Daily Archives

କେଶରୀୟା ହିନ୍ଦୁ ବାହିନୀ ତରଫରୁ ଝାରସୁଗୁଡାରୁ ଦି‌‌ଲ୍ଲୀ ଅଭିମୁଖେ ବାହାରିଥିବା ଅଭିରାମ ଶତପଥିଙ୍କୁ ଜାତୀୟ ପତାକା…

ବଲା‌ଙ୍ଗିର, (କେପିଏନ୍‌ଏସ୍‌) : ଆଜି କେଶରୀୟା ହିନ୍ଦୁ ବାହିନୀ ବଲା‌ଙ୍ଗିର ତରଫରୁ ପ୍ରଦେଶ ମହାମନ୍ତ୍ରୀ ସନ୍ତୋଷ କୁମାର ଭୋଳ‌ଙ୍କ ନେତୃ‌ତ୍ୱରେ ଅଭିରାମ ଶତପଥିଙ୍କୁ ସ୍ୱାଗତ କରି ଜାତୀୟ ପତାକା ଭେଟି ଦେବା ସହ କାର୍ୟ୍ୟାଳୟ ତରଫରୁ କିଛି ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା ।
Read More...

ଜିଲ୍ଲା ମୁଖ୍ୟ ଚିକତ୍ସାଳୟକୁ ସମ୍ପୃର୍ଣ୍ଣ କାର୍ୟ୍ୟକ୍ଷମ କରିବାକୁ ବରଗଡ଼ ଜିଲ୍ଲା ଯୁବ କଂଗ୍ରେସ ତରଫରୁ ଦାବୀ

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ସହରରେ ଥିବା ପୁରୁଣା ଜିଲ୍ଲା ମୁଖ୍ୟ ଚିକତ୍ସାଳୟକୁ ସମ୍ପୃର୍ଣ୍ଣ କାର୍ଯ୍ୟକ୍ଷମ କରିବାକୁ ବରଗଡ଼ ଜିଲ୍ଲା ଯୁବ କଂଗ୍ରେସ ତରଫରୁ ଦାବୀ କରାଯାଇଛି । ଜିଲ୍ଲା କାର୍ଯ୍ୟକାରୀ ସଭାପତି ସୁଶାନ୍ତ ସାହୁଙ୍କ ନେତୃତ୍ୱରେ ଏକ ପ୍ରତିନିଧିମଣ୍ଡଳୀ ମୁଖ୍ୟମନ୍ତ୍ରୀଙ୍କ
Read More...

ଲକ୍ଷେଘର ଗଣ୍ଡା ସମାଜର ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଜାମସେଠ ଗ୍ରାମ ପଞ୍ଚାୟତ ଅଧୀନସ୍ଥ ଡୁଡୁକିଝରିଆ ଖେଳପଡିଆ ଠାରେ ଲକ୍ଷେଘର ଗଣ୍ଡା ସମାଜର ଏକ ସାଧାରଣ ବୈଠକ ପାଇକମାଲ ସର୍କିଲ ବ୍ଲକ ସଭାପତି ଧନୁ ଦୀପଙ୍କ ଆହ୍ୱାନ କ୍ରମେ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ଲକ୍ଷେଘର ଗଣ୍ଡା ସମାଜ ଜାମସେଠ ପଞ୍ଚାୟତ
Read More...

ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ପୁରୀ : ଆଜି ପୁରୀ ଗସ୍ତରେ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିଛନ୍ତି । ଏହି ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ କେନ୍ଦ୍ର ସରକାରକୁ ଟାର୍ଗେଟ କରି କହିଛନ୍ତି ଯେ, ମହାପ୍ରଭୁ ଜଗନ୍ନାଥଙ୍କ କାମକୁ କେହି ଅଟକାଇ ପାରିବେନି । ତେଣୁ କେନ୍ଦ୍ର ସରକାର ବାଇ ଲ' କୁ
Read More...

ଲେମ୍ବୁରୁ କ’ଣ ସବୁ ଲାଭ ମିଳେ, ଜାଣିବା ଆସନ୍ତୁ

ଲେମ୍ବୁ ସମସ୍ତଙ୍କ ପାଇଁ ସହଜଲବ୍ଧ, କିନ୍ତୁ ଏହାର ଉପାଦେୟତା ଦୃଷ୍ଟିରୁ ଯେତେ ପରିମାଣରେ ସମସ୍ତେ ବ୍ୟବହାର କରିବା କଥା, ସେତିକି ବ୍ୟବହୃତ ହୁଏନାହିଁ । ତେବେ ଲେମ୍ବୁରୁ କ’ଣ ସବୁ ଲାଭ ମିଳେ, ଜାଣିବା ଆସନ୍ତୁ । ଲେମ୍ବୁର ପ୍ରଥମ ଗୁଣ ହେଉଛି ଏହା ଅରୁଚି ଦୂର କରିଥାଏ ।ଲେମ୍ବୁ ପ୍ରତ୍ୟହ
Read More...

ମହାନଦୀ ଜଳ ବିବାଦରେ ଫଶିଛି ଲୋୟର ସୁକତେଲ : ସୂଚନା ଅଧିକାର କର୍ମୀ ହେମ‌ନ୍ତ କୁମାର ପଣ୍ଡା

ମହାନଦୀ ଜଳ ବିବାଦ ଓଡିଶା ପାଇଁ ବ୍ୟୁମେରାଂ ସଦୃଶଲୋୟର ସୁକତେଲକୁ ନେଇ ନେତା ଓ ସରକାରୀ ଅଧିକାରୀମାନେ ବିଭ୍ରାନ୍ତି ସୃଷ୍ଟି କରୁଛନ୍ତିଲୋୟର ସୁକତେଲ ପାଇଁ ଚରମ ଅବହେଳା ମହଙ୍ଗା ପଡିଲା୮୦ ବୈଠକ ସ୍ଥାନରେ ମାତ୍ର ୩ବଲାଙ୍ଗିର, (କେପିଏନ୍‌ଏସ୍‌) : ଓଡିଶା ପାଇଁ ବ୍ୟୁମେରାଂ ହୋଇଛି ମହାନଦୀ ଜଳ
Read More...

ନକଲି ୱେବସାଇଟ୍ ତିଆରି ଚାକିରୀ ଲୋଭ ଦେଖାଇ ବେକାର ଯୁବକ ଯୁବତୀଙ୍କଠାରୁ ଟଙ୍କା ଲୁଟୁଥିଲେ : ୪ ଗିରଫ

ବାରାଣାସୀ : ଏସ୍‌ଟିଏଫ୍‌ର ବାରାଣାସୀ ୟୁନିଟ୍ ବିଏଚୟୁ ଏବଂ ଉତ୍ତରପ୍ରଦେଶ ସଚିବାଳୟର ଏକ ଜାଲ୍ ୱେବସାଇଟ୍ ତିଆରି କରିଥିବା ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ ସମେତ ଚାରି ଜଣଙ୍କୁ ଗିରଫ କରାଯାଇଛି । ଅଭିଯୁକ୍ତମାନେ ସରକାରୀ ଚାକିରୀ ଲୋଭ ଦେଖାଇ ବେକାର ଯୁବକ ଯୁବତୀଙ୍କଠାରୁ ଟଙ୍କା ଲୁଟୁଥିଲେ ।
Read More...

କରୋନା ପଜିଟିଭ୍ ହେଲେ ତାମିଲ ଫିଲ୍ମ ସୁପରଷ୍ଟାର ସୁର୍ଯ୍ୟା

ନୂଆଦିଲ୍ଲୀ : ତାମିଲ ଫିଲ୍ମ ସୁପରଷ୍ଟାର ସୁର୍ୟ୍ୟାଙ୍କ କୋଭିଡ ୧୯ ରିପୋର୍ଟ ପଜିଟିଭ୍ ଆସିଛି । ତେବେ ସେ ଟ୍ୱିଟ କରି ଲେଖିଛନ୍ତି ଯେ, 'ମେ କରୋନା ସେ ସଂକ୍ରମିତ୍ ହୁଁ ଔର ଇଲାଜ୍ କରା ରହା ହୁଁ । ହମ୍ ସଭି ମେହସୁସ୍ କରେଙ୍ଗେ କି ଜିନ୍ଦେଗୀ ଅଭି ସାମାନ୍ୟ ନେହି ହେ । ଡର୍ ସେ ହମ୍ ବେଠ୍ ନେହି
Read More...

୧୧ ମୃତ ଦେହ ମିଳିଲା, ୨୦୩ ନିଖୋଜ : ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ରାୱତ

ଡେ଼ରାଡ଼ୁନ୍‌ : ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ରାୱତ କହିଛନ୍ତି ଯେ, ଗତକାଲି ଉତ୍ତରାଖଣ୍ଡରେ ୧୧ ଟି ମୃତଦେହ ଉଦ୍ଧାର କରାଯାଇଛି ଏବଂ ୨୦୩ ଜଣ ଲୋକ ନିଖୋଜ ଅଛନ୍ତି। ସେ କହିଛନ୍ତି, "ଆମର ସାହସୀ ସୈନିକମାନେ ରାତାରାତି ଉଦ୍ଧାର କାର୍ୟ୍ୟ ପରେ ଟନେଲ ମୁହାଣରେ ପହଞ୍ଚିଛନ୍ତି
Read More...