Monthly Archives

December 2020

ମହିଳା ଓ ଶିଶୁ କନ୍ୟା ଉପରେ ହିଂସା ରୋକିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ବିଡ଼ିଓଙ୍କ ଜରିଆରେ ଦାବୀ ପତ୍ର

ସଇଁନ୍ତଲା, (ଅଜିତ କୁମାର ସାହୁ) : ସଇଁନ୍ତଲା ବ୍ଳକରେ ଆଜି ଲୋକ ଉନ୍ନତି ସଙ୍ଗଠନ ସଇଁନ୍ତଲା ବ୍ଳକ ସଂଯୋଜିକା ଗୀତାଞ୍ଜଳୀ କୁମ୍ଭାରଙ୍କ ନେତୃତ୍ୱରେ ଆଜି ମହିଳା ଏବଂ ଶିଶୁ କନ୍ୟା ଉପରେ ହେଉଥିବା ହିଂସା ରୋକିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ସଇଁନ୍ତଲା ବିଡ଼ିଓ ଦେବାଶିଷ ସାମଲଙ୍କ
Read More...

ଜାନୁୟାରୀ ମାସରେ ଖୋଲିପାରେ ସ୍କୁଲ, କଲେଜ

ଭୁବନେଶ୍ଵର: କରୋନା ମହାମାରୀ ସଂକ୍ରମଣ ଆଶଂକାରେ ଦୀର୍ଘ ଦିନ ହେଲା ସ୍କୁଲ, କଲେଜ ବନ୍ଦ ରହିଛି । ଡିସେମ୍ବର ମାସରେ ଶିକ୍ଷାନୁଷ୍ଠାନ ଖୋଲାଯିବା ନେଇ ସ୍ବତନ୍ତ୍ର ରିଲିଫ କମିଶନର ପୂର୍ବରୁ (ଏସଆରସି) ସଙ୍କେତ ଦେଇଥିଲେ । କିନ୍ତୁ କରେନା ବିପତ୍‌ତ୍ତି ଟଳି ନଥିବା ଅନୁମାନ କରାଯାଇ ନୂଆ ବର୍ଷରେ
Read More...

ନୂତନ ସଂସଦ ଗୃହର ମୂଳଦୁଆ ପକାଇବା ପରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି – ନୂତନ ଭବନ ଆତ୍ମନିର୍ଭରଶୀଳ ଭାରତର…

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଦିନ ନୂତନ ସଂସଦ ଗୃହର ମୂଳଦୁଆ ପକାଇଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ବର୍ତ୍ତମାନର ସଂସଦ ଗୃହର ଗୁରୁତ୍ୱ ବିଷୟରେ ଉଲ୍ଲେଖ କରି କହିଛନ୍ତି ଯେ, ଏହି ସଂସଦ ଗୃହରେ ଆମ ଦେଶ ଏବଂ ସମ୍ବିଧାନ ନିର୍ମାଣ କରାଯାଇଛି । ଏହି ସଂସଦ ଗୃହ
Read More...

ଲୋକ କଳାକାରମାନଙ୍କ ପ୍ରତି ରାଜ୍ୟ ସରକାରଙ୍କ ଅବହେଳା ସୀମା ଲଂଘନ କରିଛି : ଗୁରୁଶ୍ରୀ ଡ. ଘାସିରାମ ମିଶ୍ର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଲୋକ କଳାକାରମାନଙ୍କ ପ୍ରତି ରାଜ୍ୟ ସରକାର ଅବହେଳା କରୁଛନ୍ତି । ଲୋକ କଳାକୁ ବୃତ୍ତି କରି ଜୀବନ ନିର୍ବାହ କରୁଥିବା କଳାକାରମାନେ କରୋନା ସଂକ୍ରମଣ ଜନିତ କଟକଣା ଯୋଗୁଁ ହାତବାନ୍ଧି ବସିଛନ୍ତି । ଦୀର୍ଘ ୧୧ ମାସ ହେଲା ଲୋକ କଳା ପ୍ରଦର୍ଶନ ବନ୍ଦ ହୋଇ ରହିଛି ।
Read More...

ହନିମୁନ୍‌ର ଦୁଇ ସପ୍ତାହ ପରେ ସ୍ୱାମୀଙ୍କ ପ୍ରତାରଣା : ଏକ ଚାବି ଦ୍ୱାରା ଫିଟିଲା ଗୁମର

ନୂଆଦି‌ଲ୍ଲୀ : ଜଣେ ମହିଳା ନିଜ ପ୍ରେମ ଏବଂ ପ୍ରତାରଣାର କାହାଣୀକୁ ଏକ ସମ୍ପର୍କ ପୋର୍ଟାଲରେ ସେୟାର କରିଥିଲେ । ସେ କହିଥିଲେ ଯେ, ସହଜରେ କାହାକୁ ବିଶ୍ୱାସ କରିବା ଉଚିତ୍ ନୁହେଁ । ମହିଳା ଜଣକ ପୂର୍ବରୁ ବିବାହିତ ଥିଲେ ଏବଂ ନିକଟରେ ତା‌ଙ୍କ ଛାଡପତ୍ର ହୋଇଥିଲେ । ତାଙ୍କର ପ୍ରଥମ
Read More...

ଲୋଇସିଂହା ବିଜେପି ତରଫରୁ ବ୍ଲକ୍‌ ସ୍ତରୀୟ ମଣ୍ଡଳ ପ୍ରଶିକ୍ଷଣ ଶିବିର

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ଅଗ୍ରସେନ ଭବନ ଠାରେ ଲୋଇସିଂହା ବିଜେପି. ତରଫରୁ ବ୍ଳକ୍‌ ସ୍ତରୀୟ ମଣ୍ଡଳ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରକୁ ପୂର୍ବତନ ବିଧାୟକ ତଥା ବିଜେପି.ର ବରିଷ୍ଠ ନେତା କନକବର୍ଦ୍ଧନ ସିଂଦେଓ ଦୀପ ପ୍ରଜ୍ୱଳନ କରି ଉଦ୍‌ଘାଟିତ କରିଛନ୍ତି ।
Read More...

ପୁରୁଣା ସଂସଦ ଗୃହ ୮୩ ଲକ୍ଷରେ ନିର୍ମିତ ହୋଇଥିଲା, ଏବେ ୯୭୧ କୋଟିରେ ନୂତନ ସଂସଦ ଗୃହ

ନୂଆଦି‌ଲ୍ଲୀ : ଗଣତନ୍ତ୍ରର ମନ୍ଦିର ଭାବରେ ପରିଗଣିତ ସଂସଦ ଗୃହର ଚିତ୍ର ବର୍ତ୍ତମାନ ପରିବର୍ତ୍ତନ ହେବାକୁ ଯାଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦିଲ୍ଲୀରେ ନୂତନ ସଂସଦ ଗୃହର ଭିତ୍ତିପ୍ରସ୍ତର ସ୍ଥାପନ କରିବା କାର୍ଯ୍ୟକ୍ରମ ରହିଛି । ସ୍ୱାଧୀନତାର ୭୫ ବର୍ଷ ସମ୍ପୂର୍ଣ୍ଣ ହେବା ବେଳକୁ
Read More...

‘କୌନ୍‌ ବନେଗା କରୋଡପତି’ରେ ଡ. ସସ୍ମିତା କର

ସମ୍ବଲପୁର, (କେପିଏନ୍‌ଏସ୍‌) : ଲୋକପ୍ରିୟ ରିୟଲିଟି ସୋ ‘କୌନ୍‌ ବନେଗା କରୋଡପତି’ (କେବିସି)ରେ ସମ୍ବଲପୁରର ବୋହୁ ତଥା ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଭୁବନେଶ୍ୱରର ଶିକ୍ଷା ବିଭାଗ ଆସିଷ୍ଟାଣ୍ଡ ପ୍ରଫେସର ଡ. ସସ୍ମିତା କର ଭାଗ ନେଇଥିବା ବେଳେ ୩ ଲକ୍ଷ ୨୦ ହଜାର ଟଙ୍କା ଜିତିଥିବା ସୂଚନାରେ
Read More...

ହାତୀପଲଙ୍କ ଉତ୍‌ପାତ୍‌ : ଧାନ ଫସଲ ନଷ୍ଟ

ବାଲେଶ୍ୱର : ବାଲେଶ୍ୱର ଜିଲ୍ଳା କୁଲଡିହା ଅଚଂଳର ଜୁରିଆ ପାଟଣା ଗ୍ରାମରେ ତନୋଟି ହାତୀ ପଶି ବହୁ ଧାନ ଫସଲ ସହ ବହୁ କ୍ଷତି କରିଛନ୍ତି । ହାତୀଙ୍କ ଉତ୍‌ପାତ୍‌ ଦେଖି ଲୋକେ ଭୟଭୀତ ହୋଇ ପଡିଥିବା ଦେଖିବାକୁ ମିଳିଛି । ବନ ବିଭାଗ ଖବର ପାଇବା ପରେ ଗ୍ରାମକୁ ଆସି ଗ୍ରାମର ଲୋକଙ୍କ ସହିତ ମିଶି ହାତୀ
Read More...

ଭଦ୍ରକ ଜିଲ୍ଲାରେ ମେଡିକାଲ କଲେଜ ଦାବୀକୁ ନେଇ କଂଗ୍ରେସ ପକ୍ଷରୁ ୧୨ ଘଂଟିଆ ବନ୍ଦ

ଭଦ୍ରକ : ଭଦ୍ରକ ଜିଲ୍ଲାରେ ମେଡିକାଲ କଲେଜ ପ୍ରତିଷ୍ଠା ଦାବୀରେ କଂଗ୍ରେସ ପକ୍ଷରୁ ଆଜି ଭଦ୍ରକ ଜିଲ୍ଳାରେ ବନ୍ଦ ଡାକରା ଦିଆଯାଇଛି । ସହରରେ ସକାଳ ୬ ଟାରୁ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ୧୨ ଘଣ୍ଟିଆ ବନ୍ଦ ପାଳନ ଚାଲିଛି । ତେବେ ଏହି ଆନ୍ଦୋଳନ ସହରର ଅନେକ ସ୍ଥାନ ସହିତ ୧୬ ନମ୍ବର ଜାତୀୟ ରାଜପଥରେ
Read More...