Monthly Archives

February 2021

ଆସ‌ନ୍ତା ୨୬ରେ ବ୍ୟବସାୟୀ ମହାସଂଘର ଭାରତ ବନ୍ଦ ଡାକରା

ନୂଆଦିଲ୍ଲୀ : ଆସ‌ନ୍ତା ୨୬ରେ ବ୍ୟବସାୟୀ ମହାସଂଘର ଭାରତ ବନ୍ଦ ଡାକରା । ଜିଏସଟି ଆଇନରେ ଜଟିଳତା ଓ ଅନଲାଇନ ବ୍ୟବସାୟ ବିରୋଧରେ ଏହି ବନ୍ଦ ଡାକରା ଦେଇଛି ବ୍ୟବସାୟୀ ମହାସଂଘ । ବ୍ୟବସାୟୀ ମହାସଂଘର ଧର୍ମଘଟ ଡାକରାକୁ ସମର୍ଥନ କରିବ ଓଡ଼ିଶା ବ୍ୟବସାୟୀ ମହାସଂଘ । ଫଳରେ ଆସନ୍ତା ଶୁକ୍ରବାର
Read More...

କୋରୋନା ଟେଷ୍ଟିଂ କ୍ୟାମ୍ପ ଭୁବନେଶ୍ୱର ବିମାନ ବନ୍ଦରରେ ଆରମ୍ଭ ହେବ

ଭୁବନେଶ୍ୱର : ଭୁବନେଶ୍ୱର ବିମାନ ବନ୍ଦରରେ ଆଜି ସନ୍ଧ୍ୟା କିମ୍ବା କାଲି ସୁଦ୍ଧା ଏକ ଟେଷ୍ଟିଂ ସେଣ୍ଟର କରାଯିବ ବୋଲି ଗତକାଲି ଏକ ବୈଠକରେ ନିଷ୍ପତ୍ତି ନିଆଯାଇଛି । ରାଜ୍ୟ ବାହାରୁ ଆସୁଥିବା ଲୋକମାନଙ୍କର ସ୍କ୍ରିନିଂ କରାଯିବ । ଯଦି ସେଥିରେ କିଛି ଲକ୍ଷଣ ଆସେ ତେବେ ଟେଷ୍ଟିଂ ବାଧ୍ୟତାମୂଳକ ।
Read More...

ହିଁଆଲ କ୍ଳଷ୍ଟର ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ

ତୁରେକେଲା, (କୈଳାଶ ସଗ୍ରିଆ) : ତୁରେକେଲା ବ୍ଳକ ଅନ୍ତର୍ଗତ ହିଁଆଲ କ୍ଳଷ୍ଟର ସ୍ତରୀୟ ଏକ ଦିବସୀୟ ବିଜ୍ଞାନ ମେଳା ଉନ୍ନୀତ ଉଚ୍ଚ ବିଦ୍ୟାଳୟ, ହିଁଆଲ ଠାରେ ଅନୁଷ୍ଠିତ ହୋଇଯାଇଛି । ପ୍ରାଥମିକ ବିଦ୍ୟାଳୟରୁ ଯୁକ୍ତ ଦୁଇ ଶ୍ରେଣୀ ପର୍ୟ୍ୟନ୍ତ ବିଭିନ୍ନ ବିଦ୍ୟାଳୟରୁ ୨୦ଗୋଟି ପ୍ରକଳ୍ପ କୁନି
Read More...

ଅଦାବସ୍ତା ଭିତରେ ଗଞ୍ଜେଇ ବସ୍ତା ରଖି ଗଞ୍ଜେଇ ଚୋରା ଚାଲାଣ କରୁଥିବା ବେଳେ ଜବତ କଲା ପୋଲିସ୍‌

କୋରାପୁଟ : ଥମୁନି ଗଞ୍ଜେଇ ଚୋରା ଚାଲାଣ । କୋରାପୁଟରୁ ଉତ୍ତରପ୍ରଦେଶକୁ ଅଦାବସ୍ତା ଭିତରେ ଗଞ୍ଜେଇ ବସ୍ତା ରଖି ଗଞ୍ଜେଇ ମାଫିଆ ଗଞ୍ଜେଇ ଚୋରା ଚାଲାଣ କରୁଥିବା ନେଇ କୌଣସି ସୂତ୍ରରୁ ଖବର ପାଇବା ପରେ ପୁଲିସ ଏକ ୧୨ ଚକିଆ ଟ୍ରକ ଉପରେ ଚଢ଼ାଉ କରି ବହୁ ପରିମାଣର ଗଞ୍ଜେଇ ଜବତ କରିଛି । ତେବେ ଅଦା
Read More...

ସର୍ତ୍ତମୂଳକ ଜାମିନ୍‌ ପ୍ରଦାନ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ

ଭୁବନେଶ୍ୱର : ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଚାକିରି ଦେବା ପାଇଁ ଆଶାୟୀଙ୍କ ନିକଟରୁ ଟଙ୍କା ସଂଗ୍ରହ କରିଥିବା ଅଭିଯୋଗରେ ଜେଲ୍‌ରେ ଥିବା ବେଳେ ଆଜି ତାଙ୍କୁ ହାଇକୋର୍ଟ ସର୍ତ୍ତମୂଳକ ଜାମିନ୍‌ ପ୍ରଦାନ କରିଛନ୍ତି । କ୍ରାଇମ୍‌ବ୍ରାଞ୍ଚ୍‌ ପକ୍ଷରୁ ହୋଇଥିବା ମାମଲାରେ ପ୍ରଦୀପଙ୍କୁ
Read More...

ପ୍ରସିଦ୍ଧ ପଞ୍ଜାବୀ ଗାୟକ ସରଦୂଲ ସିକନ୍ଦରଙ୍କ ପରଲୋକ

ମୁମ୍ବାଇ : ପରଲୋକରେ ପ୍ରସିଦ୍ଧ ପଞ୍ଜାବୀ ଗାୟକ ସରଦୂଲ ସିକନ୍ଦର(୬୦) । କିଡନୀ ସମସ୍ୟା ଯୋଗୁଁ ତାଙ୍କୁ ଗତ ସପ୍ତାହରେ ମୋହାଲି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ସଫଳ କିଡନୀ ଅପରେସନ ହୋଇଥିଲା । କିନ୍ତୁ ସେ କରୋନା ସଂକ୍ରମଣର ଶିକାର ହୋଇଗଲେ । ବୁଧବାର ଦିନ ସରଦୂଲ
Read More...

ଫିଲ୍ମ ‘ଗଙ୍ଗୁବାଈ କାଠିଆୱାଡ଼ୀ’ର ଟିଜର ରିଲିଜ

ମୁ‌ମ୍ବାଇ : ବଲିଉଡର ଲୋକପ୍ରିୟ ନାୟିକା ଆଲିଆ ଭଟ୍ଟଙ୍କ ଅଭିନୀତ ତଥା ବଲିଉଡର ପ୍ରସିଦ୍ଧ ନିର୍ଦ୍ଦେଶକ ସଞ୍ଜୟ ଲୀଲାଭଂସାଲୀଙ୍କ ଫିଲ୍ମ 'ଗଙ୍ଗୁବାଈ କାଠିଆୱାଡ଼ୀ'ର ଟିଜର ରିଲିଜ ହୋଇଯାଛି । ନିର୍ଦ୍ଦେଶକ ସଞ୍ଜୟ ଲୀଲାଭଂସାଲୀଙ୍କ ଜନ୍ମ ଦିନ ଅବସରରେ ବୁଧବାର ଏହାର ଟିଜର ରିଲିଜ କରାଯାଇଛି ।
Read More...

ସଇଁନ୍ତଲା କପ କ୍ରିକେଟ ଟୁର୍ଣ୍ଣାମେଣ୍ଟ : କେରମେଲି ବିଜୟୀ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ସ୍ଥିତ ରମେଶ ସିଂ ଭୋଇ ଷ୍ଟାଡିୟମ ଠାରେ କପ-୨୦୨୧ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଥିଲା । ତେବେ ଫାଇନାଲ ମ୍ୟାଚରେ ଚାଦୋତରା ଓ କେରମେଲି ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିବା ବେଳେ ଚାଦୋତରା ଦଳକୁ ୩୦ରନରେ ହରାଇ
Read More...

ରୁମାନ ଟେକ୍ନୋଲୋଜି ପ୍ରା.ଲି.ସି.ଡି.ଏ ତରଫରୁ ପଥପ୍ରାନ୍ତ ନାଟକ ‘ନୀଳୋତ୍ପଳ’ ଅନୁଷ୍ଠିତ

କଟକ : ବ‌ର୍ତ୍ତମାନ କରୋନା ଭୁତାଣୁର ଭୟାଭୟତାକୁ ନେଇ ସମସ୍ତେ ଆତଙ୍କିତ, ରୁମାନ ଟେକ୍ନୋଲୋଜି ପ୍ରା.ଲି.ସି.ଡି.ଏ, କଟକ ତରଫରୁ ଡିଡିୟୁ-ଜିକେୱାଇର ସମସ୍ତ ଛାତ୍ର-ଛାତ୍ରୀ ଓ କର୍ମକ‌ର୍ତ୍ତା ମାନ‌ଙ୍କ ଦ୍ୱରା ଏକ ପଥପ୍ରାନ୍ତ ନାଟକ 'ନୀଳୋତ୍ପଳ' ଅନୁଷ୍ଠିତ ହୋଇଯାଇଛି । ଏଥିରେ ଛାତ୍ରଛାତ୍ରୀମାନେ
Read More...

ବାଇକ୍‌କୁ ପଛପଟୁ ଧକ୍କା ଦେଲା ଦୃତ ଗତିରେ ଆସୁଥିବା ଡମ୍ଫର : ୨ ଜଣଙ୍କର ମୃତ୍ୟୁ

ରାଉରକେଲା : ଦୃତ ଗତିରେ ଆସୁଥିବା ଏକ ଡମ୍ଫର ରାଉରକେଲା ପାନପୋଷ ନିକଟରେ ବାଇକ୍‌କୁ ପଛପଟୁ ଧ‌କ୍କା ଧେଇଥିଲା । ଫଳରେ ଘଟଣା‌ସ୍ଥଳରେ ଦୁଇ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଛି ।ମୃତକଙ୍କ ପରିଚୟ ଅସ୍ପଷ୍ଟ ଥିବା ବେଳେ, ରାଉରକେଲା ସରକାରୀ ଡାକ୍ତରଖାନାରେ ମୃତଦେହକୁ ରଖାଯାଇଛି । ମୃତକଙ୍କ ମଧ୍ୟରେ
Read More...