Daily Archives

ପ୍ରଧାନମନ୍ତ୍ରୀ ଆବାସ ଟିଏ ଆଉ କେବେ ମିଳିବ ବିଧବା ମହିଳା ସୁବାସିନୀ‌ଙ୍କୁ

ପଦ୍ମପୁର, (ନିରୋଜ କୁମାର ପାଣୀ) : କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଦେଶ ରେ ପ୍ରତ୍ୟେକ ହିତାଧିକାରୀଙ୍କୁ ପକ୍କା ଘର ଯୋଗାଇ ଦେବା କୁ ଘୋଷଣା କରି ଥିବା ବେଳେ ପ୍ରଶାସନର ଦୁର୍ବଳତା ହେତୁ ଅନେକ ହତାଧିକାରୀ ଠିକ୍ ସମୟରେ ଘର ପାଇ ପାରୁନାହାନ୍ତି । ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ
Read More...

ଶୀତ ପାଇଁ ଗୀତଟିଏ : କବିତା ଆସର ଅନୁଷ୍ଠିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଅଖିଳ ଭାରତୀୟ ସାହିତ୍ୟ ପରିଷଦ, ବଲାଙ୍ଗିର ତରଫରୁ ରାଜ୍ୟ ସଂପାଦକ ଧର୍ମବ୍ରତ ରଥଙ୍କ ସଭାପତିତ୍ୱରେ ୱେବ୍‌ ସଂଗୋଷ୍ଠୀ “ଶୀତ ପାଇଁ ଗୀତଟିଏ” ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ଜିଲ୍ଲା ସଭାପତି ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ “କବିତା କେମିତି ଲେଖାଯାଏ” ଉପରେ
Read More...

ଅଭ୍ୟସ୍ତ ସଂସ୍କାରର ଅନ୍ତରାଳେ

ଶରଦିନ୍ଦୁ ଭୂଷଣ ହୋତା ଅଭ୍ୟାସ ବହୁତ ପ୍ରଭାବଶାଳୀ । ତା' କବଳରେ ଥରେ ପଡ଼ିଗଲେ ମୁକୁଳିବା ମୁସ୍କୁଲ । ନ ପାରିଲେ ଅବସ୍ଥା ଅଣାୟତ୍ତ । ତେଣିକି ସେ ନାକରେ ଦଉଡ଼ି ଦେଇ ଘୋଷାଡେ଼ । ହାତର ପାଂଚ କରି ଥରେ ମଣିଷକୁ କାବୁ କରିନେଲେ ଯାହା ମନ ତାହା କରାଇନିଏ । ଅଭ୍ୟାସ ଯଦି ଅଣାୟତ୍ତ ରହିଯାଏ
Read More...

ପରୀ ହତ୍ୟା ଘଟଣା : ମନ୍ତ୍ରୀ ଅରୁଣ ସାହୁଙ୍କ ବହିଷ୍କାର ଦାବୀରେ ରାଜଭବନ ସମ୍ମୁଖରେ ବିଜେପିର ଧାରଣା

ଭୁବନେଶ୍ୱର, (ସୁଶାନ୍ତ ସାହୁ) : ନୟାଗଡ଼ ପରୀ ହତ୍ୟା ଘଟଣାର ତାତି କମୁନି ରାଜ୍ୟରେ । ଦିନକୁ ଦିନ ଆହୁରି ତୀବ୍ର ହେବାରେ ଲାଗିଛି । ଭାରତୀୟ ଜନତା ପାର୍ଟି(ବିଜେପିର) ଆନ୍ଦେଳନ ଆଜି ରାଜଭବନ ସମ୍ମୁଖରେ ଚାଲିଥିବା ବେଳେ ବିଜେପି ନେତା ଓ କର୍ମୀମାନେ ଉପସ୍ଥିତ ରହି ଧାରଣା ଦେଇଥିବା ଦେଖିବାକୁ
Read More...

ସାଗାରପାଲି ଜୁନିଅର ରେଡକ୍ରସ ତରଫରୁ ରକ୍ତଦାନ ଶିବିର

ସୋନପୁର, (ପ୍ରଭୁଦତ୍ତ ରଥ) : ସାଗାରପାଲି ଗଙ୍ଗାଧର ମେହର ହାଇସ୍କୁଲର ଜୁନିଅର ରେଡକ୍ରସ ତରଫରୁ ଏକ ସ୍ୱେଚ୍ଚାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଶିବିରକୁ ସୋନପୁର ବ୍ଲକ ଶିକ୍ଷା ଅଧିକାରୀ ଘନଶ୍ୟାମ ମେହର ଉଦଉଦ୍‌ଘାଟନ କରିଥିଲେ ଓ ଅନ୍ୟାନ୍ୟ ସମ୍ମାନୀତ ଅତିଥି ଭାବରେ ଜିଲ୍ଲା ଯୁବ
Read More...

କିଶାନ ଆନ୍ଦୋଳନକୁ କୋଶଳ ଆନ୍ଦୋଳନର ନୈତିକ ସମର୍ଥନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସାରା ଦେଶରେ ନୂତନ କୃଷି ଆଇନକୁ ନେଇ କିଶାନ ଆନ୍ଦୋଳନ ଜାରି ରହିଛି । କୋଶଳାଂଚଳର ଚାଷୀମାନେ ଯେଉଁ ଭଳି ଭାବରେ ମଣ୍ଡିରେ ଦଲାଲମାନଙ୍କ ଦ୍ୱାରା ହନ୍ତସନ୍ତ ହେଉଛି, କଟ୍‌ନି-ଛଟ୍‌ନି ବ୍ୟବସ୍ଥା ଦ୍ୱାରା ନିର୍ଯାତନାର ଶିକାର ହେଉଛନ୍ତି, ତାର ପ୍ରତିବାଦରେ ଏହି
Read More...

କରୋନାରେ ଆଜି ୭ ଜଣଙ୍କ ପ୍ରାଣ ଗଲା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଆଜି କରୋନା ସଂକ୍ରମଣରେ ୭ ଜଣଙ୍କ ପ୍ରାଣହାନୀ ଘଟିଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ମୃତକମାନେ କଟକ ଜିଲ୍ଲାରୁ ୩ ଜଣ ଏବଂ ପୁରୀ ଜିଲ୍ଲା, ସୁନ୍ଦରଗଡ଼ ଜିଲ୍ଲା, ଜଗତସିଂପୁର ଜିଲ୍ଲା ଓ ବାଲେଶ୍ୱର ଜିଲ୍ଲାରୁ ଜଣେ
Read More...

ରାଜ୍ୟରେ ଏକ୍‌ଟିଭ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪ ହଜାର ତଳକୁ ଖସିଲା : ଆଜି ୩୬୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଏକ୍‌ଟିଭ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪ ହଜାର ତଳକୁ ଖସିଥିବା ବେଳେ ରାଜ୍ୟରେ ୩୬୮ ନୂଆ କରୋନା ଆକ୍ରାନ୍ତ ଆଜି ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨୧୨ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୧୫୬ ଜଣ ଅଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା
Read More...

ସରକାରୀ ଡାକ୍ତରଖାନାରେ ଭାଗବଣ୍ଟା କରି ନେଉଛନ୍ତି ଲାଞ୍ଚ

ପୁରୀ : ସରକାରୀ ଡାକ୍ତର ଖାନାରେ ଲାଞ୍ଚ କାରବାରକୁ ନେଇ ଅଭିଯୋଗ ହୋଇଛି । ସରକାରଙ୍କ ଦ୍ୱାରା ନିଯୁକ୍ତ ଡାକ୍ତର, ନର୍ସ ଏବଂ ଅନ୍ୟାନ୍ୟ ମେଡିକାଲ ଷ୍ଟାଫ୍‌ ରୋଗୀ ଦେଖି ରୋଗୀଙ୍କ ଘର ଲୋକଙ୍କ ଠାରୁ ଲାଞ୍ଚ ନେଇ ନିଜ ନିଜ ଭିତରେ ଭାଗ ବଣ୍ଟା କରୁଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ
Read More...

ଆଶ୍ରମ କେଳେଙ୍କାରୀରେ ବହୁଚର୍ଚ୍ଚିତ ସୁର ବାବା ଚାଲିଗଲେ

ଭୁବନେଶ୍ୱର : ଆଶ୍ରମ କେଳେଙ୍କାରୀରେ ବହୁଚର୍ଚ୍ଚିତ ତଥା ତ୍ରାହି ଅଚ୍ୟୁତ ଆଶ୍ରମର ପ୍ରତିଷ୍ଠାତା ସୁରେନ୍ଦ୍ର ନାଥ ମିଶ୍ର ଓରଫ୍‌ ସୁର ବାବାଙ୍କ ଦେହାନ୍ତ ଘଟିଛି । ଅସୁସ୍ଥତା ଯୋଗୁଁ ରାଜଧାନୀର ଏକ ଘୋରେଇ ହସ୍‌ପିଟାଲରେ ଚିକିତ୍ସତ ହେଉଥିବା ବେଳେ ଗତକାଲି ରାତିରେ ତାଙ୍କ ମୃତ୍ୟୁ ହୋଇଥିବା
Read More...