ମହିଳା ଜଣକ ନିଜ ଜୀବନ ବଞ୍ଚାଇବାକୁ ଖୁବ୍ ଦୌଡ଼ିଲେ : ତଥାପି ଗୁଳି ମାରି ହତ୍ୟା କଲା ଅଭିଯୁକ୍ତ
ହରିୟାଣା : ହରିୟାଣାର ଟୋହାନା ସହରରେ ଜଣେ ଓକିଲଙ୍କ ପତ୍ନୀଙ୍କୁ ଗୁଳି କରି ହତ୍ୟା କରିବା ଘଟଣା ଆତଙ୍କ ସୃଷ୍ଟି କରିଛି । କୁହାଯାଇଛି ଯେ, ହତ୍ୟାକାରୀଠାରୁ ରକ୍ଷା ପାଇବା ପାଇଁ ଓକିଲ ଚିମନଲାଲ ଗୋୟଲଙ୍କ ପତ୍ନୀ କୁସୁମଲତା ଖୁବ୍ ଦୌଡ଼ିଥିଲେ । ସେ ଏକ ଦୋକାନ ଆଡକୁ ଦୌଡ଼ିଗଲେ । ସ୍ୱାମୀଙ୍କୁ!-->…
Read More...
Read More...