Daily Archives

ଆଇସିଏସଇ ବୋର୍ଡ ପରୀକ୍ଷା : ମେ’ ୫ରୁ ଦଶମ ଏବଂ ଏପ୍ରିଲ ୮ରୁ ଦ୍ୱାଦଶ

ଭୁବନେଶ୍ୱର : ଆଇସିଏସଇ କାଉନସିଲ୍ ପକ୍ଷରୁ ଆସନ୍ତା ମେ' ୫ତାରିଖରୁ ଆଇସିଏସଇ ପରୀକ୍ଷା ଓ ଏପ୍ରିଲ ୮ତାରିଖରୁ ଦ୍ୱାଦଶ ବୋର୍ଡ ପରୀକ୍ଷା ଅନୁଷ୍ଠିତ ହେବ ବୋଲି କାର୍ୟ୍ୟସୂଚୀ ଜାରି ହୋଇଛି । ତେବେ ଆଇସିଏସଇ ଦଶମ ବୋର୍ଡ ପରୀକ୍ଷା ମେ' ୫ରୁ ଆରମ୍ଭ ହୋଇ ଜୁନ୍ ୭ତାରିଖ ପର୍ୟ୍ୟନ୍ତ ଚାଲିବ ।
Read More...

ତିନି ବର୍ଷର ଶିଶୁକନ୍ୟାକୁ ଯୋୖନ ନିର୍ଯ୍ୟାତନା ଅଭିଯୋଗ : ଅଭିଯୁକ୍ତକୁ କୋର୍ଟ ଚାଲାଣ

କଳାହାଣ୍ଡି, (ପି.କେ. ସାହୁ) : ଜଣେ ୩ବର୍ଷର ନିଷ୍ପାପ ଶିଶୁ କନ୍ୟାକୁ ତାର ମଉସା ଚକଲେଟ୍ କିଣିଦେବା ବାହାନାରେ ଡାକିନେଇ ଯୋୖନ ନିର୍ୟ୍ୟାତନା ଦେଇଥିବା ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଘଟଣାଟି ଘଟିଛି ଲାଞ୍ଜିଗଡ଼ ଥାନାଞ୍ଚଳର ଏକ ଗାଁରେ । ପୁଲିସ ସୂତ୍ରରୁ ପ୍ରାପ୍ତ ଖବର
Read More...

କନ୍ଧମାଳ ଜିଲ୍ଲାର ଲୁକ୍କାୟିତ ପ୍ରତିଭାକୁ ଲୋକଲୋଚନକୁ ଆଣିବା ଲାଗି ନିଆରା ପ୍ରୟାସ

କନ୍ଧମାଳ,(ସୁରେନ୍ଦ୍ର କୁମାର ପାଣିଗ୍ରାହୀ): କନ୍ଧମାଳ ଇନଫ୍ଲୁଏନସ ରସ ନାମକ ଏକ ସଂଗଠନ ପକ୍ଷରୁ କନ୍ଧମାଳ ଟାଲେଣ୍ଟ ହଣ୍ଟ ପ୍ରତିଯୋଗିତା ପାଇଁ ଜି‌ଲ୍ଳାର ବିିଭିନ୍ନ ସ୍ଥାନରେ ଅଡ଼ିସନ୍ ଅନୁଷ୍ଠିତ ହୋଇଯାଇଛି । ଜି‌ଲ୍ଳାରେ ଏଭଳି ପ୍ରତିଯୋଗିତା ପ୍ରଥମଥର ପାଇଁ ଅନୁଷ୍ଠିତ ହୋଇଥିଲା । ସ୍ଥାନୀୟ
Read More...

ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ସପତ୍ନୀକ କରୋନା ପ୍ରତିଷେଧକ ଟୀକା ନେଲେ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସ୍ଥାନୀୟ ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲରେ ମାନ୍ୟବର ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ସପତ୍ନୀକ କରୋନା ପ୍ରତିଷେଧକ ଟୀକା ନେଇଛ‌ନ୍ତି । ଏହି ଅବସରରେ ଏକ କରୋନାମୁ‌କ୍ତ ସମାଜ ସେ କାମନା କରି କରୋନା ପ୍ରତିଷେଧକ ଟୀକା ନେଇ ସମସ୍ତେ ସୁ‌ସ୍ଥ
Read More...

ପଶ୍ଚିମବଙ୍ଗ : ନିର୍ବାଚନରେ ​​ଆରଜେଡି ଟିଏମସିକୁ ସମର୍ଥନ କରିବ

କୋଲକାତା : ପଶ୍ଚିମବଙ୍ଗରେ ଅନୁଷ୍ଠିତ ହେବାକୁ ଥିବା ବିଧାନସଭା ନିର୍ବାଚନରେ ​​ଲାଲୁ ପ୍ରସାଦ ଯାଦବଙ୍କ ରାଷ୍ଟ୍ରୀୟ ଜନତା ଦଳ ତୃଣମୂଳ କଂଗ୍ରେସକୁ ସମର୍ଥନ କରିବ । ସୋମବାର ଦିନ ତେଜସ୍ୱୀ ଯାଦବ ମମତା ବାନାର୍ଜୀଙ୍କୁ ଭେଟିଥିଲେ ଏବଂ ଏହା ପରେ ସେ କହିଥିଲେ ଯେ, ଆମକୁ ଯେଉଁଠି ଦରକାର, ଆମେ
Read More...

ଜନସଂଖ୍ୟା ସମାଧାନ ଫାଉଣ୍ଡେସନ ତରଫରୁ ଉପଜିଲ୍ଲାପାଳଙ୍କୁ ଦାବୀପତ୍ର

ଟିଟିଲାଗଡ, (ଗୌରବ ଦର୍ଜୀ) : ଜନସଂଖ୍ୟା ସମାଧାନ ଫାଉଣ୍ଡସନ ଓଡିଶା ପ୍ରଦେଶ, ବଲାଙ୍ଗିର ଜିଲ୍ଲା ଶାଖାର ସଭାପତି ଆଡଭୋକେଟ ଆଲୋକ ନାୟକ‌ଙ୍କ ସମେତ ଜିଲ୍ଲାର କର୍ୟ୍ୟକତ୍ତା ଓ ଓଡ଼ିଶା ପ୍ରଦେଶର ପଦାଧିକାରୀ ଏବଂ କାର୍ୟ୍ୟକାରିଣୀ ସଦସ୍ୟ ସଦସ୍ୟା ମାନେ ଟିଟିଲାଗଡ଼ ଉପଜିଲ୍ଲାପାଳ ସୋମେଶ
Read More...

ଚୀନ୍‌ର ସାଇବର ଆକ୍ରମଣ ମାମଲାରେ ଭାରତକୁ ସମର୍ଥନ କରୁ ଆମେରିକା : ଆମେରିକାର ସାଂସଦ

ୱାଶିଂଟନ୍‌ : ଆମେରିକାର ପାୱାର ଗ୍ରୀଡ ଉପରେ ଚାଇନାର ସାଇବର ଆକ୍ରମଣ ମାମଲାରେ ଆମେରିକାର ବରିଷ୍ଠ ଆଇନଜୀବୀ ଫ୍ରାଙ୍କ ପାଲୋନ ବାଇଡେନ ପ୍ରଶାସନକୁ ନିବେଦନ କରିଛନ୍ତି । ସୋମବାର ଏକ ଟୁଇଟ୍‌ରେ ଫ୍ରାଙ୍କ ପାଲନ୍‌ ଲେଖିଛନ୍ତି ଯେ, ଆମେରିକା ଏହାର ରଣନୀତିକ ସହଯୋଗୀଙ୍କ ନିକଟରେ ଠିଆ ହେବା
Read More...

ଓଲଟି ପଡିଲା ଯାତ୍ରୀବାହୀ ବସ୍‍ ପ୍ରିନ୍ସ

କେନ୍ଦ୍ରାପଡ଼ା : ଓଲଟି ପଡିଛି ଯାତ୍ରୀବାହୀ ବସ୍‍ ପ୍ରିନ୍ସ ବୋଲି ଖବର ମଳିଛି । ସୂଚନା ଯୋଗ୍ୟ ଯେ, କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡା ବ୍ଲକ କୁମାରୁଣି ନିକଟରେ ଏକ ଘରୋଇ ବସ୍ ପ୍ରିନ୍ସ କଟକ ଅଭିମୁଖେ ଯାଉଥିବା ବେଳେ ଭାରସାମ୍ୟ ହରାଇ ଓଲଟି ପଡିଛି । ଫଳରେ ଘଟଣାସ୍ଥଳରେ ବସ୍‌ ଭିତରେ ଥିବା
Read More...

ବଲାଙ୍ଗିର ସହରରେ ଆଜିର ପାଖାପାଖି ପନିପରିବା ଦର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରରେ ଆଜିର ପନିପରିବା ଦର କିଲୋ ପିଛା ପାଖାପାଖି ଯାହା ରହିଛି, ସେ ସଂପର୍କରେ ଜାଣିବା ଆସନ୍ତୁ । ସଜନା ଛୁଇଁ (ମୁନ୍‌ଗା) - ୧୦୦ ଟଙ୍କା, ଅଦା - ୬୦ ଟଙ୍କା, ରଷୁଣ - ୧୨୦ ଟଙ୍କା, ଟମାଟର୍‌ - ୧୬ ଟଙ୍କା, ଭେଣ୍ଡି -୬୦ ଟଙ୍କା, ବିମ୍‌ - ୬୦
Read More...