Daily Archives

ଏମିତି ଏକ ନଦୀ, ଯାହା ଓଲଟା ପ୍ରବାହିତ ହୁଏ

ନୂଆଦି‌ଲ୍ଲୀ : ଆପଣ ହୁଏତ ସାଧାରଣ ଜ୍ଞାନ ପୁସ୍ତକରେ ପଢ଼ିଥିବେ ଯେ ଭାରତର ଅଧିକାଂଶ ନଦୀ ଗୋଟିଏ ଦିଗକୁ ପ୍ରବାହିତ ହୁଏ ଏବଂ ସେହି ଦିଗ ପଶ୍ଚିମରୁ ପୂର୍ବ ଦିଗକୁ ଯାଇଥାଏ । ସମସ୍ତ ନଦୀ ପଶ୍ଚିମରୁ ପୂର୍ବ ଦିଗକୁ ପ୍ରବାହିତ ହୁଏ । କିନ୍ତୁ ଆପଣ ଜାଣନ୍ତି କି ଆମ ଦେଶରେ ଏମିତି ଏକ ନଦୀ ଅଛି,
Read More...

ଆସିଗଲା କରୋନା ଟୀକା, ଆସନ୍ତା ସପ୍ତାହରୁ ବ୍ରିଟେନରେ ଟୀକାକରଣ ଆର‌ମ୍ଭ

ନୂଆଦିଲ୍ଲୀ : ଦୀର୍ଘ ଦିନ ଧରି କରୋନା ମହାମାରୀ ସହ ସଂଗ୍ରାମ କରୁଥିବା ବିଶ୍ୱ ଶେଷରେ ଏହାର ଟୀକା ପାଇଛି । ବ୍ରିଟେନ ଫାର୍ମାସ୍ୟୁଟିକାଲ୍ କମ୍ପାନୀ ଫାଇଜର / ବାୟୋ ଏଣ୍ଟେକ୍ କରୋନା ଭାଇରସ୍ ଟୀକାକୁ ବ୍ରିଟେନ୍‌ ସବୁଜ ପତାକା ଦେଖାଇଛି । ବ୍ରିଟେନ ବିଶ୍ୱର ପ୍ରଥମ ଦେଶ ହୋଇପାରିଛି, ଯେଉଁଠାରେ
Read More...

ସାଧାରଣରେ ଅଭିଯୋଗ : ଲୋକ ଦେଖାଣିଆ ଧର ପଗଡ, ବେଧଡକ ଚାଲିଛି ବାଲି ଚୋରା ଚାଲାଣ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡର କିଛିକାଂଶ ଛତିଶଗଡ ଏବଂ ଓଡିଶା ସୀମାନ୍ତ ଅଂଚଳ ହୋଇଥିବା ବେଳେ ପାହାଡ ଜଙ୍ଗଲ ଘେରା ଏହି ଅଂଚଳରୁ ବହୁ ସମୟରେ ବିଭିନ୍ନ ପ୍ରକାର ଜଙ୍ଗଲ ଜାତ ଦ୍ରବ୍ୟ ତଥା ଖଣିଜାତ ଦ୍ରବ୍ୟ ଚୋରି କରି ଚାଲାଣ କରାଯାଇଥାଏ । ଏହି ଭିତରେ
Read More...

ସୀମାରେ ନକ୍ସଲଙ୍କ ବର୍ବର ହତ୍ୟାକାଣ୍ଡ : ସରପଂଚଙ୍କ ସ୍ୱାମୀ ଓ ଅନ୍ୟ ଦୁଇ ଜଣଙ୍କୁ ହତ୍ୟା

ମାଲକାନଗିରି : ଛତିଶଗଡ-ଓଡିଶ ସୀମା ସବୁ ସମୟରେ ଚର୍ଚ୍ଚାରେ ଥାଏ । ମାଓବାଦୀ ସୁରକ୍ଷା ବାହିନୀ ମଧ୍ୟରେ ଯୁଦ୍ଧ ଚାଲିଥାଏ । ମାଲକାନଗିରି ସୀମା ପଡୋଶୀ ରାଜ୍ୟର ଛତିଶଡର ବିଜାପୁର ଏବଂ ଦନ୍ତେୱାଡା ଜିଲ୍ଲାରେ ମାଓବାଦୀମାନେ ବର୍ବର ହତ୍ୟାକାଣ୍ଡ ଘଟାଇଥିବା ଖବର ମିଳିଛି । ସରକାରଙ୍କ ଦ୍ୱାରା
Read More...

ବାପାଙ୍କ ଶବକୁ କାନ୍ଧ ଦେଲେ ୪ ଝିଅ

କୁଚିଣ୍ଡା : ବାପାଙ୍କ ଶବକୁ କାନ୍ଧ ଦେଇଛ‌ନ୍ତି ଚାରି ଝିଅ । ପୁଅ ନଥିଲେ ମଧ୍ୟ ପୁଅ ପରି କଲେ ସବୁ ଶେଷ କର୍ମ । ଝାରସୁଗୁଡ଼ା ଜିଲ୍ଲା ଲଇକେରା ବ୍ଲକ କେନ୍ଦୁଡିହି ଗାଁରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି, ଯାହା ଅନ୍ୟମାନଙ୍‌ଙ୍କ ପାଇଁ ପ୍ରେରଣା ପ୍ରଦାନ କରିଛି । ୯୧ ବର୍ଷରେ ବାପା ଚାଲିଯିବା
Read More...

ଆଇଏଫ୍‌ଏସ୍ ଅଭୟକାନ୍ତ ପାଠକଙ୍କ ଲିଙ୍କ୍‌ରେ ବଲାଙ୍ଗିର କେନ୍ଦୁପତ୍ର ବିଭାଗରେ ତଦନ୍ତ ଆରମ୍ଭ କଲା ଭିଜିଲାନ୍ସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଇଏଫ୍‌ଏସ୍ ଅଭୟକାନ୍ତ ପାଠକଙ୍କୁ ଭିଜିଲାନ୍ସ ଗିରଫ କରିବା ପରେ ସାରା ରାଜ୍ୟରେ ହଇଚଇ ସୃଷ୍ଟି ହୋଇଛି । ଅଭୟକାନ୍ତ ବଲାଙ୍ଗିର ଜିଲ୍ଲାରେ ୨୦୧୪ ମସିହା ଫେବୃୟାରୀ ୭ ତାରିଖରୁ ୨୦୧୭ ମସିହା ଜୁନ୧୧ ତାରିଖ ପର୍ୟ୍ୟନ୍ତ ପ୍ରାୟେ ସାଢେ଼ ତିନି ବର୍ଷ ଧରି ମୁଖ୍ୟ ବନ
Read More...

ଜହ୍ନମାମୁଁଙ୍କ ବହୁମୂଲ୍ୟ ଭଣ୍ଡାର ଉପରେ ଚୀନ୍‌ର ନଜର : ଝଡ଼ର ସମୁଦ୍ରକୁ ପଠାଇଲା ମହାକାଶଯାନ

ବେଜିଂ : ପୃଥିବୀର ପ୍ରାକୃତିକ ସମ୍ପଦକୁ କାବୁ କରିବାକୁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଚୀନ୍‌ର ନଜର ପଡ଼ିଛି ଏବେ ଜହ୍ନମାମୁଁଙ୍କ ବହୁମୂଲ୍ୟ ଭଣ୍ଡାର ଉପରେ। ଚନ୍ଦ୍ରରୁ ପୃଥିବୀ ପଥର ନମୂନା ଆଣିବା ଲକ୍ଷ୍ୟରେ ଚୀନ୍‌ ଏକ ମହାକାଶଯାନକୁ ଚନ୍ଦ୍ର ପୃଷ୍ଠରେ ଉତକ୍ଷେପଣ କରିଛି । ୧୯୭୬ ପରଠାରୁ
Read More...

ରାଜ୍ୟର ଅଗ୍ରଣୀ ସମାଜସେବା ଅନୁଷ୍ଠାନ ‘ସଖା’ ତରଫରୁ ବିଶ୍ୱ ଏଡସ୍ ଦିବସ ପାଳିତ

ଭୁବନେଶ୍ୱର : ବିଶ୍ୱ ଏଡସ୍ ଦିବସ ଉପଲକ୍ଷେ ରାଜ୍ୟର ଅଗ୍ରଣୀ ସମାଜସେବା ଅନୁଷ୍ଠାନ 'ସଖା' ତରଫରୁ ଏଡସ୍ ଭଳି ଏକ ମାରତ୍ମକ ଭୂତାଣୁରୁ ରକ୍ଷା ପାଇବା ପାଇଁ ସଚେତନତାମୁଳକ କାର୍ୟ୍ୟକ୍ରମ ଆୟୋଜନ କରାଯାଇଥିଲା । ଏହି କାର୍ୟ୍ୟକ୍ରମରେ ଏଡସ୍‌ରୁ ନିଜକୁ ରକ୍ଷା କରିବା ପାଇଁ ବିଭିନ୍ନ ସଚେତନତା
Read More...

ପଞ୍ଚାୟତ କାର୍ଯ୍ୟାଳୟର ବରିଷ୍ଠ କିରାଣୀ ସଂଯୁକ୍ତା ଦାଶଙ୍କ ଘରେ ଭିଜିଲାନ୍ସ ଚଢାଉ

ଜଗତସିଂପୁର: ବରିଷ୍ଠ କିରାଣୀ ସଂଯୁକ୍ତା ଦାଶଙ୍କ ଘରେ ଆୟ ବର୍ହିଭୂତ ସମ୍ପତ୍ତି ଠୂଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ଚାଲିଥିବା ସୂଚନା ମିଳିଛି । ସୂଚନାଯୋଗ୍ୟ ଯେ, ଜଗତସିଂପୁର ଜିଲ୍ଲା ପଞ୍ଚାୟତ କାର୍ଯ୍ୟାଳୟର ବରିଷ୍ଠ କିରାଣୀ ହେଉଛନ୍ତି ସଂଯୁକ୍ତା ଦାଶ । ତାଙ୍କ ଆୟ ବର୍ହିଭୁତ
Read More...

ରାଜ୍ୟରେ ଆଜି ୬ ଜଣଙ୍କ ଜୀବନ ନେଇଛି କରୋନା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଆଜି ରାଜ୍ୟରେ ୬ ଜଣଙ୍କ ଜୀବନ ନେଇଛି କରୋନା ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ମୃତ ବ୍ୟକ୍ତିଙ୍କ ମଧ୍ୟରେ ଗଂଜାମ ଜିଲ୍ଲାରୁ ୨ ଓ ଭୁବନେଶ୍ୱର, ଝାରସୁଗୁଡ଼ା ଜିଲ୍ଲା, ମୟୁରଭଂଜ ଜିଲ୍ଲା ଏବଂ ବାଲେଶ୍ୱର
Read More...