Yearly Archives

2020

ଲୌହ ମାନବ ସର୍ଦ୍ଦାର ପଟେଲଙ୍କ ଶ୍ରାଦ୍ଧ ବାର୍ଷିକୀ ଆଜି : ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି ଅର୍ପଣ

ନୂଆଦିଲ୍ଲୀ : ଭାରତର ପ୍ରଥମ ଉପ ମୁଖ୍ୟମନ୍ତ୍ରୀ, ଗୃହମନ୍ତ୍ରୀ ତଥା ଲୌହ ମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୭୫ ତମ ଶ୍ରାଦ୍ଧ ବାର୍ଷିକୀ ଆଜି । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ସର୍ଦ୍ଦାର
Read More...

ଧନୁଯାତ୍ରା ମହୋତ୍ସବର କଳାକାରମାନଙ୍କୁ ଆର୍ଥିକ ସହାୟତା ଦାବୀ

ବରଗଡ଼, (ସତ୍ୟନାରାୟଣ ପଧାନ) : ବିଶ୍ଵ ବିଖ୍ୟାତ ଧନୁଯାତ୍ରା ମହୋତ୍ସବ ଚଳିତ ବର୍ଷ କୋଭିଡ କଟକଣା ଯୋଗୁଁ ବାତିଲ ହେବା ପରେ ମସୋତ୍ସବର କଳାକାରମାନେ ଆର୍ଥିକ ସଂକଟର ସମ୍ମୁଖୀନ ହୋଇଛନ୍ତି । ଏହି କଳାକାରମାନଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେବାକୁ ପଶ୍ଚିମ ଓଡ଼ିଶା କଳାକାର ମହାସଂଘ ପକ୍ଷରୁ
Read More...

ସବ୍-ଇନ୍ସପେକ୍ଟର ଜଗନ୍ନାଥ ତାଣ୍ଡିଙ୍କୁ ଜନ୍ମମାଟିରେ ସ୍ୱାଗତ ସମ୍ବର୍ଦ୍ଧନା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପୋଲିସ ସବ-ଇନ୍ସପେକ୍ଟର ପରୀକ୍ଷାରେ ରାଜ୍ୟରେ କୃତକାର୍ୟ୍ୟ ହୋଇଥିବା ଜଗନ୍ନାଥ ତାଣ୍ଡିଙ୍କୁ ଆଜି କାଂସଡା ପଞ୍ଚାୟତ ତାଙ୍କ ଜନ୍ମମାଟି ଢେଙ୍କିମୁଣ୍ଡାରେ ଗ୍ରାମବାସୀ ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଛି । ଶ୍ରୀ ତାଣ୍ଡି ସିଟି ଟ୍ରେନିଂ ସାରିବା ପରେ
Read More...

ନିଷ୍ଠା ପରିବାର ଦ୍ୱାରା ଅସହାୟ ବୃଦ୍ଧା ଉଦ୍ଧାର

ବରଗଡ, (ସତ୍ୟନାରାୟଣ ପଧାନ) : ନିଷ୍ଠା ପରିବାର ଦ୍ୱାରା ଜଣେ ଅସହାୟ ବୃଦ୍ଧା ସୋହେଲା, ବରଗଡରୁ ଉଦ୍ଧାର କରାଯାଇଥିଲା । ତାଙ୍କ ଅବସ୍ଥା ଅତ୍ୟନ୍ତ ସଂକଟାପନ୍ନ ରହିଥିଲା । ତାଙ୍କର ମାନସିକ ସ୍ଥିତି ସେତେଟା ଭଲ ନଥିଲା । ନିଷ୍ଠା ପରିବାରର ଦୀର୍ଘ କୋଡିଏ ଦିନର ସେବା ଓ ଡାକ୍ତରଙ୍କ ଚିକିତ୍ସା
Read More...

ଜାଣିନେବା ଆସନ୍ତୁ ଆଜିର ପାଖାପାଖି ପନିପରିବା ଦର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜାଣିନେବା ଆସନ୍ତୁ ବଲାଙ୍ଗିର ସହର ବଜାରରେ ଆଜିର ପନିପରିବା ଦର କିଲୋ ପିଛା ପାଖାପାଖି ଯାହା ରହିଛ । ଫୁଲକୋବି - ୩୦ ଟଙ୍କା, ବଂଧାକୋବି - ୨୫ ଟଙ୍କା, ଆଳୁ - ୪୦ ଟଙ୍କା, ପିଆଜ - ୫୦ ଟଙ୍କା, କେପ୍‌ସିକମ୍‌ - ୪୦ ଟଙ୍କା, ଗାଜର - ୬୦ ଟଙ୍କା, ବିଟ୍‌ - ୬୦
Read More...

ବରଗଡ଼ରେ ଭାଜପା ରାଜ୍ୟ ସଭାପତି

ବରଗଡ଼, (ସତ୍ୟନାରାୟଣ ପଧାନ) : ଭାଜପା.ର କେନ୍ଦ୍ରୀୟ ପ୍ରଭାରୀ ଡି ପୁରନ୍ଦେଶ୍ୱରୀ ଓଡ଼ିଶା ଗସ୍ତରେ ଆସିଥିବା ବେଳେ ଦଳକୁ ମଜଭୁତ କରିବା କୁ ହେଲେ ତୃଣମୂଳ ସ୍ତରରୁ ପୁଣି ଥରେ ସଜାଡିବାକୁ ହେବ ବୋଲି କହିବା ପରେ ରାଜ୍ୟ ସଭାପତି ସମୀର ମହାନ୍ତି ବରଗଡ଼ ଜିଲ୍ଲା ଗସ୍ତ କରି କର୍ମକର୍ତ୍ତାଙ୍କୁ
Read More...

ନୂତନ ପ୍ରକଳ୍ପ ଆରମ୍ଭ ହେବା ଦ୍ୱାରା ସୁକତେଲ ପ୍ରକଳ୍ପ ବାଧାପ୍ରାପ୍ତ ହେବ ନାହିଁ : ନରସିଂହ

ଶୀଘ୍ର ମିଳିବ ବାଏପାସ୍‌ର କ୍ଷତିପୂରଣ ବଲାଙ୍ଗିର, (ଦେବାଶିଷ ମିଶ୍ର) : ଛତାମଖନା ଠାରେ ହେବାକୁ ଥିବା ୧୫୪ କୋଟିର ଭୁତଳ ଜଳ ସଂରକ୍ଷଣ ପ୍ରକଳ୍ପ ଆରମ୍ଭ ହେବାକୁ ଯାଉଥିବା ବେଳେ ଏହା ଦ୍ୱାରା ସୁକତେଲ ପ୍ରକଳ୍ପ ପ୍ରଭାବିତ ହେବା ସହ ବନ୍ଦ ହୋଇ ଯିବନି ତ ବୋଲି ସମ୍ବାଦପତ୍ରରେ ଏକ ଆଶଙ୍କା
Read More...

ଦଲାଲ ଖାଇଗଲେ ଲକ୍ଷ ଲକ୍ଷ ଟଙ୍କାର କପା

ଟିଟିଲାଗଡ, (ଗୌରବ ଦର୍ଜୀ) : ସିଲଣ୍ଡା ଗ୍ରାମର କପା ଚାଷୀ ୨୦୧୯ ମସିହାରେ କପା ଚାଷ କରି ଦଲାଲ ମାନଙ୍କୁ ବିକ୍ରି କରିଥିଲେ । ପ୍ରାୟ ୯ ଲକ୍ଷ ଟଙ୍କାର କପା ଦଲାଲ ମାନଙ୍କୁ ବିକ୍ରି କରିଥିଲେ । କିନ୍ତୁ ଦଲାଲ ମାନେ ତାଙ୍କୁ କପା ବାବଦକୁ କୌଣସି ଟଙ୍କା ନ ଦେଇ ଭୁଆଁ ବୁଲାଉଥିବା ଚାଷୀମାନେ
Read More...

କୁରୁଲ ହାଇସ୍କୁଲରେ ମୋ ସ୍କୁଲ କାର୍ଯ୍ୟକ୍ରମର ଶୁଭାରମ୍ଭ

ପୁଇଁନ୍ତଲା, (କେପିଏନ୍‌ଏସ୍‌) : ଆଜି ଆନୁଷ୍ଠିତ ଭାବେ ଶୁଭାରମ୍ଭ ହୋଇଛି ‘ମୋ ସ୍କୁଲ ଅଭିଯାନ କାର୍ଯ୍ୟକ୍ରମ’ ବଲାଙ୍ଗିର ଜିଲ୍ଲା ପୁଇଁନ୍ତଲା ବ୍ଳକ ଅଧୀନସ୍ଥ ରାମଜୀ ଉଚ୍ଚ ବିଦ୍ୟାଳୟ କୁରୁଲ ଠାରେ । ଅପରାହ୍ନ ୨ଟା ସମୟରେ ବିଦ୍ୟାଳୟର ଉପର ମହଲା ଠାରେ କୋଭିଡ଼-୧୯ ନିୟମାନୁଯାୟୀ ଏକ ସଭାର
Read More...

ଟିଟିଲାଗଡ ନିର୍ବାଚନ ମଣ୍ଡଳୀର ସମୀକ୍ଷା ବୈଠକ ଅନୁଷ୍ଠିତ

ଟିଟିଲାଗଡ, (ଗୌରବ ଦର୍ଜୀ) : ଟିଟିଲାଗଡ଼ ପୌର ପରିଷଦ କଲ୍ୟାଣ ମଣ୍ଡପରେ ଆୟୋଜିତ ହୋଇଥିଲା ମନ୍ତ୍ରୀ ଟୁକୁନି ସାହୁଙ୍କ ନିଜ ନିର୍ବାଚନ ମଣ୍ଡଳୀର ଏକ ସମୀକ୍ଷା ବୈଠକ । ଟିଟିଲାଗଡ ବିଧାନସଭା ନିର୍ବାଚନ ମଣ୍ଡଳୀରେ ବ୍ୟାପକ ଯୋଜନା କାର୍ୟ୍ୟକାରୀ ହେଉଥିଲେ ମଧ୍ୟ ଅନେକ ଯୋଜନା ଲୋକଙ୍କ ପାଖରେ
Read More...