Daily Archives

ସତସଙ୍ଗ ଓ ପ୍ରବଚନ ସମାରୋହ

ବରଗଡ଼, (ନିରୋଜ କୁମାର ପାଣୀ) : ପୌଷ ମାସ ଚତୁର୍ଦ୍ଦଶୀ ତିଥିରେ ଶ୍ରୀ ଶ୍ରୀ ସଂତ ଶ୍ରୀନିବାସ ରାମାନୁଜ ଦାସ ଆଚାରୀ ମହାରାଜ ଆଶ୍ରମ ନାଗେନପାଲି ଠାରେ ସତସଙ୍ଗ ଓ ପ୍ରବଚନ ସମାରୋହ ହୋଇ ଯାଇଛି । ଆଶ୍ରମର ମହନ୍ତ ଜାନକୀ ବଲ୍ଲଭ ରାମାନୁଜ ଦାସ ଶ୍ରୀମଦ୍ ଭାଗବତ ପଠନ କରି ପୂଜା ଅର୍ଚ୍ଚନା କରିଥିଲେ
Read More...

ବିସ୍ତାପିତ ସୂର୍ଯ୍ୟନଗରବାସୀଙ୍କ ଦ୍ୱାରା ତୃତୀୟ ଦିନରେ ଅନିଶ୍ଚିତକାଳୀନ ଧାରଣା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସହର ବସ୍ତି ବାସିନ୍ଦାଙ୍କ ପାଇଁ କଳା ଦିବସ । ସୂର୍ଯ୍ୟନଗର ବସ୍ତିବାସିନ୍ଦାଙ୍କୁ ବିନା ଥଇଥାନ କରି ବଲାଙ୍ଗିର ଜିଲ୍ଲା ପ୍ରଶାସନ ବୁଲଡୋଜର ଚଳାଇ ସମସ୍ତ କୁଡିଆ ଘରକୁ ଭାଙ୍ଗି ଦେବା ଦ୍ୱାରା ଖରାରେ ଓ ଖୋଲା ଆକାଶ ତଳେ ଭୋକ ଶୋଷରେ ସୂର୍ଯ୍ୟନଗରବାସୀ
Read More...

ଚଳିତ ବର୍ଷ ‘ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର’ ପାଇବେ ରାମଚନ୍ଦ୍ର ବେହେରା

ଭୁବନେଶ୍ଵର : ଚଳିତ ବର୍ଷ ଓଡ଼ିଶା ସାହିତ୍ୟ ଏକାଡେମୀର ସର୍ବୋଚ୍ଚ ସାରସ୍ବତ ସମ୍ମାନ 'ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର' ପାଇବେ ପ୍ରଖ୍ୟାତ କଥାକାର ରାମଚନ୍ଦ୍ର ବେହେରା । ଏହି ଘୋଷଣା ଓଡ଼ିଶା ସାହିତ୍ୟ ଏକାଡେମୀର ସଭାପତି ହରିହର ମିଶ୍ରଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ବୈଠକରେ ଏହି
Read More...

୭୨ ତମ ସାଧାରଣତନ୍ତ୍ର ଦିବସ ପାଳନ କଲେ କସ୍ତୁରବା ଗାନ୍ଧୀ ମାତୃ ନିକେତନ ଅନ୍ତେବାସୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ତରେ କୋଭିଡ କଟକଣାକୁ କରାଯାଇ ୭୨ ତମ ସାଧାରଣତନ୍ତ୍ର ଦିବସ ପାଳନ କରାଯାଇଛି । ଏହି ଉପଲକ୍ଷେ ପାଇକମାଲ ସ୍ଥିତ କସ୍ତୁରବା ଗାନ୍ଧୀ ମାତୃ ନିକେତନ ପରିସରରେ ପାଳିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ବରିଷ୍ଠ ଆଇନଜୀବୀ ରାମ ରଞ୍ଜନ ପୁରୋହିତ
Read More...

ଆତ୍ମ ସୁରକ୍ଷା ତାଲିମ ଶିବିର ଉଦ୍‌ଯାପିତ

ସଇଁନ୍ତଲା, (ଅଜିତ କୁମାର ସାହୁ) : କୋଶଳ କରାଟେ ସ୍କୁଲ ପକ୍ଷରୁ ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ଠାରେ ଆତ୍ମ ସୁରକ୍ଷା ତାଲିମ ଶିବିର ଉଦ୍‌ଯାପିତ ହୋଇଯାଇଛି । ଜିକେଏସଆର ମୁଖ୍ୟ ପ୍ରଶିକ୍ଷକ ସିହାନ ଅଶୋକ କୁମାର ନାଗଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ପରିଚାଲିତ ଶିବିରରେ ବରିଷ୍ଠ ଆଇନଜିବୀ ମାନ
Read More...

ବଙ୍ଗୋମୁଣ୍ଡାରେ ସମାଜସେବୀ ଲଲିତ ନାୟକଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ସଭା

ବଙ୍ଗୋମୁଣ୍ଡା, (ଅର୍ଜୁନ କମୁାର ହଂସ) : ବଲାଙ୍ଗିର ଜିଲା ବଙ୍ଗୋମୁଣ୍ଡା ବ୍ଲକ ସଦର ଠାରେ ଆଜି ବଲାଙ୍ଗିରର ସମାଜସେବୀ ଲଲିତ ନାୟକଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ ସଭାରେ ସମାଜସେବୀ ଅଜିତ କୁମାର ଯୋଶୀଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ
Read More...

ଓଡ଼ିଶା ହାଲଚାଲ ୱେବ୍‌ ଚେନାଲ ତରଫରୁ ବିକାଶ ଓ ଆଇନ ଶୃଙ୍ଖଳାକୁ ନେଇ ତର୍କ ସଭା

ପ୍ରଥମେ ସଂଗଠିତ ପରେ ବିକାଶକ୍ରମାଗତ ଭାବେ ହେଉଛି ହତ୍ୟା ମାମଲା ହେଲେ ଧରାପଡ଼ୁନାହାନ୍ତି ଅପରାଧୀ ଦେଓଗାଁ, (ମନୀଷ କୁମାର ସାହୁ) : ମଙ୍ଗଳବାର ସନ୍ଧ୍ୟାରେ ଦେଓଗାଁ ବସଷ୍ଟେସନ ନିକଟରେ ଓଡ଼ିଶା ହାଲଚାଲ ୱେବ୍‌‌ ଚ୍ୟାନେଲ ସହଯୋଗରେ ବ୍ୟୁରୋ ଚିଭି ବଦ୍ରି ନାରାୟଣ ହୋତାଙ୍କ ଆୟୋଜନରେ
Read More...

ମାଁ ବସ୍ତ୍ରେନ୍‌ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ : ଉଦଘାଟନୀ ମ୍ୟାଚର ଝରଣୀ ଓ ମନିଗାଁ ଦଳ ବିଜୟୀ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲା ତୁରେକେଲା ବ୍ଲକ କରୁଆମୁଣ୍ଡା ପଂଚାୟତର ସର୍ଗୁଲ ଗ୍ରାମରେ ଆଜି ମାଁ ବସ୍ତ୍ରେନ୍‌ ଫୁଟବଳ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି । ଉଦଘାଟନୀ ଉତ୍ସବରେ ଅତିଥି ଭାବେ ଭୋଦେବ ବନଛୋର, ତ୍ରିଲୋଚନ ନାଏକ, ଭଜମନ ବେହେରା, ପୁନ୍ୟ ନାଏକ,
Read More...

ମାଁ ବସ୍ତ୍ରେନ ମାଉଲି ଫୁଟବଲ ଟୁର୍ଣ୍ଣାମେଣ୍ଟ : ମନିଗାଁ ଓ ଟେପସା ଦଳ ବିଜୟୀ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଝଲପ ପଂଚାୟତର ମମିଆଁ ଗ୍ରାମରେ ଚାଲିଥିବା ମାଁ ବସ୍ତ୍ରେନ ମାଉଲି ଫୁଟବଲ ଟୁର୍ଣ୍ଣାମେଣ୍ଟ ଆଜି ଷଷ୍ଠ ଦିନରେ ପହଂଚିଛି । ଷଷ୍ଠ ଦିବସରେ ଜାମଖୁଣ୍ଟା ପଂଚାୟତ ସରପଂଚଙ୍କ ପ୍ରତିନିଧି ଗୌରଲାଲ ମହାନନ୍ଦ ଅତିଥି ଭାବେ
Read More...

ଭୂମିହୀନଙ୍କୁ ଭୂମି ଓ ଗୃହ ଯୋଗାଇଦେବା ଦାବୀ ନେଇ ପୌରପାଳିକା କାର୍ଯ୍ୟାଳୟ ଘେରାଉ

ନବରଙ୍ଗପୁର : ନବରଙ୍ଗପୁର ପୌରପାଳିକା ଅଧିନସ୍ଥ ୧୧ଟି ୱାର୍ଡର ଭୂମିହୀନମାନଙ୍କୁ ଭୂମି, ଜମିପଟ୍ଟା ଓ ଗୃହ ଯୋଗାଇ ଦେବାକୁ ଦାବୀ ନେଇ ନବରଙ୍ଗପୁର ପୌରପାଳିକା ବସ୍ତି ବାସିନ୍ଦା ମହାସଂଘ ପୌରପାଳିକା କାର୍ଯ୍ୟାଳୟ ଘେରାଉ କରିଛନ୍ତି । ଏହା ସହିତ ଏକ ଦାବିପତ୍ର ନିର୍ବାହୀ ଅଧିକାରୀଙ୍କୁ ପ୍ରଦାନ
Read More...