Yearly Archives

2020

ବଲାଙ୍ଗିର ଜିଲ୍ଲାରେ ୨ ଶହ ତଳକୁ ଖସିଲା ଏକ୍‌ଟିଭ୍‌ ଆକ୍ରାନ୍ତଙ୍କ ସଂଖ୍ୟା : ଆଜି ୨୨ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ୨ ଶହ ତଳକୁ ଖସିଛି ଏକ୍‌ଟିଭ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଜିଲ୍ଲାରେ ସମୁଦାୟ ୮ ହଜାର ୨ ଶହ ଜଣ କରୋନା ସଂକ୍ରମିତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୭୯୮୫ ଜଣ ସୁସ୍ଥ ହୋଇଛନ୍ତି । ଏବେ ମାତ୍ର ୧୭୯ ଜଣ ଏକ୍‌ଟିଭ୍‌ ଆକ୍ରାନ୍ତ
Read More...

ସଙ୍କଟରେ କଳା ଓ କଳାକାର : କେବେ ବୁଝିବେ ସରକାର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲା‌ଙ୍ଗିର ମାଟି କଳା ଓ କଳାକାରର ମାଟି । ଏ ମାଟିର କଳା ସାରା ବିଶ୍ୱରେ ସୁନାମ ଅର୍ଜନ କରିଛି । କିନ୍ତୁ ଦେଖାଯାଇଛି, ଏ ମାଟିର କଳାକାର ଓ କଳା ସବୁବେଳେ ଅବହେଳିତ ହୋଇ ଆସିଛି । ବଲା‌ଙ୍ଗିର ଜି‌ଲ୍ଲାରେ ଅନେକ କଳାକାର କଳାକୁ ଜୀବନ ଜୀବିକା ଭାବେ ଗ୍ରହଣ କରି
Read More...

ବଲାଙ୍ଗିର ଜିଲ୍ଲା ପ୍ରଶାସନ ପକ୍ଷରୁ ଗଣ୍ଡାବଜା କଳାକାର ଚିହ୍ନଟ ପ୍ରକ୍ରିୟା ଆରମ୍ଭ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପ୍ରଶାସନ ପକ୍ଷରୁ ଗଣ୍ଡାବଜା କଳାକାର ଚିହ୍ନଟ ପ୍ରକିୟା ଆରମ୍ଭ ହୋଇଯାଇଛି । ଜିଲ୍ଲା ସଂସ୍କୃତି ଅଧିକାରୀ ବିଜୟ କୁମାର ଶତପଥୀଙ୍କୁ ଏ ସଂକ୍ରାନ୍ତରେ ପଚରା ଯିବାରୁ କହିଛନ୍ତି ଯେ, ୭ଟି ବ୍ଲକ୍‌ ଓ ବଲାଙ୍ଗିର ମ୍ୟୁନିସିପାଲିଟିରେ ଗଣ୍ଡାବଜା
Read More...

କରୋନା ମହାମାରୀ କାରଣରୁ ୨୦୩୦ ସୁଦ୍ଧା ଏକ ଅରବ୍‌ରୁ ଅଧିକ ଲୋକ ଅତ୍ୟଧିକ ଦାରିଦ୍ର୍ୟର ଶିକାର ହୋଇପାରନ୍ତି : ମିଳିତ…

ସଂଯୁକ୍ତ ରାଷ୍ଟ୍ର : ମିଳିତ ଜାତିସଂଘର ବିକାଶ କାର୍ୟ୍ୟକ୍ରମ(ୟୁଏନ୍‌ଡ଼ିପି)ର ଏକ ନୂତନ ଅଧ୍ୟୟନରୁ ଜଣାପଡିଛି ଯେ, କରୋନା ମହାମାରୀର ଦୀର୍ଘମିଆଦି ପରିଣାମ ହେତୁ ୨୦୩୦ ସୁଦ୍ଧା ୨୦ କୋଟି ଏବଂ ୭୦ ଲକ୍ଷ ଲୋକ ଅତ୍ୟଧିକ ଦାରିଦ୍ର୍ୟର ଶିକାର ହୋଇପାରନ୍ତି ଏବଂ ଯଦି ଏହା ଘଟେ, ତେବେ ପୃଥିବୀର
Read More...

କଠିନ ବର୍ଯ୍ୟବସ୍ତୁ ପରିଚାଳନା ବୈଠକ

ବୌଦ୍ଧ, ( ବଂଶୀଧର ମାଝୀ ) : ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଯୋଗୀନ୍ଦ୍ରପୁର ପଞ୍ଚାୟତ ସଭାଗୃହରେ ଯେଗୀନ୍ଦ୍ରପୁର ସରପଞ୍ଚ ବିଦ୍ୟାଧର ମହାକୁଡଙ୍କ ସଭାପତିତ୍ବରେ କଠିନ ବର୍ଜ୍ୟବସ୍ତୁ ପରିଚାଳନାକୁ ନେଇ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା । ସଭାରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ଶ୍ରୀକାନ୍ତ
Read More...

ପିଇବା ପାଣି ଟିକେ ପାଇଁ ଗ୍ରାମବାସୀ ହ‌ନ୍ତସନ୍ତ

ତୁରେକେଲା, (କୈଳାଶ ସଗ୍ରିଆ) : ହିଆଲ ଗ୍ରା:ପ: ଅନ୍ତର୍ଗତ ଖୁଟୁଲୁମୁଣ୍ଡା ଗାଁରେ ପ୍ରାୟ ୧୫୦୦ ଲୋକେ ବସବାସ କରନ୍ତି । ଗତ ୨ ତାରିଖରୁ ଆଜି ପର୍ୟ୍ୟନ୍ତ ବହୁଧା ଜଳଭଣ୍ଡାର ବନ୍ଦ ହୋଇ ପଡ଼ିରହିଛି । ତେବେ ପିଇବା ପାଣି ଟିକେ ପାଇଁ ଗ୍ରାମବାସୀ ହ‌ନ୍ତସନ୍ତ ହେଉଥିବା ଦେଖିବାକୁ ମିଳିଛି । ସୂଚନା
Read More...

ସିହିନୀ ଗ୍ରାମପଞ୍ଚାୟତ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ

ଟିଟିଲାଗଡ, ( ଗୌରବ ଦର୍ଜୀ) : ସିହିନୀ ଗାଁ ହାଇସ୍କୁଲ୍ ଖେଳ ପଡିଆରେ ଆୟୋଜିତ ହେଉଥିବା କ୍ରିକେଟ ଟୁର୍ଣ୍ଣାମେଣ୍ଟ ଗତକାଲି ସମାପନ ହୋଇଯାଇଛି । ଡିସେମ୍ବର ୪ ତାରିଖରୁ ଆରମ୍ଭ ହୋଇଥିବା ଏହି ଟୁର୍ଣ୍ଣାମେଣ୍ଟ ସିହିନୀ ଗ୍ରାମପଞ୍ଚାୟତ କ୍ରିକେଟ କ୍ଳବ୍ ସଭାପତି ମାଧବ ତାଣ୍ଡି, ସମ୍ପାଦକ କୁବେର
Read More...

କଥା ଦେଇ କଥା ରଖିଲା ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ : ଅସ୍ତ୍ରୋପଚାର ପରେ ବଲାଙ୍ଗିର ଫେରିଲେ ସୁମନ୍ତ, ପୁଣି ତାଙ୍କ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକ ଦେଷଣ୍ଡ ଗ୍ରା.ପ. ଭାଲୁକୁନ୍ଦ ଗାଁ ନିବାସୀ ସୁମନ୍ତ ସାହୁ(୩୪) କର୍କଟ ରୋଗରେ ଆକ୍ରନ୍ତ ହୋଇଥିବା ବେଳେ ସେ ପ୍ରଥମେ ବଲାଙ୍ଗିର ହସ୍ପିଟାଲରେ ଦେଖେଇଥିଲେ । ତାଙ୍କୁ ବଲାଙ୍ଗିରରୁ ବୁର୍ଲା ହସ୍ପିଟାଲକୁ ପଠାଇ ଦିଆଯାଇଥିଲା ।
Read More...

ଆଜି ରାଜ୍ୟରେ ୩୮୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଆଜି ୩୮୬ ନୂଆ କରୋନା ଆକ୍ରାନ୍ତ ଆଜି ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨୨୩ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୧୬୩ ଜଣ ଅଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ କୁହାଯାଇଛି । ଜିଲ୍ଲା ଅନୁସାରେ
Read More...

ରାଜ୍ୟ ସଡ଼କ ପରିବହନ ନିଗମ ପକ୍ଷରୁ ସୂଚନା : ଓଡ଼ିଶା କିଣିବ ୧ ହଜାର ନୂଆ ବସ୍‌

ଭୁବନେଶ୍ୱର : ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ଯେ, ୨୦୨୧-୨୨ ମଧ୍ୟରେ ଓଡ଼ିଶାକୁ ଆସିବ ୧ ହଜାର ନୂଆ ବସ । ପ୍ରଥମ ପର୍ୟ୍ୟାୟରେ ୧୭୦ଟି ବସ କିଣାଯିବା ପାଇଁ ଅଶୋକ ଲେଲ୍ୟାଣ୍ଡ କମ୍ପାନୀକୁ ଟେଣ୍ଡର ଦିଆଯାଇଥିବା କୁହାଯାଇଛି । ଏହି ବସ ଗୁଡ଼ିକ ଆସନ୍ତା ବର୍ଷ ମେ'
Read More...