Monthly Archives

January 2021

ସାଲେପାଲି ବଜରଙ୍ଗ ଦଳ ପକ୍ଷରୁ ରକ୍ତଦାନ ଶିବିର : ଦଳର ୫୦ଜଣ ସ୍ଵେଚ୍ଛାକୃତ ଭାବେ ରକ୍ତଦାନ କଲେ

ଦେଓଗାଁ, (ମନୀଷ କୁମାର ସାହୁ) : ରବିବାର ଦିନ ଦେଓଗାଁ ବ୍ଲକ୍ ସାଲେପାଲି ଓ ବଲାଙ୍ଗୀରର ବଜରଙ୍ଗ ଦଳର ମିଳିତ ଉଦ୍ୟମରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ଏହି ଶିବିରରେ ଦଳର ସଭ୍ୟମାନଙ୍କ ନିକଟରୁ ୫୦ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । ଏହି ଅବସରରେ ମୁଖ୍ୟ ଅତିଥି ଭାବେ
Read More...

ପ୍ରଥମ ଜଗନ୍ନାଥ ନନ୍ଦ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ : ନୁଆଁପାଲିକୁ ହରାଇ ଥାଳବନ୍ଧ ଚାମ୍ପିଅନ

ଦେଓଗାଁ, (ମନୀଷ କୁମାର ସାହୁ): ଦେଓଗାଁ ବ୍ଲକ ଉଡ଼ାରରେ ପ୍ରଥମ ଜଗନ୍ନାଥ ନନ୍ଦ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ଏହି ଉତ୍ସବକୁ ଶିକ୍ଷକ ବିରେନ୍ଦ୍ର ସୁନା ସଂଯୋଜନା କରିଥିଲେ । ଏହି ପ୍ରତିଯୋଗିତାର ଫାଇନାଲ ଖେଳରେ ଥାଳବନ୍ଧ ଓ ନୁଆଁପାଲି ଦଳ ଖେଳିଥିଲେ । ଏହି
Read More...

କରୁଆଁଝର ଅଞ୍ଚଳରେ ବୁଲା କୁକୁର କାମୁଡ଼ାରେ ୮ଜଣ ଆହତ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ବଡ଼ବନ୍ଧ ପଞ୍ଚାୟତ କରୁଆଁଝର ଗାଁରେ ଶନିବାର ଦିନ ବୁଲା କୁକୁର ଆତଙ୍କ ଖେଲାଇ ଦେଇଛି । ଗାଁର ୬ଜଣଙ୍କୁ ଯଥା ସୁମିତ ଭୋଇ, ପ୍ରେସିୟସ ସୁନା, ସନ୍ଧ୍ୟା ଭୋଇ, ମାଳତୀ ମଲ୍ଲିକ, ସୁରୁବୁଡ଼ୁ ବିଶି, ଅଧିର ବେହେରା, ବାଞ୍ଜିବାହାଲି ଗାଁର ହଂସା ସୁନା
Read More...

ଲାଠୋର ଧାନ ମଣ୍ଡିରେ ପଡ଼ିରହିଛି ହଜାର ହଜାର ବସ୍ତା ଧାନ

ଖପ୍ରାଖୋଲ, (କ୍ରିଷ୍ଣା ସେଠୀ) : ଖପ୍ରାଖୋଲ ବ୍ଲକ ଲାଠୋର ଧାନ ମଣ୍ଡିରେ ପ୍ରାୟ ୩୦ ହଜାର କ୍ୟୁଣ୍ଟାଲ୍ ଧାନ ପଡ଼ିରହିଛି । ଚାଷୀମାନେ ମଣ୍ଡିରେ ଧାନରଖି ହତାଶ ସୋଇପଡିଛନ୍ତି । ସୂଚନା ଅନୁସାରେ ଲାଠୋର ମଣ୍ଡିକୁ ଲାଠୋର, ବେନ୍ଦେର, ମାଲପଡା, କରୁଆଁଝର ଏବଂ ଟଙ୍କପାଣି ଗ୍ରାମର ଚାଷୀମାନେ ଧାନ
Read More...

ବିଂଶତମ ଓଡିଶା ସର୍ଜନ ଜାତୀୟ ଡାକ ପୋଷ୍ଟମ୍ୟାନ୍‌ ଏବଂ ଏମ୍‌ଟିଏସ୍‌ ସଂଘର ସମ୍ମିଳନୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସ୍ଥିତ ସାମ୍ବାଦିକ ଭବନଠାରେ ବିଂଶତମ ଓଡିଶା ସର୍ଜନ ଜାତୀୟ ଡାକ ପୋଷ୍ଟମ୍ୟାନ୍‌ ଏବଂ ଏମ୍‌ଟିଏସ୍‌ ସଂଘର ସମ୍ମିଳନୀ ସର୍କଲ ଉପସଭାପତି ସଂଗ୍ରାମ କିଶୋର ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥିଭାବେ ବଲାଙ୍ଗିର ଡାକ
Read More...

ସଦେଇପାଲି ୟୁ.ପି.ସ୍କୁଲ ୨୦୦୦ ମସିହା ପଞ୍ଚମ କ୍ଲାସର ବନ୍ଧୁ ମିଳନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସଦେଇପାଲି ସୋଲାର ପ୍ଲାଣ୍ଟ ହାତୀ ପାହାଡ ଠାରେ ସଦେଇପାଲି ୟୁ.ପି.ସ୍କୁଲ୍‌ ୨୦୦୦ ମସିହାର ପଞ୍ଚମ କ୍ଲାସ ଦୀର୍ଘ ୨୧ବର୍ଷ ପରେ ୫୦ ଜଣଙ୍କୁ ନେଇ ଏକ ବନ୍ଧୁ ମିଳନ ଅନୁଷ୍ଠିତ ହୋଇଯାଇଛି । ଏହି ବନ୍ଧୁ ମିଳନରେ ପ୍ରେମ ରଣା, ଲକ୍ଷ୍ମୀକାନ୍ତ ଥାଟି,
Read More...

ଜାତୀୟ ବାଳିକା ଦିବସ ଅବସରରେ ଘାସିରାମ ପଣ୍ଡା ସମ୍ବର୍ଦ୍ଧିତ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ଜିଲ୍ଲା ରୁଗୁଡିପାଲି ଠାରେ ଜାତୀୟ ବାଳିକା ଦିବସ ପାଳନ ଅବସରରେ ଶିଶୁ ଅଧିକାର କର୍ମୀ ଘାସିରାମ ପଣ୍ଡାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ରୁଗୁଡିପାଲିକୁ ରାଜ୍ୟର ପ୍ରଥମ ବାଲ୍ୟ ବିବାହ ମୁକ୍ତ ଗ୍ରାମ ଭାବରେ ପରିଚିତ କରେଇବାରେ ତାଙ୍କର ଅବଦାନ
Read More...

ପଞ୍ଚାୟତରେ ଜମାକାରୀଙ୍କ ସତ୍ୟାଗ୍ରହ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ଦେଓଗାଁ ବ୍ଲକ ଅନ୍ତର୍ଗତ ଉଡାର ଗ୍ରାମ ପଞ୍ଚାୟତ ଏବଂ ମହଲେଇ ଗ୍ରାମ ପଞ୍ଚାୟତରେ ଆର୍ଥିକ ସଂସ୍ଥାମାନଙ୍କ ଦ୍ୱାରା କ୍ଷତିଗ୍ରସ୍ତଙ୍କ ମିଳିତ ମଞ୍ଚ (ଏଏସ୍‌କେଏମ୍‌)ର ଜିଲ୍ଲା ସଭାପତି ତଥା ରାଜ୍ୟ ଉପସଭାପତି ବିଭୁଦତ୍ତ ମିଶ୍ରଙ୍କ ନେତୃତ୍ୱରେ ଶହ ଶହ
Read More...

ବଲାଙ୍ଗିର ଜିଲ୍ଲାରେ ଆଜି ନୂଆ ଆକ୍ରାନ୍ତ ୫ ଜଣ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଆଜି ୫ ଜଣ କରୋନାରେ ସଂକ୍ରମିତ ହୋଇଥିବା ସରକାରୀ ରିପୋର୍ଟରେ କୁହାଯାଇଛି । ବଲାଙ୍ଗିର ପୌରାଂଚଳ ୱାର୍ଡ ନଂ.୨ ଓ ୱାର୍ଡ ନଂ. ୧୩ରୁ ୨ ଜଣ ଆକ୍ରାନ୍ତ ହୋଇଥିବା ବେଳେ ଲୋଇସିଂହା ବ୍ଲକ କୁସଙ୍ଗ ଗ୍ରା.ପ.ରୁ ଜଣେ ସଂକ୍ରମିତ ହୋଇଛନ୍ତି । ଏବେ
Read More...

ମହିଳା ମାଓବାଦୀର ଆତ୍ମ ସମର୍ପଣ

ମାଲକାନଗିରି : ଆତ୍ମ ସମର୍ପଣ କଲେ ମହିଳା ମାଓବାଦୀ ବୋଲି ଖବର ମଳିଛି । ସୂଚନା ଯୋଗ୍ୟ ଯେ, ବିଏସଏଫ୍ ଓ ଓଡିଶା ପୁଲିସର କୁମ୍ବିଂ ଅପରେସନ ଚାଲୁଥିବା ବେଳେ ସ୍ୱାଭିମାନ ଅଞ୍ଚଳରେ ନାବାଳିକା ମହିଳା ମାଓବାଦୀ ଗୀତା ଓରଫ ଲାଛି ଖରାକୁ ଅଟକ ରଖିଥିଲା । କିନ୍ତୁ ଲାଛି ଆତ୍ମ ସମର୍ପଣ କରିବାକୁ ଇଛା
Read More...