Yearly Archives

2020

ଆଜିର ପାଖାପାଖି ପନିପରିବା ଦର ବଲାଙ୍ଗିର ମାର୍କେଟ୍‌ରେ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହର ମାର୍କେଟ୍‌ରେ ଆଜିର ପନିପରିବା ଦର କିଲୋ ପିଛା ପାଖାପାଖି ଯାହା ରହିଛି, ସେ ସଂପର୍କରେ ଜାଣିବା ଆସନ୍ତୁ । ଫୁଲକୋବି - ୨୫ ଟଙ୍କା, ବଂଧାକୋବି - ୧୬ ଟଙ୍କା, ସଜନା ଛୁଇଁ (ମୁନ୍‌ଗା) - ୧୦୦ ଟଙ୍କା, ଅଦା - ୬୦ ଟଙ୍କା, ରଷୁଣ - ୧୨୦ ଟଙ୍କା,
Read More...

ନିଷ୍ଠା ପରିବାର ତରଫରୁ ସ୍ବେଚ୍ଛାକୃତ ରକ୍ତଦାନ ଶିବିର

ବରଗଡ଼, (ସତ୍ୟନାରାୟଣ ପଧାନ) : ରବିବାର ଦିନ ନିଷ୍ଠା ପରିବାର ତରଫରୁ ବିରିମାଲ ଛକ, ବରଗଡ ଠାରେ ର‌କ୍ତ ସଂଗ୍ରହ ଭ୍ୟାନ୍‌ ଦ୍ବାରା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଯୁବ ସଂଗଠକ ଉମେଶ ଚନ୍ଦ୍ର ପଣ୍ଡା ଯୋଗଦେଇ ଶିବିରକୁ ଉଦ୍ଘାଟନ କରିଥିଲେ । ଏହି ଶିବିରରେ
Read More...

ମଧୁମୟ କଳା ସଂଗଠନର ଆଲୋଚନା ଚକ୍ର

ବରଗଡ଼, (ନିରୋଜ କୁମାର ପାଣୀ) : ମଧୁମୟ କଳା ସଂଗଠନ ଏବଂ ହଜାରୁ ବାଗ ଫାଉଣ୍ଡେସନର ମିଳିତ ଆନୁକୁଳ୍ୟରେ ମଧୁମୟ କଳା ସଂଗଠନର ଅଧ୍ୟକ୍ଷ ମୋତିଲାଲ ବାଗଙ୍କ ଅଧ୍ୟକ୍ଷତାରେ ଆଲୋଚନା ଚକ୍ରରେ ସାଂପ୍ରତିକ ସ୍ଥିତିରେ ଲୋକକଳା ସଂସ୍କୃତି ଏବଂ କଳାକାର ପ୍ରସଙ୍ଗ ଉପରେ ମୁଖ୍ୟ ଅତିଥି ଭାବରେ ମୁକ୍ତାକାଶ
Read More...

ବିଧବା ଭତ୍ତା ଅପେକ୍ଷାରେ ୭୦ ବର୍ଷିୟା ବୃଦ୍ଧା ଫୁଲମତୀ ମାଝୀ

ଖପ୍ରାଖୋଲ, (କ୍ରିଷ୍ଣା ସେଠୀ) : ଖପ୍ରାଖୋଲ ବ୍ଲକ ମାଲପଡା ପଞ୍ଚାୟତ ମାଲପଡା ଗାଁରେ ରୁହନ୍ତି ୭୦ ବର୍ଷିୟା ବୃଦ୍ଧା ଫୁଲମତୀ ମାଝୀ । ଦେହରେ ବଳ ନାହିଁ, ବାଡି ଧରି ଚଲାବୁଲା କରନ୍ତି । କାନକୁ କୈାଣସି କଥା ଶୁଭୁ ନାହିଁ । ଅତି ଦୟନୀୟ ଅବସ୍ଥାରେ ଜୀବିକା ନିର୍ବାହ କରୁଛନ୍ତି । ସ୍ବାମୀ ବହୁ
Read More...

+୨ ବାଣିଜ୍ୟ ୨୦୧୫ ବ୍ୟାଚ୍‌ ଛାତ୍ରଙ୍କ ବନ୍ଧୁ ମିଳନ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପ୍ରତି ବର୍ଷ ଭଳିି ଏ ବର୍ଷ ମଧ୍ୟ ରାଜେନ୍ଦ୍ର କଲେଜର ୨୦୧୫ରୁ ୨୦୧୭ ମସିହା ପର୍ଯ୍ୟନ୍ତ ପାଠ ପଢୁଥିବା ବାଣିଜ୍ୟ ବିଭାଗର ଛାତ୍ର ମାନଙ୍କ ସ୍ଥାନୀୟ ଭୀମ୍‌ ଡୁଙ୍ଗୁରୀ ଠାରେ ବନ୍ଧୁ ମିଳନ ଅନୁଷ୍ଠିତ ହୋଇଯାଇଛି । ଏହି ବନ୍ଧୁ ମିଳନରେ ୪୦ରୁ ଅଧିକ ଛାତ୍ରମାନେ
Read More...

ପଶ୍ଚିମବଙ୍ଗ ଗସ୍ତର ଅନ୍ତିମ ଦିନରେ ଓଏନଜିସିର ଅଷ୍ଟମ ଉତ୍ପାଦନ ବେସିନ୍‌ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କଲେ…

 ସଫଳତା ପାଇଁ ଓଏନଜିସିକୁ ଶୁଭେଚ୍ଛା ଜଣାଇଲେ କେନ୍ଦ୍ରମନ୍ତ୍ରୀ ଉତ୍ପାଦନ ବେସିନ ଦ୍ୱାରା ସର୍ବୋତ୍କୃଷ୍ଟ ମାନର ଅଶୋଧିତ ତୈଳ ଉତ୍ପାଦନ କରାଯିବ ଉତ୍ପାଦିତ ଅଶୋଧିତ ତୈଳକୁ ହଳଦିଆ ରିଫାଇନାରୀକୁ ନିଆଯିବ ପଶ୍ଚିମବଙ୍ଗର ବିକାଶ ଓ ଅଭିବୃଦ୍ଧି ପାଇଁ ନୂଆ ସମ୍ଭାବନା ଆଣିବ ପଶ୍ଚିମବଙ୍ଗରେ
Read More...

ସ୍ଥିର ହ୍ରାସ ସହିତ ଭାରତରେ ସକ୍ରିୟ ମାମଲା ୩.୦୫ ଲକ୍ଷକୁ ଖସିଲା

• ବିଗତ ୨୧ ଦିନ ଧରି କ୍ରମାଗତ ଦୈନିକ ମାମଲା ୪୦,୦୦୦ରୁ କମ୍ ରେକର୍ଡ କରାଯାଇଛି• ମୋଟ ସକ୍ରିୟ ମାମଲାର ୬୬ ପ୍ରତିଶତ ୧୦ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ନୂଆଦିଲ୍ଲୀ, (ପିଆଇବି) : ଭାରତରେ ସକ୍ରିୟ କୋଭିଡ ମାମଲାର ସଂଖ୍ୟା କ୍ରମାଗତ ଭାବେ ନିମ୍ନଗାମୀ ହେବାରେ ଲାଗିଛି । ମୋଟ ସକ୍ରିୟ
Read More...

ମହାନଦୀରେ ପ୍ରସ୍ତାବିତ ନଦୀ ଭିତ୍ତିକ ବନ୍ଦରର ଭିତ୍ତିଭୂମି ସମୀକ୍ଷା କଲେ ୫ଟି ସଚିବ

ପାରାଦୀପ, (ଶୁଭ୍ରାଂଶୁ ଶେଖର ପୃଷ୍ଟି) : ମହାନଦୀରେ ପ୍ରସ୍ତାବିତ ନଦୀ ଭିତ୍ତିକ ବନ୍ଦରର ଭିତ୍ତିଭୂମି ପରିଦର୍ଶନ କରିବାକୁ ଏକ ଉଚ୍ଚସ୍ତରୀୟ କମିଟି ରବିବାର ଦିନ ପାରାଦୀପ ଗସ୍ତରେ ଆସିଥିଲେ । ମୁଖ୍ୟ ଶାସନ ସଚିବ ଅସିତ୍‌ ତ୍ରିପାଠୀ, ୫ଟି ସଚିବ ଭି. କେ. ପାଣ୍ଡିୟାନ, ବାଣିଜ୍ୟ ଓ ପରିବହନ
Read More...

୧୭ତମ ଜାତୀୟ ନାଟକ ମହୋତ୍ସବ କ୍ୟାନଫେଷ୍ଟ-୨୦୨୦ ଉଦ୍‌ଘାଟିତ

ପାରାଦୀପ, (ଶୁଭ୍ରାଂଶୁ ଶେଖର ପୃଷ୍ଟି) : ପାରାଦୀପ ମଧୁବନସ୍ଥିତ ସାଗରିକା କଳା ନିକେତନ ଠାରେ ୧୭ତମ ଜାତୀୟ ନାଟକ ମହୋତ୍ସବ କ୍ୟାନଫେଷ୍ଟ-୨୦୨୦ ରବିବାର ସଂନ୍ଧ୍ୟାରେ ଉଦ୍‌ଘାଟିତ ହୋଇଯାଇଛି । ଏହି ଅବସରରେ ବନ୍ଦର ଅଧ୍ୟକ୍ଷ ରିଙ୍କେଶ ରାୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମହୋତ୍ସବକୁ ଆନୁଷ୍ଠାନିକ
Read More...

ଜି.ବି.ୱାଇ.ଏସ. ରାଏପାଲି ପକ୍ଷରୁ ଦିନିକିଆ କ୍ରିକେଟ ପ୍ରତିଯୋଗିତା ଉଦଯାପିତ : ରତନପୁରକୁ ହରାଇ ରାଏପାଲି ଦଳ ଚାମ୍ପିଅନ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଗାଈବାହାଲ ପଞ୍ଚାୟତ ରାଏପାଲି ଜି.ବି. ୱାଈ.ଏସ କ୍ରିକେଟ କ୍ଳବ୍ ପକ୍ଷରୁ ରବିବାର ଦିନ ଏକ ଦିବସୀୟ କ୍ରିକେଟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରତିଯୋଗିତାରେ ରତନପୁର, ରତାଖଣ୍ଡି, ସିନାଖମନ୍, ରାଏପାଲି (ଏ), ଗଡଦ୍ବାର, ଘୁଚିପାଲି,
Read More...