Daily Archives

ଟ୍ରକକୁ ଧକ୍କା ଦେଲା କାର୍‌, ୪ ଗୁୁରୁତର

ଚଣ୍ଡିଖୋଲ : ଘନ କୁହୁଡି ଲାଗି ଦୁର୍ଘଟଣା । ଯାଜପୁର ଜିଲ୍ଲା ଚଣ୍ଡିଖୋଲ ୧୬ନମ୍ବର ଜାତୀୟ ରାଜପଥ ବନ୍ଦାଳ ଛକ ନିକଟରେ ଦୁର୍ଘଟଣା ଘଟିଛି । ଟ୍ରକ ସହ କାର୍‌ ଧକ୍କା ହୋଇଛି । ଯାହାଫଳରେ କି ୪ଜଣ ଗୁରୁତର ଥିବା ଜଣାପଡିଛି । ଖବର ଅନୁଯାୟୀ, ଆଜି ଭୋର ସମୟ କୋଲକାତାରୁ କଟକ ଅଭିମୁଖେ ଏକ କାର୍‌
Read More...

୩୨ ଜଣ ପିଲା ପାଇବେ ଚଳିତ ବର୍ଷ ରାଷ୍ଟ୍ରୀୟ ବାଲ ପୁରସ୍କାର : ପୁର‌ସ୍କାର ତାଲିକାରେ ଅଛ‌ନ୍ତି ଓଡ଼ିଶାର ଅନ୍ୱେଷ ଶୁଭମ୍…

ଭୁବନେଶ୍ୱର : ଚଳିତ ବର୍ଷ ୩୨ ଜଣ ପିଲା ପାଇବେ ରାଷ୍ଟ୍ରୀୟ ବାଲ ପୁରସ୍କାର । ସାଧାରଣତନ୍ତ୍ର ଦିବସ ଅବସରରେ ଆଜି ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ ପୁରସ୍କାର ପ୍ରଦାନ କରିବେ । ଶିକ୍ଷା, କ୍ରୀଡ଼ା, କଳା ଓ ସଂସ୍କୃତି, ସମାଜସେବା ଓ ସାହସିକତା କ୍ଷେତ୍ରରେ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ ।
Read More...

ଉପେନ୍ଦ୍ର ଭଞ୍ଜ ସ୍ମୃତି ସମ୍ମାନରେ ପଦ୍ମପୁରର କବି ପ୍ରେମାନନ୍ଦ ବେହେରା ସମ୍ମାନୀତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ରବିବାର ଦିନ ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ଭଞ୍ଜଭୂମି କୁଲାଡ଼ଠାରେ ବରଗଡ଼ ଜିଲ୍ଲା ଅ‌ନ୍ତର୍ଗତ ପଦ୍ମପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଶିକ୍ଷକ କବି ପ୍ରେମାନନ୍ଦ ବେହେରାଙ୍କୁ ନିରବଚ୍ଛିନ୍ନ ସାହିତ୍ୟ ସାଧନା ପାଇଁ ଉପେନ୍ଦ୍ର ଭଞ୍ଜ ସାହିତ୍ୟ ସଙ୍ଗଠନ
Read More...

ସମାଜସେବାର ମୂର୍ତ୍ତିମନ୍ତ ପ୍ରତୀକ ଥିଲେ ଲଳିତ ନାୟକ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗରିବ ଖଟିଖିଆ‌ଙ୍କ ସାଥୀ ବିଶିଷ୍ଟ ସମାଜସେବୀ ଲଳିତ ନାୟକ‌ଙ୍କ ବିୟୋଗରେ ଗତ‌କାଲି ସନ୍ଧ୍ୟାରେ ଭୁବନେଶ୍ୱରର ଭଞ୍ଜକଳା ମଣ୍ଡପ ଠାରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ ବହୁ କଳାକାରଙ୍କଠୁ ଆରମ୍ଭ କରି ରାଜନେତା, ମନ୍ତ୍ରୀ, ସମାଜସେବୀ ଏବଂ ସମାଜର
Read More...

ରାଜ୍ୟରେ ଆଜି ୧୩୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଆଜି ୧୩୦ ନୂଆ କରୋନା ଆକ୍ରାନ୍ତ ଆଜି ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୭୬ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୫୪ ଜଣ ଅଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ କୁହାଯାଇଛି । ଜିଲ୍ଲା ଅନୁସାରେ
Read More...

୩୨ ଜଣ ପିଲାଙ୍କୁ ଚୟନ କରାଗଲା ଚଳିତ ବର୍ଷର ‘ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ୍‌ ପୁରସ୍କାର’ ପାଇଁ

ନୂଆଦିଲ୍ଲୀ : ଚଳିତ ବର୍ଷର 'ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ୍‌ ପୁରସ୍କାର' ୩୨ ଜଣ ପିଲାଙ୍କୁ ଚୟନ କରାଯାଇଥିବା ବେଳେ ଶିକ୍ଷା, କ୍ରୀଡା, କଳା, ସଂସ୍କୃତି, ସାମାଜିକ ସେବା ଓ ସାହସିକତା ଆଦି ବିଭିନ୍ନ କ୍ଷେତ୍ରରେ ଅସାଧାରଣ ଦକ୍ଷତା ପ୍ରଦର୍ଶନ କରିଥିବାରୁ ଏହି ପୁର‌ସ୍କାର ପାଇଁ ଏମାନ‌ଙ୍କୁ
Read More...

ଚାଷୀଙ୍କ ବିଭିନ୍ନ ସମସ୍ୟାକୁ ନେଇ ମାଣ୍ଡୋସିଲ ମଣ୍ଡିକୁ ସାଂସଦ‌ଙ୍କ ପରିଦର୍ଶନ

ପ‌ଦ୍ମପୁର, (ନିରୋଜ କୁମାର ପାଣୀ) : ପ୍ରଶାସନର ଅବ୍ୟବସ୍ଥା ଯୋଗୁଁ ଚାଷୀ ମାନେ ହଜାର ହଜାର ବସ୍ତା ଧାନ ବିକ୍ରି କରି ପାରୁ ନ ଥିବା କାରଣରୁ ଚାପଗ୍ରସ୍ତ ହୋଇ ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ତ ପାଇକମାଲ ବ୍ଲକ ମାଣ୍ତୋସିଲ ଗ୍ରାମ ଚାଷୀ ଦିବ୍ୟ କୁମାର ସାହୁ ହୃତଘାତରେ ମୃତ୍ୟୁ ବରଣ କରିଥିବା
Read More...

ବଲାଙ୍ଗିର ସହରରେ ଆଜିର ପାଖାପାଖି ପନିପରିବା ଦର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରରେ ଆଜିର ପନିପରିବା ଦର କିଲୋ ପିଛା ପାଖାପାଖି ଯାହା ରହିଛି, ସେ ସଂପର୍କରେ ଜାଣିବା ଆସନ୍ତୁ । ଆଳୁ - ୨୦ ଟଙ୍କା, ପିଆଜ - ୪୦ ଟଙ୍କା, ରାଂଚି କଂଚା ମଟର - ୪୦ ଟଙ୍କା, ରାୟପୁର କଂଚା ମଟର - ୩୦ ଟଙ୍କା, ଟମାଟର୍‌ - ୧୦ ଟଙ୍କା, ଭେଣ୍ଡି - ୫୦
Read More...

ସିନେମା ଷ୍ଟାର୍ ଶାନ୍ତି ସ୍ୱରୂପ ମିଶ୍ରଙ୍କର୍ ସରଗବାସ୍

ସମ୍ବଲପୁର, (କେପିଏନ୍ଏସ୍) : ସିଆନ୍ ସିନେମା ଷ୍ଟାର୍, ସମ୍ବଲପୁରର ଗୌରବ୍, 'ମନ ଆକାଶ'୧୯୭୪, 'କୃଷ୍ଣ ସୁଦାମା'୧୯୭୬ ସିନେମାର ହୀରୋ, ଝାଡୁଆପଡା ମୂଲ୍ ନିବାସୀ, ଫାଟକ୍, ମଡ଼ର୍ନ ଲଜ଼୍'ର ମାଲିକ ଶାନ୍ତି ସ୍ୱରୂପ ମିଶ୍ର(ଟିକୁ)ଙ୍କର୍ ୭୪ ବରଷ୍ ବୟସ୍'ଥି ଫାଟକ୍ ଘରେ ସରଗବାସ ହେଇ ଯାଇଛେ।
Read More...

ଜାତୀୟ ବାଳିକା ଦିବସ ଅବସରରେ ଘାସିରାମ ପଣ୍ଡା ସମ୍ବର୍ଦ୍ଧିତ

ସୁବର୍ଣ୍ଣପୁର ( ପ୍ରଭୁଦତ୍ତ ରଥ ) : ସୁବର୍ଣ୍ଣପୁର ଜିଲ୍ଲା ରୁଗୁଡିପାଲି ଠାରେ ଜାତୀୟ ବାଳିକା ଦିବସ ପାଳନ ଅବସରରେ ଶିଶୁ ଅଧିକାର କର୍ମୀ ଘାସିରାମ ପଣ୍ଡାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ରୁଗୁଡିପାଲିକୁ ରାଜ୍ୟର ପ୍ରଥମ ବାଲ୍ୟ ବିବାହ ମୁକ୍ତ ଗ୍ରାମ ଭାବରେ ପରିଚିତ କରେଇବାରେ ତାଙ୍କର ଅବଦାନ
Read More...