Daily Archives

କରୋନା ଯୋଦ୍ଧା ସାମ୍ବାଦିକ ମାନଙ୍କୁ କରୋନା ଟୀକା ଯୋଗାଇ ଦେବାକୁ ଦାବୀ

ଟିଟିଲାଗଡ, (ଗୌରବ ଦର୍ଜୀ) :କେନ୍ଦ୍ର ସରକାର କରୋନା ଯୋଦ୍ଧା ମାନଙ୍କୁ ମାଗଣାରେ କରୋନା ଟୀକା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏଥିରେ କରୋନା ଯୋଦ୍ଧା ଭାବେ ଡାକ୍ତର, ନର୍ସ, ସଫେଇ କର୍ମଚାରୀ, ପୋଲିସ ସାମିଲ ହୋଇ ଥିବା ବେଳେ ସାମ୍ବାଦିକ ମାନଙ୍କୁ ବାଦ୍ ଦିଆଯାଇଛି । କରୋନା ମହାମାରୀ ସାରା
Read More...

ଜଗତସିଂହପୁର ଠାରେ ୩୨ତମ ଜାତୀୟ ସଡକ ସୁରକ୍ଷା ସପ୍ତାହ ପାଳନ

ଜଗତସିଂହପୁର, (ଶୁଭ୍ରାସୁ ଶେଖର ପୃଷ୍ଟି) : ଆଜି ପୂର୍ବାହ୍ନରେ ଜିଲ୍ଲା ପ୍ରଶାସନ ଓ ଆଂଚଳିକ ପରିବହନ କାର୍ୟ୍ୟାଳୟ ପକ୍ଷରୁ ସ୍ଥାନୀୟ କଲେଜ ଛକ ଠାରେ ଜିଲ୍ଲ୍‌ାସ୍ତରୀୟ ୩୨ତମ ଜାତୀୟ ସଡକ ସୁରକ୍ଷା ସପ୍ତାହ ଜଗତସିଂହପୁର ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ଶ୍ରୀ ପ୍ରଶାନ୍ତ କୁମାର
Read More...

ଶିବତଲା ପଂଚାୟତ ସରକାରୀ ଉଚ୍ଚ ବିଦ୍ୟାଳୟରେ ‘ମୋ ସ୍କୁଲ ଅଭିଯାନ’ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ବ୍ଲକ ଅନ୍ତର୍ଗତ ଶିବତଲା ଗ୍ରାମ ପଂଚାୟତ ସରକାରୀ ଉଚ୍ଚ ବିଦ୍ୟାଳୟରେ ଗତ ତା.୧୬.୦୧.୨୦୨୧ (ଶନିବାର) ଦିନ ‘ମୋ ସ୍କୁଲ ଅଭିଯାନ’ ସଭା ଅନୁଷ୍ଠିତ ହୋଇଯାଇଛି । ମୋ ସ୍କୁଲ ଅଭିଯାନ କମିଟି ସଭାପତି ଶାନ୍ତନୁ କୁମାର ରଣାଙ୍କ ଅଧ୍ୟକ୍ଷତାରେ ବଲାଙ୍ଗିର
Read More...

ଦିବ୍ୟାଙ୍ଗ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ

ଟିଟିଲାଗଡ, (ଗୌରବ ଦର୍ଜୀ) : ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ଡାକ୍ତରଖାନାକୁ ଚିକିତ୍ସା ପାଇଁ ଆସିଥିବା ଜଣେ ନାବାଳିକା ଦିବ୍ୟାଙ୍ଗଙ୍କୁ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି । ଟିଟିଲାଗଡ଼ ଆହାର କେନ୍ଦ୍ରର ଜଣେ କର୍ମଚାରୀ ଦୁଷ୍କର୍ମ କରିଥିବା ଅଭିଯୋଗରେ କୁହାଯାଇଛି । ଟିଟିଲାଗଡ଼
Read More...

ଭାଗବତ ଗୀତା ପାଠରେ ଶାଶ୍ବତୀଙ୍କ କୃତିତ୍ୱ

ଲୋଇସିଂହା, (କେପିଏନ୍‌ଏସ୍‌) : ଗୁଜୁରାଟ ସ୍ଥିତ ସୁରଟର ଜୟ ଜଗନ୍ନାଥ ଏଜୁକେଶନ ଟ୍ରଷ୍ଟ ପକ୍ଷରୁ ଗୀତା ପ୍ରଚାର ମଣ୍ଡଳୀ ଆନୁକୂଲ୍ୟରେ ରାଷ୍ଟ୍ରୀୟ ସ୍ତରରେ ଅନଲାଇନ ମାଧ୍ୟମରେ ଶ୍ରୀମଦ ଭାଗବତ ଗୀତା କଣ୍ଠ ପାଠ ସ୍ପର୍ଦ୍ଧା ଆୟୋଜିତ ହୋଇଥିଲା । ଏଥିରେ ଜାତୀୟ ସ୍ତରରେ ଲୋଇସିଂହା ସରସ୍ୱତୀ ଶିଶୁ
Read More...

ଆମ୍ବୁଲାନ୍ସ ନମିଳିବାରୁ ବାଇକରେ ବୁହା ହେଲା ମୃତଦେହ

କଳାହାଣ୍ଡି, (ପି.କେ. ସାହୁ) : ଗଜପତି ଜିଲ୍ଲା ନୂଆଁଗଡ଼ ବ୍ଲକ ଖଜୁରୀପଦା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ଆମ୍ବୁଲାନ୍ସ କିମ୍ବା ମହାପ୍ରୟାଣ ଗାଡି ନମିଳିବା କାରଣରୁ ବାଇକରେ ବୁହାହେଲା ମୃତଦେହ । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଯୋଜନାମାନ
Read More...

କେନାଲ ନିର୍ମାଣକୁ ବିରୋଧ କରି ଉପଜିଲ୍ଲାପାଳଙ୍କ ନିକଟରେ ଫେରାଦ

ଟିଟିଲାଗଡ, (ଗୌରବ ଦର୍ଜୀ) : ଟିଟିଲାଗଡ ଉପଖଣ୍ଡର ଉଦେପୁର ଗ୍ରାମରେ କେନାଲ ତିଆରି ପାଇଁ ପ୍ରସ୍ତାବକୁ ବାତିଲ କରିବା ପାଇଁ ଉଦେପୁର ଗ୍ରାମବାସୀ ଦାବି କରିଛନ୍ତି । ସୋମବାର ଦିନ ଉଦେପୁର ଗାଁ କଲ୍ୟାଣ ସମିତିର ସଦସ୍ୟ ମାନେ ଉପଜିଲ୍ଲାପାଳଙ୍କ ନିକଟକୁ ଆସି ଦାବୀପତ୍ର ଦେଇଛନ୍ତି । ଉଦେପୁର
Read More...

ବଲାଙ୍ଗିର ଜିଲ୍ଲାରେ ଆଜି ୩ ପଜେଟିଭ୍‌ ଚିହ୍ନଟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଆଜି ୩ ଜଣ କରୋନା ପଜେଟିଭ୍‌ ଚିହ୍ନଟ ହୋଇଛନ୍ତି ବୋଲି ସରକାରୀ ସୂତ୍ରରେ କୁହାଯାଇଛି । ବଲାଙ୍ଗିର ମ୍ୟୁନିସିପାଲିଟି ୱାର୍ଡ ନଂ.୧ରୁ ଜଣେ, ଟିଟିଲାଗଡ ବ୍ଲକ୍‌ ଦିଗ୍‌ସିରା ଗ୍ରା.ପ.ରୁ ଜଣେ ଓ ମୁରି ବାହାଲ ବ୍ଲକ୍‌ ଟୁପାଉଡାର ଗ୍ରା.ପ.ରୁ
Read More...

ପାଲା ଓ ସଂଚାର ମାଧ୍ୟମରେ ଜନସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ଉଦଯାପିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଳା ପଦ୍ମପୁର ଉପଖଣ୍ଡ ପାଇକମାଳ ବ୍ଲକର ୧୨ ଗୋଟି ପଞ୍ଚାୟତ ଲଖମରା, ବାଦିକଟା, ସରେଇକେଳା, ପଲସଦା, ଭେଙ୍ଗରାଜପୁର, ମାଣ୍ଡିଆଢିପା, ଛେତଗାଁ, ଭୁବନେଶ୍ୱର, ଝିଟିକି, ବରତୁଣ୍ଡା, ଛିନ୍ଦେଇକେଲା ଓ ମାଣ୍ଡୋସିଲ ପଞ୍ଚାୟତକୁ ସ୍ୱାସ୍ଥ୍ୟ ବିଭାଗ ତରଫରୁ
Read More...

ବିଶିଷ୍ଟ ସମାଜସେବୀ ଲଳିତ ନାୟକଙ୍କ ବିୟୋଗରେ ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ଶୋକ ପ୍ରକାଶ

କଣ୍ଟାବାଞ୍ଜି, (ମନୀଷ କୁମାର ହଂସ) : ବିଶିଷ୍ଠ ସମାଜସେବୀ, ଶ୍ରମିକ ନେତା ତଥା ଗରିବ ଖଟିଖିଆଙ୍କ ଚିର ସାଥି ଲଳିତ କୁମାର ନାୟକଙ୍କ ଅକାଳ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା ସୂଚନା ଯୋଗ୍ୟ ଯେ, ଆଜିିଭୋର ୫ଟା ୩୦ ମିନିଟ୍‌ରେ ସମାଜସେବୀ ଲଳିତ
Read More...