Daily Archives

ଶିଶକେଲା ଠାରେ ବିଜେଡି ଦଳୀୟ କର୍ମୀ ସମାବେଶ : ଦୁଇ ମନ୍ତ୍ରୀଙ୍କୁ ନେଇ ଚର୍ଚ୍ଚା

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଶିଶକେଲା ଖେଳ ପଡିଆ ଠାରେ ଆଜି ବିଜେଡିର ଦଳୀୟ କର୍ମୀ ସମାବେଶ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ତେବେ ଏଥିରେ ବିଜେଡି ସଇଁନ୍ତଲା ବ୍ଳକ ସଭାପତି ଦିଲିପ ରାଜପଲିଆ ସଭା ପରିଚାଳନା କରିଥିବା ବେଳେ ଏହି କାର୍ୟ୍ୟକ୍ରମରେ
Read More...

ଅଧିକାରୀ‌ଙ୍କ ହରିଶଙ୍କର ପରିଦର୍ଶନ

ଖ୍ରପାଖୋଲ, (କ୍ରିଷ୍ଣା ସେଠୀ) : ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ୫ଟି ସଚିବ ଭିକେ ପାଣ୍ଡିଆନ, ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାର୍ଶଦାତା ଭିନିଲ କ୍ରିଷ୍ନା, ଡବ୍ଲ୍ୟୁଓଡିସି ଅଧ୍ୟକ୍ଷ ଅସିତ ତ୍ରିପାଠୀ, ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଳ ରଣା, ବଲାଙ୍ଗୀର ଏସପି ନିତିନ କୁଶଲକର ପ୍ରମୁଖ ପହଁଚି
Read More...

‘ମୋ ସରକାର’ ଏବଂ ‘୫ଟି’ ଯୋଜନାକୁ ତ୍ୱରାନ୍ୱିତ କରି ଲୋକଙ୍କ ମୁହଁରେ ହସ ଫୁଟାଉଛନ୍ତି ଟୁଇଟର୍‌ କୁଇନ୍‌ ଦୀପା

ନିରଞ୍ଜନ ତ୍ରିପାଠୀ, ସାମ୍ବାଦିକ ବର୍ତ୍ତମାନ ରାଜ୍ୟରେ ୫ଟି ଏବଂ 'ମୋ ସରକାର’ ଯୋଜନା କାର୍ଯ୍ୟକାରୀ ହେଉଛି, ଯାହାଫଳରେ ରାଜ୍ୟ ସରକାରଙ୍କ ପ୍ରତ୍ୟେକ ସୁବିଧା ସୁଯୋଗ ଲୋକଙ୍କ ପାଖକୁ ପହଂଚିବା ପାଇଁ ବ୍ୟାପକ ସୁଯୋଗ ସୃଷ୍ଟି ହେଉଛି । ଏହାପରେ ମଧ୍ୟ ସଚେତନତାର ଘୋର ଅଭାବ ଯୋଗୁଁ ପଶ୍ଚିମ ଏବଂ
Read More...

ଏଟିଏମ କାଟି ଲୁଟି ନେଲେ ୪୨ ଲକ୍ଷ

କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲ୍ଲା ଆଳି ଅଞ୍ଚଳରୁ ୨ଟି ଏସବିଆଇ ଏଟିଏମରୁ ଲୁଟ କରିଛନ୍ତି ଲୁଟେରା । ଗତକାଲି ବିଳମ୍ବିତ ରାତିରେ ଦୁର୍ବୃତ୍ତ ମାନେ ଦୁଇଟି ଏଟିଏମକୁ ଗ୍ୟାସ କଟରରେ କାଟି ୪୨ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି । ଆଳିର ପତ୍ରପୁର ଓ ନିଆଳହାଟ ଏସବିଆଇ ଏଟିଏମରୁ ଏହି ଲୁଟ୍ ହୋଇଥିବା
Read More...

ଫରେଷ୍ଟର ଜଗବନ୍ଧୁ ବାରିକଙ୍କ ୨ଟି ଘରେ ଓ ବିନିକା ବନ ବିଭାଗ କାର୍ଯ୍ୟାଳୟରେ ଭିଜିଲାନ୍ସ ଚଢାଉ

ସୁବର୍ଣ୍ଣପୁର (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ଜିଲ୍ଲା ବନ ବିଭାଗର ଜଣେ ଫରେଷ୍ଟରଙ୍କ ଘରେ ଓ କାର୍ଯ୍ୟାଳୟରେ ଆଜି ଭିଜିଲାନ୍ସ ରେଡ ହୋଇଛି । ସୁବର୍ଣ୍ଣପୁର ଜିଲ୍ଲା ବିନିକା ରେଞ୍ଜର ଫରେଷ୍ଟର ଜଗବନ୍ଧୁ ବାରିକଙ୍କ ୨ଟି ଘରେ ଓ ବିନିକା ବନ ବିଭାଗ କାର୍ଯ୍ୟାଳୟରେ ଭିଜିଲାନ୍ସ ଚଢାଉ ଜାରି
Read More...

ଗିରଫ ହେଲେ ନକଲି ମୃଦୁ ପାନୀୟ ଫ୍ୟାକ୍ଟ୍ରିର ମାଲିକ

ଭୁବନେଶ୍ୱର : ଭୁବନେଶ୍ୱର ମଞ୍ଚେଶ୍ୱର ସ୍ଥିତ କାରଖାନାରେ ବିଭିନ୍ନ ବ୍ରାଣ୍ଡର ନକଲି କୋଲ୍ଡ ଡ଼୍ରିଙ୍କ ବିକ୍ରି ହେଉଥିବା ବେଳେ ଏହି ଫ୍ୟାକ୍ଟ୍ରିର ମାଲିକ ଶ୍ରୀପତ୍ତି ରଞ୍ଜନ ବେହେରାଙ୍କୁ ପୋଲିସ୍ ଗିରଫ କରିଛି । ଏହି ନକଲି ଜିନିଷ ଯେଉଁ ସବୁ ଜାଗାକୁ ପଠାଯାଉଥିଲା ସେହି ସବୁ ସ୍ଥାନକୁ ମଧ୍ୟ
Read More...

ନୃସିଂହନାଥ ପରିଦର୍ଶନ ଏବଂ ସମୀକ୍ଷା କଲେ ଆଇ.ଏ.ଏସ ଦଳ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ପଶ୍ଚିମ ଓଡିଶାର ପ୍ରସିଦ୍ଧ ତୀର୍ଥ କ୍ଷେତ୍ର ନୃସିଂହନାଥ ପୀଠର ବିଭିନ୍ନ ଉନ୍ନତି ମୂଳକ କାର୍ୟ୍ୟର ସମୀକ୍ଷା କରିବା ସହ ପରିଦର୍ଶନ ପାଇଁ ଓଡିଶା ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ପୂର୍ବତନ ମୁଖ୍ୟ ସଚିବ ତଥା ପଶ୍ଚିମ ଓଡ଼ିଶା ବିକାଶ ପରିଷଦ
Read More...

ସ୍ପେଶଏକ୍ସ ମିଶନକୁ ପୁନର୍ବାର ଝଟକା : ଲ୍ୟାଣ୍ଡିଂ ବେଳେ ଜଳିଗଲା ରକେଟ

ନ୍ୟୁୟର୍କ : ଏଲନ ମସ୍କଙ୍କ ସ୍ପେଶଏକ୍ସ ମିଶନ ମାର୍ଶକୁ ବୁଧବାର ପୁନର୍ବାର ଝଟକା ଲାଗିଛି । ସ୍ପେଶଏକ୍ସ ରକେଟର ପ୍ରୋଟୋଟାଇପ ଲ୍ୟାଣ୍ଡିଂ ବେଳେ ଏହା ବୈଷୟିକ ତ୍ରୁଟି ଯୋଗୁ କ୍ରାଶ ହେବା ସହ ଜଳି ଯାଇଥିଲା । ମସ୍କଙ୍କ କମ୍ପାନୀକୁ ଏହା ଦ୍ୱିତୀୟ ଝଟକା । ପୂର୍ବରୁ ଗତବର୍ଷ ଡିସେମ୍ବରରେ ମଧ୍ୟ ଏ
Read More...

ରାଜ୍ୟରେ ଆଜି ୭୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଆଜ ୭୧ ନୂଆ କରୋନା ଆକ୍ରାନ୍ତ ଆଜି ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୪୨ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୨୯ ଜଣ ଅଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ କୁହାଯାଇଛି । ଜିଲ୍ଲା ଅନୁସାରେ
Read More...

ଓଡିଶାବାସୀଙ୍କ ପ୍ରତି ଯତ୍ନ ଏବଂ ସହାୟତା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ : ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର : କୋରାପୁଟ ଜିଲ୍ଲା କୋଟପାଡ ଥାନା ମୂର୍ତାହାଣ୍ଡିରେ ଘଟିଥିବା ସଡକ ଦୁର୍ଘଟଣାରେ ମୃତାହତଙ୍କ ପାଇଁ ପିଏମ ପାଣ୍ଠିରୁ ଆର୍ଥିକ ସହାୟତା ମଞ୍ଜୁର ହେବା ପ୍ରସଙ୍ଗରେ ଓଡିଶାବାସୀଙ୍କ ପ୍ରତି ଯତ୍ନ ଏବଂ ସହାୟତା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି
Read More...