Monthly Archives

February 2021

କରୋନା ସମୟରେ ଛାତ୍ରଛାତ୍ରୀଙ୍କ ବୌଦ୍ଧିକ ଏବଂ ମାନସିକ ବିକାଶ ଉପରେ ଆଲୋଚନା ଚକ୍ର ଅନୁଷ୍ଠିତ

ଖପ୍ରାଖାଲ, (କ୍ରିଷ୍ଣା ସେଠୀ) : ଲାଠୋର ପଞ୍ଚାୟତ ଡିଗ୍ରୀ ମହାବିଦ୍ୟାଳୟରେ ଆଜି କରୋନା ସମୟରେ ଛାତ୍ରଛାତ୍ରୀଙ୍କ ବୌଦ୍ଧିକ ଏବଂ ମାନସିକ ବିକାଶ ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ୟ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଉପ ଜିଲ୍ଲାପାଳ ସୋମନାଥ ପ୍ରଧାନ, ସମ୍ମାନିତ ଅତିଥି
Read More...

ଆଜି ରାଜ୍ୟରେ ୮୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଏବେ ଏକ୍‌ଟିଭ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ମାତ୍ର ୬୨୩ ରହିଛି । ଆଜି ୮୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୫୩ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୩୬ ଜଣ ଆଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ
Read More...

ସ୍ଵାଧୀନ ସେବା ଚାରିଟେବୁଲ ଟ୍ରଷ୍ଟ ଆନୁକୁଲ୍ୟରେ ମା’ ସିଦ୍ଧ ଚଣ୍ଡି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ

ଡ଼େଲାଙ୍ଗ : ଡ଼େଲାଙ୍ଗ ଘନୀପୁର ପଞ୍ଚାୟତ ଯୋରକଣିସ୍ଥିତ ମା' ସିଦ୍ଧଚଣ୍ଡି ମନ୍ଦିର ସନ୍ନିକଟ ଖେଳ ପଡିଆରେ ସ୍ଵାଧୀନ ଚାରିଟେବୁଲ ଟ୍ରଷ୍ଟ ଆନୁକୁଲ୍ୟରେ ୨୧ ତମ ମା' ସିଦ୍ଧଚଣ୍ଡି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ବୁଧବାର ଅନୁଷ୍ଠିତ ଅନ୍ତିମ ଦିବସରେ ଫାଇନାଲ ମ୍ୟାଚରେ ତାଜ
Read More...

ପଣ୍ଡିତ ପ୍ରୟାଗଦତ୍ତ ଯୋଶୀଙ୍କ ଜନ୍ମ ଦିବସ ଅବସରରେ କୋଶଲୀ ସ୍ବାଭିମାନ ଦିବସ ପାଳିତ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଙ୍ଗୋମୁଣ୍ଡା ବ୍ଲକ୍‌ କଁସିଲ ଗାଁରେ କୋଶଲୀ ସାହିତ୍ୟ କୁଟୁମ୍ବ ଢେକି ଶାଲ୍‌ ତରଫରୁ ପଣ୍ଡିତ ପ୍ରୟାଗଦତ୍ତ ଯୋଶୀଙ୍କ ଜନ୍ମ ଦିବସ ଅବସରରେ କୋଶଲୀ ସ୍ବାଭିମାନ ଦିବସ ପାଳିତ ହୋଇ ଯାଇଛି । ଏଥିରେ କୋଶଲୀ ସ୍ବାଭିମାନ ଦିବସ, ପଣ୍ଡିତ ପ୍ରୟାଗଦତ୍ତ ଯୋଶୀ
Read More...

ହତ୍ୟା ନା ଆତ୍ମହତ୍ୟା ?

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ତହସିଲ ଅନ୍ତର୍ଗତ ଭେଉଁରିଆ ରାଜସ୍ୱ ନିରୀକ୍ଷକ କାର୍ୟ୍ୟାଳୟରେ କାର୍ୟ୍ୟରତ ସହକାରୀ ରାଜସ୍ୱ ନିରୀକ୍ଷକ ଭାବେ କାର୍ୟ୍ୟରତ ବଳଦେବ ବନଛୋରଙ୍କ ମୃତ ଦେହ ପଦ୍ମପୁର ଅମଲିପାଲି ପଟ୍ଟନାୟକ ପେଟ୍ରୋଲ ପମ୍ପ ପଛ ପଟେ ଏକ ଗଛରେ ଝୁଲନ୍ତା ଅବସ୍ଥାରେ
Read More...

କରୋନା ଭୂତାଣୁର ଭୟାବହତାକୁ ନେଇ ପଥପ୍ରାନ୍ତ ନାଟକ ‘ନୀଳୋତ୍ପଳ’ ମଂଚସ୍ଥ

କଟକ, (କେପିଏନ୍‌ଏସ୍‌) : ବର୍ତମାନ କରୋନା ଭୂତାଣୁର ଭୟାବହତାକୁ ନେଇ ସମସ୍ତେ ଆତଙ୍କିତ । କରୋନା ଭୂତାଣୁର ଭୟାବହତାକୁ ନେଇ ରୁମାନ ଟେକ୍ନୋଲୋଜି ପ୍ରା.ଲି. ସି.ଡି.ଏ, କଟକ ତରଫରୁ ଡିଡିୟୁ-ଜିକେୱାଇର ସମସ୍ତ ଛାତ୍ରଛାତ୍ରୀ ଓ କର୍ମକର୍ତାମାନଂକ ଦ୍ୱରା ଏକ ପଥପ୍ରାନ୍ତ ନାଟକ 'ନୀଳୋତ୍ପଳ'
Read More...

ସହକାରୀ ଯନ୍ତ୍ରୀଙ୍କୁ ମାଡ଼ ମାରି ଗିରଫ ହେଲେ ବ୍ଲକ୍‌ ଉପାଧ୍ୟକ୍ଷ

ପୁଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ପୁଇଁନ୍ତଲା ବ୍ଲକ୍‌ ଉପାଧ୍ୟକ୍ଷ ସନ୍ତୋଷ ଗୁରାଣ୍ଡି ପୁଣିଥରେ ଗିରଫ ହୋଇଛନ୍ତି । ୨୦୧୯ ମାର୍ଚ୍ଚ ମାସରେ ତତ୍କାଳୀନ ବିଡିଓ ସରୋଜ ମିଶ୍ରଙ୍କୁ ଫିଲ୍ମ ଷ୍ଟାଇଲରେ ଅପହରଣ ଅଭିଯୋଗରେ ସନ୍ତୋଷ ଗୁରାଣ୍ଡି ଗିରଫ ହୋଇ ଚର୍ଚ୍ଚାକୁ ଆସିଥିଲେ ।
Read More...

ଅଭାବନୀୟ ଦୃଶ୍ୟ : ପୁଲିସ ବାଇକ ଯୋଗେ କୋର୍ଟ ଚାଲାଣ କରୁଛି ଅଭିଯୁକ୍ତକୁ

ସଇଁନ୍ତଲା, (ଅଜିତ କୁମାର ସାହୁ) : ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିବା ପାଇଁ ହେଲେ ତାଙ୍କୁ କଡାକଡି ଭାବରେ ଗାଡି ଯୋଗେ ନିଆ ଯାଇଥାଏ । ହେଲେ ଥାନାରେ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ଏବେ ବାଇକରେ ଅଭିଯୁକ୍ତଙ୍କୁ ନିଆଯାଉଛି । ଯଦି ଫେରାର ମାରିବାରେ ଅଭିଯୁକ୍ତ ସଫଳ ହୁଏ, ତେବେ ଦାୟୀ
Read More...

ଭାରତର ଅର୍ଜୁନ MK-1A ଟ୍ୟାଙ୍କ ପାକିସ୍ତାନର ଟ୍ୟାଙ୍କ ଉପରେ ଭାରି ପଡ଼ିବ ?

ନୂଆଦିଲ୍ଲୀ : ଏକ ନୂତନ ଯୁଦ୍ଧ ଟ୍ୟାଙ୍କ ଅର୍ଜୁନ MK-1A ଖୁବ ଶୀଘ୍ର ଭାରତୀୟ ସେନା ଜାହାଜରେ ଅନ୍ତର୍ଭୁକ୍ତ ହେବାକୁ ଯାଉଛି । ଅର୍ଜୁନ MK-1A (ଆଲଫା) ପାଇଁ ଭାରତ ସରକାର ୬୦୦୦ କୋଟି ଟଙ୍କା ଅନୁମୋଦନ କରିଛନ୍ତି । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ
Read More...

ଆଙ୍ଗନବାଡି କେନ୍ଦ୍ରରେ ଶିଶୁଙ୍କ ଖାଦ୍ୟ ବାଟ ମାରଣା ଅଭିଯୋଗ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ମହିଳା ଓ ଶିଶୁ ବିକାଶ ବିଭାଗ ଓ ମିଶନ ଶକ୍ତି ଓଡିଶା ସରକାରଙ୍କ ପକ୍ଷରୁ ପରିପୁରକ ପୁଷ୍ଟିକର ଯୋଜନାରେ ପ୍ରାକ ବିଦ୍ୟାଳୟ ଶିଶୁ ମାନଙ୍କ ନିମନ୍ତେ ଗରମ ରନ୍ଧନ ଖାଦ୍ୟ ସୋମବାରରୁ ଶନିବାର କିପରି ଓ କେତେ ପରିମାଣର ଦିଆଯିବ, ତାର ଏକ ତାଲିକା ସମସ୍ତ ଆଙ୍ଗନବାଡି
Read More...