Yearly Archives

2020

ଜଳିଗଲା ବଲାଙ୍ଗିର ସହରର ଫଳ ମାର୍କେଟ୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସରକାରୀ ବସ୍‌ ଷ୍ଟେଣ୍ଡ୍‌ ପାଖରେ ନୂଆ ହୋଇ ବସିଥିବା ଫଳ ମାର୍କେଟ୍‌ରେ ଗତକାଲି ବିଳମ୍ବିତ ରାତିରେ ନିଆଁ ଲାଗି ଯାଇଥିବା ବେଳେ ଅନେକ କ୍ଷୟକ୍ଷତି ହୋଇଥିବା ଅନୁମାନ କରାଯାଉଛି । ଏହି ଆଗ୍ନିକାଣ୍ଡରେ ଜଣେ ବ୍ୟକ୍ତି ଗୁରୁତର ହୋଇଥିବା ଜଣାପଡ଼ିଛି ।
Read More...

ଗୋତୋମୁଣ୍ଡା ଡାହିମାଲ ରାସ୍ତା କାର୍ଯ୍ୟ ତଦାରଖ ସହ ଅଞ୍ଚଳବାସୀଙ୍କ ସହ ସମସ୍ୟା ଆଲୋଚନା କଲେ ଜିଲ୍ଲା ବିଜେଡି ସଭାପତି

ଧର୍ମଗଡ଼, (ଭରତ ବିଶି) : କଳାହାଣ୍ଡି ବିଜେଡି ସଭାପତି ତଥା ପୂର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂଦେଓ ଗୁରୁବାର କୋକସରା ବ୍ଲକ ଗସ୍ତରେ ଆସି ଦଳୀୟ କର୍ମୀଙ୍କ ସହ କୋକସରା ପାର୍ଟି କାର୍ୟ୍ୟାଳୟରୁ ବାହାରି ପ୍ରଥମେ ଲଡୁଗାଁ ପଞ୍ଚୟତ ପହଞ୍ଚି ବହୁ ପ୍ରତୀକ୍ଷିତ ଇନ୍ଦ୍ରାବତୀ ମେଗା ଲିଫ୍ଟ କେନାଲକୁ
Read More...

ଦିବ୍ୟାଙ୍ଗ ଶଶିରେଖା : ଅନ୍ୟ‌ଙ୍କ ପାଇଁ ପ୍ରେରଣା

କୋରାପୁଟ : ଦିବ୍ୟାଙ୍ଗ ଶଶିରେଖା, ଅନ୍ୟଙ୍କ ପାଇଁ ପ୍ରେରଣାର ଉତ୍ସ ସାଜିଛନ୍ତି । ଭିନ୍ନକ୍ଷମ ହୋଇ ବି ସେ ବିଶେଷ ସକ୍ଷମ । ଦୃଢ ଇଛାଶକ୍ତି ଓ ଆତ୍ମବିଶ୍ୱାସ ଯୋଗୁଁ ସେ ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛ‌ନ୍ତି । ନିଜେ କାମ କରି ନିଜ ମା'‌ଙ୍କୁ ପାଳୁଛ‌ନ୍ତି। ସୂଚନା ଅନୁସାରେ କୋରାପୁଟ
Read More...

ରାମ ମନ୍ଦିର ନିର୍ମାଣ ପାଇଁ ୧୦୦୦ କୋଟି ଖ‌ର୍ଚ୍ଚ ହେବ, ଜାଣନ୍ତୁ ଯୋଜନା

ନୂଆଦିଲ୍ଲୀ : ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ୧୦୦୦ କୋଟି ଖ‌ର୍ଚ୍ଚ ହେବ । ଟଙ୍କା ଜମା କରିବାର କାର୍ୟ୍ୟ ପାଣ୍ଠି ଉତ୍ସର୍ଗ ଅଭିଯାନ ମାଧ୍ୟମରେ ଶେଷ ହେବ । ବିଶ୍ୱ ହିନ୍ଦୁ ପରିଷଦର ଉପାଧ୍ୟକ୍ଷ ତଥା ଶ୍ରୀରାମ ଜ‌ନ୍ମଭୂମି ତୀର୍ଥା କ୍ଷେତ୍ରର ନ୍ୟାସ ଚମ୍ପତ ରାୟ ବୁଧବାର ଏହା ଘୋଷଣା
Read More...

ବଡ଼ ଧରଣର ସାଇବର୍‌ ଆକ୍ରମଣର ଚେତାବନୀ ଦେଇଛି ଆମେରିକା

ୱାଶିଂଟନ୍‌ : ଆମେରିକାର ଅଧିକାରୀମାନେ ଚେତାବନୀ ଦେଇଛନ୍ତି ଯେ, ଏହି ସପ୍ତାହରେ ଏକ ବଡ଼ ହ୍ୟାକିଂ ଅପରେସନ୍ର ପର୍ଦ୍ଦାଫାସ ହେବାକୁଥିବାରୁ ସରକାର, ସମ୍ବେଦନଶୀଳ ଭିତ୍ତିଭୂମି ଏବଂ ବେସରକାରୀ ସଂସ୍ଥା ଭୟଙ୍କର ବିପଦରେ ପଡ଼ିବାର ସ‌ମ୍ଭାବନା ରହିଛି । ସୂଚନାଯୋଗ୍ୟ ଯେ, ଆମେରିକାର ଅର୍ଥ ଏବଂ
Read More...

ଜାଣିନେବା ଆସନ୍ତୁ ଆଜିର ପାଖାପାଖି ପନିପରିବା ଦର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜାଣିନେବା ଆସନ୍ତୁ, ବଲାଙ୍ଗିର ସହର ମାର୍କେଟ୍‌ରେ ଆଜିର ପନିପରିବା ଦର କିଲୋ ପିଛା ପାଖାପାଖି ଯାହା ରହିଛି । ଆଳୁ - ୩୮ ଟଙ୍କା, ପିଆଜ - ୫୦ ଟଙ୍କା, ଫୁଲକୋବି - ୩୦ ଟଙ୍କା, ବଂଧାକୋବି - ୨୫ ଟଙ୍କା, ସଜନା ଛୁଇଁ (ମୁନ୍‌ଗା) - ୧୦୦ ଟଙ୍କା, ଅଦା - ୮୦
Read More...

ଛକରେ ରହିଛି ଗାତ : ଯାତାୟାତ ବାଧାପ୍ରା‌ପ୍ତ

ଚନ୍ଦନଭାଟି, (ରାଜେଶ ଦଣ୍ଡସେନା) : ମିର୍ଦ୍ଧାପାଲି ପଞ୍ଚାୟତ ଅନ୍ତର୍ଗତ କଅଗାଁ ଗ୍ରାମର ଚାରିଛକରେ ରହିଛି ଗାତ । ଏହି ଗ୍ରାମରେ ପ୍ରସିଦ୍ଧ ଶୈବପୀଠ ଧବଲେ‌ଶ୍ୱର ବାବାଙ୍କ ମନ୍ଦିର ଥିବାରୁ ପ୍ରତିଦିନ ଶହ ଶହ ଭକ୍ତ ବାବାଙ୍କୁ ଦର୍ଶନ କରିବାକୁ ଆସିଥାନ୍ତି । ହେଲେ ବଲାଙ୍ଗିର ପଟରୁ ଚାରିଛକକୁ
Read More...

ହୃଦଘାତରେ ଚାଲିଗଲେ ସରୋଜ ତ୍ରିପାଠୀ

ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲା ବିଜେପି ଉପ ସଭାପତି ଟିକ୍ରାପଡା ନିବାସୀ ସରୋଜ ତ୍ରିପାଠୀ(୫୮)ଙ୍କ ହୃଦଘାତରେ ପରଲୋକ ହୋଇଯାଇଛି । ଗତକାଲି ରାତିରେ ଅସୁସ୍ଥତା କାରଣରୁ ବଲାଙ୍ଗିର ବଡ ଡାକ୍ତରଖାନାରେ ଏଡମିଟ ହୋଇଥିଲେ । ତେବେ ଆଜି ତାଙ୍କୁ ବରଗଡ ବିକାଶ ହସ୍ପିଟାଲକୁ
Read More...

ବିଧାନସଭାରେ ୩ଟି କୃଷି ଆଇନକୁ ଚିରୁଛି ଏବଂ ବିଟ୍ରିଶ ମାନଙ୍କଠୁ ଖରାପ ନହେବାକୁ କେନ୍ଦ୍ର ସରକାରଙ୍କୁ ଆବେଦନ କରୁଛି :…

ନୂଆଦିଲ୍ଲୀ : ଦେଶବ୍ୟୀପୀ କୃଷି ଆଇନକ ବିରୋଧରେ ଚାଷୀଙ୍କ ଆନ୍ଦୋଳନ ୨୨ ଦିନ ହେଲା ଜାରି ରହିଛି, ପଛ ଘୁଂଚା ଦେଉ ନାହାଁନ୍ତି କୃଷକ । ସରକାର ମଧ୍ୟ କୃଷି ଆଇନକୁ ପ୍ରତ୍ୟାହାର କରିବାକୁ ଚାହୁଁ ନାହାଁନ୍ତି । ତେବେ ଏହାକୁ ନେଇ ସାରା ଦେଶର ରାଜନୀତି ଜଗତରେ ହଇଚଇ ସୃଷ୍ଟି ହୋଇଥିବା ବେଳେ ଏହି
Read More...

ପ୍ରଦୀପ ପାଣିଗ୍ରାହୀଙ୍କ ମୁଖ୍ୟ ସହଯୋଗୀ ସର୍ବେଶ୍ୱର ଗିରଫ

ଭୁବନେଶ୍ୱର : ପ୍ରଦୀପ ପାଣିଗ୍ରାହୀଙ୍କ ମୁଖ୍ୟ ସହଯୋଗୀକୁ ଗିରଫ କରିଛି କ୍ରାଇମ୍‌ ବ୍ରାଂଚ । ସୂଚନା ଯୋଗ୍ୟ ଯେ, ଟାଟା କମ୍ପାନୀରେ ଲୋକଙ୍କୁ ଚାକିରୀ ଦେବା ନାଁରେ ସର୍ବେଶ୍ୱର ରାଓ ଲୋକଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ଠକିଥଲେ । ତାକୁ ନେଇ କ୍ରାଇମ୍‌ ବ୍ରାଞ୍ଚ ତଦନ୍ତ କରିବା ପରେ କ୍ରାଇମ
Read More...