ସିଆଲବାହାଲିର ଯୁବଗୋଷ୍ଠୀଙ୍କ ସଫେଇ କାର୍ଯ୍ୟକ୍ରମ
ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ କୁତୂର୍ଲା ପଞ୍ଚାୟତ ସିଆଲବାହାଲି ଗାଁର ଜଗନ୍ନାଥ କ୍ଳବର ଯୁବକମାନେ ମିଶି ନିଜ ଗାଁ ରାସ୍ତା, ପୋଖରୀ ସହ ମନ୍ଦିର ଓ ନଳକୂପ ନିକଟରେ ଥିବା ଅଳିଆ ଆବର୍ଜନାକୁ ସଫା କରିଛନ୍ତି । କ୍ଲବର ସଭାପତି ବଡ଼ ମେହେର, ଉପସଭାପତି ପଦ୍ମଲୋଚନ ବାଗଙ୍କ!-->…
Read More...
Read More...