ଛତାମଖନା ଠାରେ ୧୫୪ କୋଟି ଟଙ୍କାର ଭୂତଳ ଜଳ ସଂରକ୍ଷଣ ପ୍ରକଳ୍ପ ପାଇଁ ବାଟ ଖୋଳିଲା : ନରସିଂହ
ବଲାଙ୍ଗିର, (ଦେବାଶିଷ ମିଶ୍ର) : ଚିର ମରୁଡି ପ୍ରପୀଡିତ ବଲାଙ୍ଗିର ଜିଲ୍ଲାରେ ନିଶ୍ଚିତ ଜଳସେଚନ ମାତ୍ର ୩% । ଏଠାରେ ଚାଷୀ ପ୍ରାୟତଃ ମୌସୁମୀ ବର୍ଷା ଉପରେ ନିର୍ଭର କରେ । ବର୍ଷା ଜଳ ତଥା ଭୂତଳ ଜଳ ସଂରକ୍ଷଣ ହେଇପାରିଲେ ଚାଷୀ ପ୍ରତ୍ୟକ୍ଷ ପରୋକ୍ଷ ଭାବରେ ନିଶ୍ଚୟ ଲାଭବାନ ହେବ । ତେଣୁ ଅନେକ!-->…
Read More...
Read More...