Daily Archives

ଆଜି ପୁଣି ୫ ଜଣ ପ୍ରାଣ ହରାଇଲେ କରୋନାରେ

ଭୁବନେ‌ଶ୍ୱର, (କେପିଏନ୍‌ଏସ୍‌) : ଆଜି ପୁଣି ୫ ଜଣ କରୋନାରେ ପ୍ରାଣ ହରାଇଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି । ତେବେ ଗଂଜାମ ଜି‌ଲ୍ଲାରୁ ୩ ଜଣ, ନୟାଗଡ଼ ଜି‌ଲ୍ଲାରୁ ଜଣେ ଓ ଭୁବନେ‌ଶ୍ୱରରୁ ଜଣେ ମୃତ୍ୟୁବରଣ କରିଥିବା ସୂଚନା ପ୍ରଦାନ କରାଯାଇଛି ।
Read More...

୫ ହଜାର ତଳକୁ ଖସିଲା ରାଜ୍ୟରେ ଏକ୍‌ଟିଭ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା : ଆଜି ୪୩୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଆଜି ୪୩୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨୪୯ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୧୮୫ ଜଣ ଅଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ କୁହାଯାଇଛି । ଜିଲ୍ଲା ଅନୁସାରେ
Read More...

ମଡେଲ୍‌ଙ୍କ ଏହି ଫଟୋସୁଟ୍‌ ପରେ ବୋବାଲ୍‌ : ପୋଲିସ ଫଟୋଗ୍ରାଫର୍‌ଙ୍କୁ ଗିରଫ କଲା​

କାହିରା : ଯେତେବେଳେ ଇଜିପ୍ଟର ଫ୍ୟାଶନ୍ ମଡେଲ୍ ସଲ୍‌ମା ଏଲ୍-ଶେମି ଫଟୋସୁଟ୍‌ର ଏହି ଫଟୋଗୁଡ଼ିକୁ ସୋସିଆଲ ମିଡିଆରେ ଅପଲୋଡ୍ କଲେ, ସେତେବେଳେ ବୋବାଲ୍‌ ହୋଇଗଲା । ଏହା ପରେ ହୁସେନ୍ ମହମ୍ମଦ ନାମକ ଜଣେ ଫଟୋଗ୍ରାଫରଙ୍କୁ ପୋଲିସ ଗିରଫ କରିଛନ୍ତି । ଇଜିପ୍ଟର ଜୋଜର ପିରାମିଡ୍ ନାମକ ଏକ
Read More...

କୃଷକ ଆନ୍ଦୋଳନ : ଆଜି ସରକାର ଏବଂ କୃଷକଙ୍କ ମଧ୍ୟରେ କଥାବାର୍ତ୍ତା, ଅମରିନ୍ଦର ଭେଟିବେ ଶାହାଙ୍କୁ

ନୂଆଦିଲ୍ଲୀ : କୃଷି ଆଇନ ପ୍ରସଙ୍ଗରେ ଚାଷୀଙ୍କ ପ୍ରତିବାଦ ଜୋର୍‌ସୋର୍‌ରେ ଜାରି ରହିଛି । ଏହି ଆନ୍ଦୋଳନକୁ ଶେଷ କରିବା ପାଇଁ ସରକାରଙ୍କ ପକ୍ଷରୁ ବି ଉଦ୍ୟମ ଚାଲିଛି । କିନ୍ତୁ ସରକାର ବିଫଳ ହୋଇଛନ୍ତି । ଏହି ପର୍ୟ୍ୟାୟରେ ଆଜି କୃଷକ ସଂଗଠନ ଏବଂ ସରକାରଙ୍କ ମଧ୍ୟରେ ଆଲୋଚନା ହେବ ।
Read More...

ଆୟ ବହିର୍ଭୁତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗରେ ରେଞ୍ଜର ପ୍ରଶାନ୍ତ କୁମାର ନାଏକଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ମୁରିବାହାଲ, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ରେଞ୍ଜର ପ୍ରଶାନ୍ତ କୁମାର ନାଏକଙ୍କ ଘରେ ଚାଲିଛି ଭିଜିଲାନ୍ସ ଚଢ଼ାଉ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗରେ ଏକକାଳୀନ ତିନୋଟି ସ୍ଥାନରେ ଚଢ଼ାଉ କରିଛି ଭିଜିଲାନ୍ସ ବିଭାଗ । ମୁରିବାହାଲ ରେଞ୍ଜ ଅଫିସ
Read More...

ଅସହାୟ ବୃଦ୍ଧବୃଦ୍ଧାଙ୍କୁ କମ୍ବଳ ବଣ୍ଟନ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଗନ୍ଧର୍ଲା ପଂଚାୟତ ବରକାନୀ ଓ ଚକନିପଦର ଗ୍ରାମରେ ଅସହାୟ ବୃଦ୍ଧବୃଦ୍ଧାମାନଙ୍କୁ କମ୍ବଳ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଯୁବ ବିଜେଡି ନେତା ରୂପେଶ
Read More...

ବଲାଙ୍ଗିର ସହରରେ ଆଜିର ପନିପରିବା ଦର

ବଲାଙ୍ଗିର, (କେପିଏନ୍‌ଏସ୍‌) : ପନିପରିବା ପ୍ରତ୍ୟେକ ପରିବାର ପାଇଁ ପ୍ରତ୍ୟହ ଆବଶ୍ୟକ । ତେବେ ଆଜି ବଲାଙ୍ଗିର ସହରର ମାର୍କେଟ୍‌ରେ ପନିପରିବା ଦର କିଲୋ ପିଛା ଯାହା ଚାଲିଛି, ଆସନ୍ତୁ ସେ ସଂପର୍କରେ ଜାଣିନେବା । ଆଳୁ - ୫୦ ଟଙ୍କା, ପିଆଜ - ୬୦ ଟଙ୍କା, ଫୁଲକୋବି-୫୦ ଟଙ୍କା, ବଂଧାକୋବି- ୩୦
Read More...

ପଞ୍ଚାୟତ ସ୍ତରୀୟ ରକ୍ତ ପରୀକ୍ଷା

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜ୍ୟରେ ମହିଳାମାନଙ୍କ ଉପରେ ହେଉଥିବା ଘରୋଇ ହିଂସା ଦୂରୀକରଣ ନିମନ୍ତେ ବଲାଙ୍ଗିର ଜିଲ୍ଲା ଲୋକ ଉନ୍ନତି ସଂଗଠନ ତରଫରୁ ବଲାଙ୍ଗିର ବ୍ଳକ ଶିବତଲା ଠାରେ କାର୍ଯ୍ୟକ୍ରମ ଜାରି ରହିଛି । ପଞ୍ଚାୟତର ମହିଳାମାନଙ୍କୁ ନେଇ ହିମୋଗ୍ଲବିନ ପରୀକ୍ଷା କରିବା ସହିତ ଉତ୍ତମ
Read More...