଲରେ ତୀବ୍ର
Read More...

ପର୍ଯ୍ୟଟନ ମାନଚିତ୍ରରେ ହଜିବାକୁ ଯାଉଛି କଣ୍ଟାମାଳ

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ଜିଲ୍ଲାର ଇତିହାସ ଯେତିକି ରୋମାଞ୍ଚକର ଏହାରି ଐତିହ୍ୟ, ପରଂପରା ଓ ଲୋକ ସଂସ୍କୃତି ମଧ୍ୟ ସେତିକି ମହାନ । ପର୍ୟ୍ୟଟନ ବିଭବରେ ଭରପୁର ଏବଂ ପ୍ରାକୃତିକ ସୌନ୍ଦର୍ୟ୍ୟକୁ ନେଇ ପ୍ରବାହିତ ଦୁଇଟି ଚିରତ୍ସୋତା ନଦୀ ମହାନଦୀ ଓ ତେଲନଦୀ ବୌଦ୍ଧବାସୀଙ୍କ ମନ ଓ ପ୍ରାଣର
Read More...

ରାଜ୍ୟରେ ଆଜି ୬୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଏବେ ଏକ୍‌ଟିଭ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ମାତ୍ର ୬୭୭ ରହିଛି । ଆଜି ୬୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୩୭ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୨୭ ଜଣ ଆଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ
Read More...

ଦକ୍ଷତା ବିକାଶ କାର୍ୟ୍ୟକ୍ରମ ଉଦଘାଟିତ

ଭବାନୀପାଟଣା, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲା ୬୪ ବାଟାଲିଅନ ସିଆରପିଏଫ ଓ ସ୍ୱାଗତ ଆଇଟିସିର ମିଳିତ ଆନୁକୂଲ୍ୟରେ ଦକ୍ଷତା ବିକାଶ କାର୍ୟ୍ୟକ୍ରମ ସ୍ଥାନୀୟ ସ୍ୱାଗତ ଆଇଟିସି ପରିସରରେ ଉଦଘାଟିତ ହୋଇଯାଇଛି । ମାଓ ଅଧ୍ୟୁଷିତ ଅଂଚଳର ଲୋକଙ୍କ ସହ ସୁସମ୍ପର୍କ ତଥା ଛାତ୍ରଛାତ୍ରୀଙ୍କର ଦକ୍ଷତା
Read More...

ନିର୍ମାଣାଧୀନ ଧଳପୁର-ଆଠମଲ୍ଲିକ ସେତୁୁରେ ଶ୍ରମିକ ମୃତ୍ୟୁ ପ୍ରସଙ୍ଗ : ତଦନ୍ତ ନାଁରେ ଦୋଷକୁ ଘଣ୍ଟ ଘୋଡାଉଛି ଶ୍ରମବିଭଗ

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକରେ ନିର୍ମାଣଧିନ ଧଳପୁର-ଆଠମଲ୍ଲିକ ମହାନଦୀ ସେତୁରୁ ଉପରୁ ତଳେପଡି ଗତ ଦେଢମାସ ମଧ୍ୟରେ ଅଲଗା ଅଲଗା ଭାବେ ୩ଜଣ ବାହାର ରାଜ୍ୟର ଶ୍ରମିକଙ୍କ ମୃତ୍ୟୁ ଘଟଣା ବିଭିନ୍ନ ମହଲରେ ଉଦବେଗ ପ୍ରକାଶ ପାଇବା ସହ ଆମ ରାଜ୍ୟରେ ଶ୍ରମ ନିରାପତ୍ତା
Read More...

ବନ ବିଭାଗ ଦ୍ୱାରା ଜଙ୍ଗଲରୁ ଧରାହେଲା ଚୋରା ଚାଲାଣରେ ବ୍ୟବହୃତ ଟ୍ରାକ୍ଟର ଓ ବଲହା

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ବନଖଣ୍ଡ ଅଧିନସ୍ଥ ବଘିଆପଡା ଫରେଷ୍ଟ ସେକ୍ସନର ଜାମୁଖୋଲ୍ ଗ୍ରାମ ନିକଟସ୍ଥ ଭୂଇଁ ଛକ ନିକଟରେ ବନ ବିଭାଗ ବଲହା ଚୋରା ଚାଲାଣ କରୁଥିବା ଏକ ଟ୍ରାକ୍ଟର ସମେତ ୬୦ଖଣ୍ଡ ବଲହା ଜବତ୍ କରିଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ଗତକାଲି ରାତିରେ ବନ ବିଭାଗର
Read More...

ଚକା ଫାଟି ଓଲଟି ପଡିଲା ଟ୍ରକ୍

ଭୁବନେଶ୍ୱର, (ସୁଶା‌ନ୍ତ ସାହୁ) : ଚକା ଫାଟି ଓଲଟି ପଡିଲା ଟ୍ରକ୍ ବୋଲି ଖବର ମଳିଛି । ସୂଚନା ଯୋଗ୍ୟ ଯେ, ଚକା ଫାଟିଯିବାରୁ ଭାରସାମ୍ୟ ହରାଇ ଭୁବନେ‌ଶ୍ୱର ସତସଙ୍ଗ ବିହାର ନିକଟତାରିଣୀ ବସ୍ତି ଭିତରକୁ ମାଡ଼ିଗଲା ମୋରମ ବୋଝେଇ ଟ୍ରକ୍ । ଫଳରେ ଅଳ୍ପକେ ବର୍ତ୍ତିଛନ୍ତି ତାରିଣୀ ବସ୍ତି
Read More...

ରାଜ୍ୟ‌ସ୍ତରୀୟ ଓଡିଶା ଦିବସ- ୨୦୨୧ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଭୁବନେ‌ଶ୍ୱର, (କେପିଏନ୍‌ଏସ୍‌) : ଆସନ୍ତା ଅପ୍ରେଲ ପହିଲାରେ ରାଜ୍ୟସ୍ତରୀୟ ଓଡିଶା ଦିବସ ପାଳନ ପାଇଁ ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ଶାସନ ସଚିବ ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । କୋଭିଡ୍ ନିୟମାବଳୀ ସହିତ ଉତ୍କଳ ମଣ୍ଡପରେ
Read More...

ଚନ୍ଦ୍ରଶେଖର ମନ୍ଦିରରେ ମହାଦୀପ ଉଠିଲା

ବଲା‌ଙ୍ଗିର, (କେପିଏନ୍‌ଏସ୍‌) : ରୀତିନୀତି ଓ ପରମ୍ପରା ଅନୁସାରେ କୋଭିଡ କଟକଣା ଭିତରେ ମହା ଶିବରାତ୍ରି ପାଳିତ ହୋଇଯାଇଛି । ଘଣ୍ଟ, ଶଙ୍ଖ, ହୋରିବଲ୍, ହୁଳହୁଳି ‌ଧ୍ୱନିରେ ଦେବ ଦେବ ମହାଦେବଙ୍କ ମହାଦୀପ ସ୍ଥାନୀୟ ଶାନ୍ତିପଡା ସ୍ଥିତ ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ବାବାଙ୍କ ମନ୍ଦିରରେ
Read More...