csstore

+୨ ବାଣିଜ୍ୟ ୨୦୧୫ ବ୍ୟାଚ୍‌ ଛାତ୍ରଙ୍କ ବନ୍ଧୁ ମିଳନ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପ୍ରତି ବର୍ଷ ଭଳିି ଏ ବର୍ଷ ମଧ୍ୟ ରାଜେନ୍ଦ୍ର କଲେଜର ୨୦୧୫ରୁ ୨୦୧୭ ମସିହା ପର୍ଯ୍ୟନ୍ତ ପାଠ ପଢୁଥିବା ବାଣିଜ୍ୟ ବିଭାଗର ଛାତ୍ର ମାନଙ୍କ ସ୍ଥାନୀୟ ଭୀମ୍‌ ଡୁଙ୍ଗୁରୀ ଠାରେ ବନ୍ଧୁ ମିଳନ ଅନୁଷ୍ଠିତ ହୋଇଯାଇଛି । ଏହି ବନ୍ଧୁ ମିଳନରେ ୪୦ରୁ ଅଧିକ ଛାତ୍ରମାନେ ଯୋଗଦାନ କରିଥିଲେ । ସଭାପତି ମାନସ ମହାକୁର ଏହା ଆୟୋଜିତ କରିଥିବା ବେଳେ ତୁଷାରକାନ୍ତ ସାହୁ, ପ୍ୟାରୀଲାଲ ପୋଢ, ଅରବିନ୍ଦ, ବିଜୟ, ସଂଗ୍ରାମ, ରଶ୍ମୀ ରଜଂନ, ବିନାୟକ, ଶିବୁ, ଆଶୁତୋଷ, ରାଜେନ୍ଦ୍ର, ମାନଭଞ୍ଜନ, ମାନସ ଦୀପ, ରଘୁ, ସାହିଲ, ସୁରେଶ, ମହେଶ, ସୁବ୍ରତ, ଶୁଭମ, ଭରତ, ଚନ୍ଦ୍ର, ଦେର୍ବାଚନ, ଯୋଶବନ୍ତ, ଖୁସିରାମ, ପିୟୁଶ, ନନ୍ଦନ, ସଂଜୀବ, ମାନସ ମେହେର, କିଶୋର, ଚିନ୍ମୟ, ଅବିଶେକ ଏବଂ ଶମ୍ଭୁନାଥ ସହ ଅନ୍ୟାନ୍ୟ ବହୁ ଛାତ୍ରମାନେ ଯୋଗଦାନ କରିଥିଲେ ଏବଂ ଆଗାମୀ ବର୍ଷରେ ବି ଏହାକୁ ଧୁମ୍‌ଧାମ୍‌ରେ ଆୟୋଜନ ପାଇଁ ସମସ୍ତେ ମତବ୍ୟକ୍ତ କରିଛନ୍ତି ।

jayashree
Leave A Reply

Your email address will not be published.