ଦିଲ୍ଲୀ-ନୋଏଡା ଯାତ୍ରୀମାନଙ୍କ ପାଇଁ ସମସ୍ୟା ବଢ଼ିଲା : କୃଷକମାନେ ଚିଲ୍ଲା ବୋଡ଼ର୍ ବନ୍ଦ କରିଦେଲେ
ନୂଆଦିଲ୍ଲୀ : ଦିଲ୍ଲୀରୁ ନୋଏଡା ଏବଂ ନୋଏଡାରୁ ଦିଲ୍ଲୀ ଯାତ୍ରୀମାନଙ୍କ ପାଇଁ ସମସ୍ୟା ବୃଦ୍ଧି ପାଇଛି । ଆନ୍ଦୋଳନକାରୀ କୃଷକମାନେ ପୁଣି ଥରେ ଆନେ୍ନ୍ଦାଳନକୁ ତେଜିଆନ୍ କରିଛନ୍ତି । ଦିଲ୍ଲୀରୁ ନୋଏଡାକୁ ଆସିବାର ମୁଖ୍ୟ ବାଟ ହେଉଛି ଚିଲା ସୀମା । ଏହାପୂର୍ବରୁ କୃଷକମାନେ ଏହାକୁ ବନ୍ଦ କରି!-->…
Read More...
Read More...